Browsing Category

Health

News related to complete physical, mental and social well-being

ଖରା ଦିନେ ଆମିଷ ଖାଇବା ସମ୍ପୂର୍ଣ୍ଣ ବନ୍ଦ କରିବା ଜରୁରୀ କି ?

ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟ ପ୍ରତି ସେତିକି ଯତ୍ନବାନ ନିହାତି ଆବଶ୍ୟକ। ଖରାଦିନେ ସାଧାରଣତଃ ଶରୀରର ହଜମ ପ୍ରକ୍ରିୟା ଧୀମା ହୋଇଯାଏ, ସେଥିପାଇଁ ଲୋକେ ହାଲୁକା ଏବଂ ସହଜରେ ହଜମ…

ଡାକ୍ତରୀ ପ୍ରେସକ୍ରିପସନ ବିନା ମେଡିକାଲ ଦୋକାନରେ ମିଳିବ ନାହିଁ କଫ୍ ସିରପ

କଫ୍ ସିରପ୍ କୁ ନେଇ କେନ୍ଦ୍ର ସରକାରଙ୍କ ନୂଆ ନିୟମ । ଏବେ ଡାକ୍ତରୀ ପ୍ରେସକ୍ରିପସନ ବିନା ମେଡିକାଲ ଦୋକାନରେ ମିଳିବ ନାହିଁ କଫ୍ ସିରପ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କଲା ନିର୍ଦ୍ଦେଶନାମା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କଫ୍ ସିରପକୁ ‘ସିଡ୍ୟୁଲ୍ K’ ତାଲିକାରୁ ବାଦ୍ ଦେଇଛି…

କେଶ ଝଡ଼ିବା ସମସ୍ୟା ଭୋଗୁଛନ୍ତି  ତେବେ ଏକ DIY ହେୟାର ସିରମ୍ ଏକ ସହଜ ଏବଂ ପ୍ରଭାବଶାଳୀ ସମାଧାନ

ହାର୍ଡ ୱାଟର, ପ୍ରଦୂଷଣ, ମାନସିକ ଚାପ, ଖାଦ୍ୟ ଖାଇବାରେ ଅନିୟମିତତା ଏବଂ ଯତ୍ନର ଅଭାବ ଯୋଗୁଁ କେଶ ଝଡ଼ିବା ସାଧାରଣ ହୋଇଗଲାଣି। ବେଳେ ବେଳେ ତ ଏତେ ମାତ୍ରାରେ କେଶ ଝଡ଼େ ଘର ଚଟାଣରେ ଯେଉଁଆଡ଼େ ଦେଖିଲେ ଚୁଟି ପଡ଼ିଥିବାର ଦେଖାଯାଏ । ଏଭଳି ହେଲେ ଆତ୍ମବିଶ୍ବାସ କମିବା ପରି ଅନୁଭବ ହୁଏ । ମନରେ…

କର୍କଟ ରୋଗର ଔଷଧ ମୂଲ୍ୟ ବଢାଇବାକୁ ମଞ୍ଜୁରୀ ଦେଲେ ସରକାର

ଭାରତର ଏକ ନିୟାମକ ପ୍ଲାଟିନମ ଆଧାରିତ କର୍କଟ ରୋଗ ଔଷଧ ମୂଲ୍ୟ ବଢାଇବାକୁ ମଞ୍ଜୁରୀ ଦେଇଛନ୍ତି। ଏହି ଔଷଧ ତିଆରି ପାଇଁ କଞ୍ଚାମାଲ ଯୋଗାଣରେ ଅଭାବ ଦେଖା ଦେଇଛି। ଭାରତରେ ରୋଗୀ ପ୍ଲାଟିନମ ଆଧାରିତ ଔଷଧ ଯେପରି ସିସପ୍ଲାଟିନ ଓ କାର୍ବୋ ପ୍ଲାଟିନ ପାଉ ନାହାନ୍ତି। କାରଣ ହସ୍ପିଟାଲ ବିଶେଷ କରି…

ଜିରା, ଜୁଆଣି ଏବଂ ମେଥି,ଆପଣଙ୍କ ଶରୀର ପାଇଁ ଏହି ତିନୋଟି ମଧ୍ୟରୁ କେଉଁଟି ସବୁଠାରୁ ଭଲ ?

ସୁସ୍ଥ ରହିବାକୁ ଆମେ କେତେ କ’ଣ ଘରୋଇ ଉପାୟ ଆପଣାଉ। ତା’ ଭିତରେ ଗୁରୁତ୍ବପୂର୍ଣ୍ଣ ହେଉଛି ସକାଳ ସମୟ । ସକାଳୁ କିଛି ପାଣି ଏମିତି ପ୍ରସ୍ତୁତ କରି ରଖିଥାଉ ଯାହାକୁ ପିଇଲେ ପୂରା ଦିନ ହାଲକା ଲାଗେ । ସବୁ ଠିକ୍ ଠାକ୍ ଚାଲେ  । ଯେମିତି ଜିରା ପାଣି, ମେଥି ପାଣି, ତ୍ରିଫଳା ପାଣି । ହେଲେ ତା’…

ବ୍ରେନ୍ ଟ୍ୟୁମରର ଲକ୍ଷଣ

ଆଜିକାଲିକା ଜୀବନଶୈଳୀ ଏବଂ ଖାଦ୍ୟପେୟ ପାଇଁ ଆମର ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ । ସେହି ସବୁ ସମସ୍ୟାକୁ ବେଳେବେଳେ ଆମେ ଅନେକ ସମୟରେ ଅଣଦେଖା କରି ଦେଇଥାଉ । ଯାହା ପରବର୍ତ୍ତୀ ମୂହୁର୍ତ୍ତରେ ବଡ଼ ସମସ୍ୟା ସୃଷ୍ଟି କରିଥାଏ । ବ୍ରେନ୍ ଏକ ଏପରି ଅଂଶ ଯାହା ଆମ ଶରୀର ପାଇଁ ଖୁବ୍…

ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା କରିବାରେ ସାହାଯ୍ୟ କରିଥାଏ ଡ଼ାଳିମ୍ବ

ଡାଳିମ୍ବ ଯେତିକି ସ୍ବାଦିଷ୍ଟ ସୁସ୍ଥ ଶରୀର ପାଇଁ ସେତିକି ଫଳପ୍ରଦ ହୋଇଥାଏ । ସାଧାରଣତଃ ଆମେ ଡାଳିମ୍ବର ଉପକାରିତା ସମ୍ପର୍କରେ ଅଳ୍ପ ବହୁତେ ଜାଣିଥାଉ । ଡାଳିମ୍ବରେ ଅନେକ ଲାଭକାରୀ ଗୁଣ ରହିଛି । ଏହାର ମିଠା ସ୍ୱାଦ ସହ ଏହା ଆମ ଶରୀରକୁ ପୋଷକତା ଯୋଗାଇଥାଏ । ଡାଳିମ୍ବ ପ୍ରାୟତଃ ରକ୍ତ…

ଦୂଷିତ ଓ ଅସୁରକ୍ଷିତ ଖାଦ୍ୟ ସାରା ପାଇଁ ୮୬.୬ କୋଟି ଲୋକ ଅସୁସ୍ଥ ହୋଇଥିବା ବେଳେ ୧୫ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ଏକ ନୂତନ ରିପୋର୍ଟ ଅନୁଯାୟୀ, ଦୂଷିତ ଓ ଅସୁରକ୍ଷିତ ଖାଦ୍ୟ ସାରା ବିଶ୍ୱରେ ଜନସ୍ୱାସ୍ଥ୍ୟ ପାଇଁ ଏକ ବଡ଼ ବିପଦ ସାଜିଛି। କେବଳ ୨୦୨୧ ମସିହାରେ ଏହି କାରଣରୁ ପ୍ରାୟ ୮୬.୬ କୋଟି ଲୋକ ଅସୁସ୍ଥ ହୋଇଥିବା ବେଳେ ୧୫ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। ୧.…

ମୁଣ୍ଡ ଓ ମୁହଁକୁ ଥଣ୍ଡା ରଖେ ଚନ୍ଦନ ତେଲ

ବର୍ତ୍ତମାନ ଖରା ଗରମ ବଢିବାରେ ଲାଗିଛି । ତେଣୁ ଖରା ଗରମ ମୁଣ୍ଡରେ ସିଧାସଳଖ ମାଡ଼ ହୋଇ ପ୍ରଭାବ ପକାଇଥାଏ । ଏପରି ସ୍ଥିତିରେ ଥଣ୍ଡା ଖାଦ୍ୟ ଖାଇବାକୁ ଇଚ୍ଛା ହେବା ସହିତ ମୁଣ୍ଡ ଓ ମୁହଁକୁ ମଧ୍ୟ ଥଣ୍ଡା ରଖିବାକୁ ମନ ହୋଇଥାଏ । ସେଥିପାଇଁ ଆମେ ଅଧିକାଂଶ ସମୟରେ ଟ୍ୟାନ୍ ଦୂର କରିବାକୁ ବିଭିନ୍ନ…

ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ, 4 ମୃତ , କ୍ଷତିପୂରଣ ଘୋଷଣା କଲେ…

ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ପ୍ରାୟ 4  ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ଏହି ଘଟଣା ପ୍ରାୟ ଆଜି ଭୋର ୩ଟାରେ ହୋଇଥିବା…