Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Lifestyle
All lifestyle-related news will be uploaded here
ପିଲା ପାଇଁ ବିପଜ୍ଜନକ ହୋଇପାରେ ବେବି ପାଉଡର
ନବଜାତ ଶିଶୁଙ୍କୁ ପ୍ରାୟତଃ ଗାଧୋଇବା ଓ ଡାଇପର୍ ବଦଳାଇବା ପରେ ତାଙ୍କ ଉପରେ ଟାଲକମ୍ ପାଉଡର ବ୍ୟବହାର କରାଯାଏ । କିନ୍ତୁ ଆପଣଙ୍କ ସୂଚନା ପାଇଁ କହିରଖୁଛୁ କି ଶିଶୁର ଚର୍ମରେ ପାଉଡର ବ୍ୟବହାର କରିବା ଭଲ ନୁହେଁ ।ବେବି ପାଉଡର ବ୍ୟବହାର କରିବା ଦ୍ୱାରା ଶିଶୁର ଶରୀରରୁ ଭଲ ବାସ୍ନା ତ ଆସେ କିନ୍ତୁ…
ବର୍ଷାଦିନେ ଏପରି ଭାବେ ନିଅନ୍ତୁ କେଶର ଯତ୍ନ
ବର୍ଷାଦିନରେ ଓଦା ହେବାର ଯଥେଷ୍ଟ ସମ୍ଭାବନା ଥାଏ। ତେଣୁ ଶରୀରକୁ ବିଭିନ୍ନ ପ୍ରକାର ରୋଗର ସାମନା କରିବାକୁ ପଡ଼ିଥାଏ। କେବଳ ଶରୀର ନୁହେଁ, ବର୍ଷାଦିନରେ ବିଭିନ୍ନ କେଶ ସମସ୍ୟା ମଧ୍ୟ ଦେଖାଦିଏ। ବର୍ଷାଜଳର କ୍ଷାରୀୟ ଅଂଶ ସଂସ୍ପର୍ଶରେ ଆସିଲେ କେଶରେ ନାନା ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଏହି…
କିଛି କୁଅଭ୍ୟାସ , ଯାହା ଶରୀରରେ ଓଜନ ବୃଦ୍ଧି କରିଥାଏ
ଆମର ଅନେକ ଛୋଟ ଛୋଟ କୁଅଭ୍ୟାସ ରହିଛି, ଯାହା ଶରୀରରେ ଓଜନ ବୃଦ୍ଧି କରିଥାଏ। ଏସବୁ କୁଅଭ୍ୟାସ କଣ, ଜାଣନ୍ତୁ...
ଅତ୍ୟଧିକ ଖାଇବା- ଅଧିକ ଖାଇବା ଦ୍ୱାରା ଶୀଘ୍ର ଓଜନ ବୃଦ୍ଧି ପାଇଥାଏ। ଆବଶ୍ୟକତାଠାରୁ ଟିକେ କମ୍ ଖାଦ୍ୟ ଖାଆନ୍ତୁ, କିନ୍ତୁ ଅତ୍ୟଧିକ ଖାଆନ୍ତୁ ନାହିଁ।କାରଣ ଅଧିକ ଖାଇବା…
ହରମୋନସ୍ତର ନିୟନ୍ତ୍ରଣ ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସ୍
ବାୟୁପ୍ରଦୂଷଣ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କର ହରମୋନସ୍ତରରେ ଅନିୟମିତତା ଦେଖାଦେଇଥାଏ। ତେବେ ସହଜ ଘରୋଇ ଚିକିତ୍ସାରେ ଏଥିରୁ ମୁକ୍ତି ମିଳିପାରେ। ସକାଳୁ ନିତ୍ୟକର୍ମ ପରେ ଅଧାଗ୍ଲାସ ମିଶ୍ରି ପାଣି ପିଇଲେ ପେଟ ଥଣ୍ଡା ରହିବା ସହିତ ଶରୀରର ଅନେକ ଉପକାର ହୋଇଥାଏ। ଏହା ଶରୀରର…
କଣ ପାଇଁ ତିଳକ ମଥାରେ ଲଗାଯାଏ!
ମଥାରେ ତିଳକ ଲାଗାଇବାକୁ ନେଇ ରହିଛି ଅନେକ କିମ୍ୱଦନ୍ତୀ। ତିଳକ ଲଗାଇଲେ ଯେ କେବଳ ଆମ ଜୀବନରେ ସାକାରାତ୍ମକ ଚିନ୍ତାଧାରା ଆସିଥାଏ ତାହା ନୁହେଁ ବରଂ ବ୍ୟକ୍ତିର ଜନ୍ମ ଜାତକରେ ଅଶୁଭତ୍ୱ ପ୍ରଦାନ କରୁଥିବା ଗ୍ରହ ବି ଶାନ୍ତ ହୋଇଥାନ୍ତି। ସବୁଦିନ ହେଉ କିମ୍ୱା ବିଶେଷ ପୂଜା ପର୍ବଣରେ ତିଳକ…
ଚୁଡ଼ାଦହି ସ୍ବାସ୍ଥ୍ୟପକ୍ଷେ ବେଶ ଉପକାରୀ
ଆଜିକାଲି ସମୟ ବଦଳିବା ସହ ବଦଳୁଛି ଯୁବପୀଢ଼ିଙ୍କ ଜୀବନଶୈଳୀ। ତଦନୁଯାୟୀ ପାରମ୍ପରିକ ଖାଦ୍ୟପଦାର୍ଥର ସ୍ଥାନ ନେଉଛି ବିଦେଶୀ ବ୍ୟଞ୍ଜନ। ଏସବୁ ସତ୍ତ୍ୱେ ଚାଲିଆସୁଥିବା କିଛି ପ୍ରଥା ଫିଟ୍ ରହିବାର ନୂଆ ତରିକା ଶିଖାଉଛି। ଠିକ୍ ସେଭଳି ଏକ ଖାଦ୍ୟ ହେଲା ‘ଚୁଡ଼ା ଦହି’। ଆଗକୁ ମକର ସଂକ୍ରାନ୍ତି…
ଆଜିଠୁ ଡାଏଟରେ କରନ୍ତୁ ସାମିଲ
ଖରାପ ଜୀବନଶୈଳୀ, ଖାଦ୍ୟପେୟ , ଘଣ୍ଟା ଘଣ୍ଟା ଧରି ଚୌକିରେ ବସିବା ଦ୍ୱାରା ପେଟରେ ଚର୍ବି ଜମିଯାଏ। ଲୋକ ବେଲି ଫ୍ୟାଟ କମାଇବା ପାଇଁ ଡାଏଟିଂ ଠାରୁ ଆରମ୍ଭ କରି ଜିମ୍ ମଧ୍ୟ ଯାଇଥାନ୍ତି। କିନ୍ତୁ ନିଜର ଦୈନିକ ଆହାରରେ କିଛି ପନିପରିବାକୁ ଗ୍ରହଣ କରି ଆପଣ ନିଜର ବେଲି ଫ୍ୟାଟକୁ କମ…
ଶରୀର ପାଇଁ ବିପଦ କୋଲ୍ଡ କଫି
ଲୋକେ ହଟ କଫି-ଚାହା ବଦଳରେ କୋଲ୍ଡ ବହୁତ ଭଲ ଭାବେ ପିଅନ୍ତି । ହେଲେ ଅଧିକ ଲୋକଙ୍କୁ କୋଲ୍ଡ କଫିର ସ୍ୱାଦ ଭଲ ଲାଗିଥାଏ । ହେଲେ ଆବଶ୍ୟକତାଠାରୁ ଅଧିକ ପିଇଲେ ଶରୀରରେ ଏହା ସାଇଡ ଇଫେକ୍ଟ ଦେଖାଏ । ଏହା ଅଧିକ ରୋଗକୁ ବଢାଇଥାଏ ।କୋଲ୍ଡ କଫିରେ ଅଧିକ ମାତ୍ରାରେ ଚିନିର ବ୍ୟବହାର ହୋଇଥାଏ । ଏଥିପାଇଁ…
ମହୁର ଓଷଧୀୟ ଗୁଣ
ପିଲାଠୁ ବୁଢ଼ା ସମସ୍ତଙ୍କର ମହୁ ପ୍ରିୟ ଥାଏ। ମହୁର ସ୍ବାଦ କାହାକୁ ବା ଭଲ ନ ଲାଗେ।ଏହାର ସ୍ବାଦ ଯେମିତି, ଗୁଣ ବି ସେମିତି। ଏହାର ଓଷଧୀୟ ଗୁଣ ଆମକୁ ବିଭିନ୍ନ ରୋଗରୁ ରକ୍ଷା କରିବା ସହ ଶରୀରକୁ ସୁସ୍ଥ ଓ ନୀରୋଗ ରଖେ। ଓଜନ କମାଇବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସକାଳେ ଖାଲି ପେଟରେ…
ନିୟମିତ ଯୋଗ କରୁଥିଲେ ଖାଆନ୍ତୁ ଏହି ସବୁ ଖାଦ୍ୟ
ଯୋଗର ନିୟମ ଅହିଂସା, ସାତ୍ତ୍ୱିକ ଓ ସ୍ୱଚ୍ଛ ରହିବା। ଆମର ଖାଦ୍ୟପାନୀୟ ମଧ୍ୟ ଏହିପରି ହେବା ଜରୁରୀ। ଶାକାହାରୀ, ସାତ୍ତ୍ୱିକ ଓ ପରିମଳ ପରିବେଶରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ସେବନ କରିବା ଉଚିତ। ଶାକାହାରୀ ହେବା ଅର୍ଥାତ ପନିପରିବା ଯୁକ୍ତ ଖାଦ୍ୟ ଖାଇବା। ଋତୁ ଅନୁସାରେ ଫଳ, ପନିପରିବା ଖାଇବା…