Trending
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
Browsing Category
Lifestyle
All lifestyle-related news will be uploaded here
ଶରୀର ପାଇଁ ବରଦାନ ଗିଲୋଇ
ଆମେ ପ୍ରକୃତି କୋଳରୁ ଜନ୍ମିତ । ପ୍ରକୃତିରେ ଥିବେ ବିଭିନ୍ନ ଔଷଧିୟ ବୃକ୍ଷ ନାନା ପ୍ରକାରର ରୋଗରୁ ଆମକୁ ରକ୍ଷା କରିବାରେ ସହାୟକ ହୋଇଥାଏ । ସୁସ୍ଥ ଜୀବନଶୈଳୀ ପାଇଁ ପ୍ରକୃତିର ଏକ ବରଦାନ ହେଉଛି ଗୁଳୁଚି । ଯାହାକୁ ଗିଲୋଇ ମଧ୍ୟ କୁହାଯାଏ । ଏହା ଆମ ଶରୀର ପାଇଁ ବହୁ ଲାଭଦାୟକ ବୋଲି ବିବେଚନା…
ପିଲା ପାଇଁ ବିପଜ୍ଜନକ ହୋଇପାରେ ବେବି ପାଉଡର
ନବଜାତ ଶିଶୁଙ୍କୁ ପ୍ରାୟତଃ ଗାଧୋଇବା ଓ ଡାଇପର୍ ବଦଳାଇବା ପରେ ତାଙ୍କ ଉପରେ ଟାଲକମ୍ ପାଉଡର ବ୍ୟବହାର କରାଯାଏ । କିନ୍ତୁ ଆପଣଙ୍କ ସୂଚନା ପାଇଁ କହିରଖୁଛୁ କି ଶିଶୁର ଚର୍ମରେ ପାଉଡର ବ୍ୟବହାର କରିବା ଭଲ ନୁହେଁ ।ବେବି ପାଉଡର ବ୍ୟବହାର କରିବା ଦ୍ୱାରା ଶିଶୁର ଶରୀରରୁ ଭଲ ବାସ୍ନା ତ ଆସେ କିନ୍ତୁ…
ବର୍ଷାଦିନେ ଏପରି ଭାବେ ନିଅନ୍ତୁ କେଶର ଯତ୍ନ
ବର୍ଷାଦିନରେ ଓଦା ହେବାର ଯଥେଷ୍ଟ ସମ୍ଭାବନା ଥାଏ। ତେଣୁ ଶରୀରକୁ ବିଭିନ୍ନ ପ୍ରକାର ରୋଗର ସାମନା କରିବାକୁ ପଡ଼ିଥାଏ। କେବଳ ଶରୀର ନୁହେଁ, ବର୍ଷାଦିନରେ ବିଭିନ୍ନ କେଶ ସମସ୍ୟା ମଧ୍ୟ ଦେଖାଦିଏ। ବର୍ଷାଜଳର କ୍ଷାରୀୟ ଅଂଶ ସଂସ୍ପର୍ଶରେ ଆସିଲେ କେଶରେ ନାନା ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଏହି…
କିଛି କୁଅଭ୍ୟାସ , ଯାହା ଶରୀରରେ ଓଜନ ବୃଦ୍ଧି କରିଥାଏ
ଆମର ଅନେକ ଛୋଟ ଛୋଟ କୁଅଭ୍ୟାସ ରହିଛି, ଯାହା ଶରୀରରେ ଓଜନ ବୃଦ୍ଧି କରିଥାଏ। ଏସବୁ କୁଅଭ୍ୟାସ କଣ, ଜାଣନ୍ତୁ...
ଅତ୍ୟଧିକ ଖାଇବା- ଅଧିକ ଖାଇବା ଦ୍ୱାରା ଶୀଘ୍ର ଓଜନ ବୃଦ୍ଧି ପାଇଥାଏ। ଆବଶ୍ୟକତାଠାରୁ ଟିକେ କମ୍ ଖାଦ୍ୟ ଖାଆନ୍ତୁ, କିନ୍ତୁ ଅତ୍ୟଧିକ ଖାଆନ୍ତୁ ନାହିଁ।କାରଣ ଅଧିକ ଖାଇବା…
ହରମୋନସ୍ତର ନିୟନ୍ତ୍ରଣ ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସ୍
ବାୟୁପ୍ରଦୂଷଣ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କର ହରମୋନସ୍ତରରେ ଅନିୟମିତତା ଦେଖାଦେଇଥାଏ। ତେବେ ସହଜ ଘରୋଇ ଚିକିତ୍ସାରେ ଏଥିରୁ ମୁକ୍ତି ମିଳିପାରେ। ସକାଳୁ ନିତ୍ୟକର୍ମ ପରେ ଅଧାଗ୍ଲାସ ମିଶ୍ରି ପାଣି ପିଇଲେ ପେଟ ଥଣ୍ଡା ରହିବା ସହିତ ଶରୀରର ଅନେକ ଉପକାର ହୋଇଥାଏ। ଏହା ଶରୀରର…
କଣ ପାଇଁ ତିଳକ ମଥାରେ ଲଗାଯାଏ!
ମଥାରେ ତିଳକ ଲାଗାଇବାକୁ ନେଇ ରହିଛି ଅନେକ କିମ୍ୱଦନ୍ତୀ। ତିଳକ ଲଗାଇଲେ ଯେ କେବଳ ଆମ ଜୀବନରେ ସାକାରାତ୍ମକ ଚିନ୍ତାଧାରା ଆସିଥାଏ ତାହା ନୁହେଁ ବରଂ ବ୍ୟକ୍ତିର ଜନ୍ମ ଜାତକରେ ଅଶୁଭତ୍ୱ ପ୍ରଦାନ କରୁଥିବା ଗ୍ରହ ବି ଶାନ୍ତ ହୋଇଥାନ୍ତି। ସବୁଦିନ ହେଉ କିମ୍ୱା ବିଶେଷ ପୂଜା ପର୍ବଣରେ ତିଳକ…
ଚୁଡ଼ାଦହି ସ୍ବାସ୍ଥ୍ୟପକ୍ଷେ ବେଶ ଉପକାରୀ
ଆଜିକାଲି ସମୟ ବଦଳିବା ସହ ବଦଳୁଛି ଯୁବପୀଢ଼ିଙ୍କ ଜୀବନଶୈଳୀ। ତଦନୁଯାୟୀ ପାରମ୍ପରିକ ଖାଦ୍ୟପଦାର୍ଥର ସ୍ଥାନ ନେଉଛି ବିଦେଶୀ ବ୍ୟଞ୍ଜନ। ଏସବୁ ସତ୍ତ୍ୱେ ଚାଲିଆସୁଥିବା କିଛି ପ୍ରଥା ଫିଟ୍ ରହିବାର ନୂଆ ତରିକା ଶିଖାଉଛି। ଠିକ୍ ସେଭଳି ଏକ ଖାଦ୍ୟ ହେଲା ‘ଚୁଡ଼ା ଦହି’। ଆଗକୁ ମକର ସଂକ୍ରାନ୍ତି…
ଆଜିଠୁ ଡାଏଟରେ କରନ୍ତୁ ସାମିଲ
ଖରାପ ଜୀବନଶୈଳୀ, ଖାଦ୍ୟପେୟ , ଘଣ୍ଟା ଘଣ୍ଟା ଧରି ଚୌକିରେ ବସିବା ଦ୍ୱାରା ପେଟରେ ଚର୍ବି ଜମିଯାଏ। ଲୋକ ବେଲି ଫ୍ୟାଟ କମାଇବା ପାଇଁ ଡାଏଟିଂ ଠାରୁ ଆରମ୍ଭ କରି ଜିମ୍ ମଧ୍ୟ ଯାଇଥାନ୍ତି। କିନ୍ତୁ ନିଜର ଦୈନିକ ଆହାରରେ କିଛି ପନିପରିବାକୁ ଗ୍ରହଣ କରି ଆପଣ ନିଜର ବେଲି ଫ୍ୟାଟକୁ କମ…
ଶରୀର ପାଇଁ ବିପଦ କୋଲ୍ଡ କଫି
ଲୋକେ ହଟ କଫି-ଚାହା ବଦଳରେ କୋଲ୍ଡ ବହୁତ ଭଲ ଭାବେ ପିଅନ୍ତି । ହେଲେ ଅଧିକ ଲୋକଙ୍କୁ କୋଲ୍ଡ କଫିର ସ୍ୱାଦ ଭଲ ଲାଗିଥାଏ । ହେଲେ ଆବଶ୍ୟକତାଠାରୁ ଅଧିକ ପିଇଲେ ଶରୀରରେ ଏହା ସାଇଡ ଇଫେକ୍ଟ ଦେଖାଏ । ଏହା ଅଧିକ ରୋଗକୁ ବଢାଇଥାଏ ।କୋଲ୍ଡ କଫିରେ ଅଧିକ ମାତ୍ରାରେ ଚିନିର ବ୍ୟବହାର ହୋଇଥାଏ । ଏଥିପାଇଁ…
ମହୁର ଓଷଧୀୟ ଗୁଣ
ପିଲାଠୁ ବୁଢ଼ା ସମସ୍ତଙ୍କର ମହୁ ପ୍ରିୟ ଥାଏ। ମହୁର ସ୍ବାଦ କାହାକୁ ବା ଭଲ ନ ଲାଗେ।ଏହାର ସ୍ବାଦ ଯେମିତି, ଗୁଣ ବି ସେମିତି। ଏହାର ଓଷଧୀୟ ଗୁଣ ଆମକୁ ବିଭିନ୍ନ ରୋଗରୁ ରକ୍ଷା କରିବା ସହ ଶରୀରକୁ ସୁସ୍ଥ ଓ ନୀରୋଗ ରଖେ। ଓଜନ କମାଇବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସକାଳେ ଖାଲି ପେଟରେ…