Browsing Category

Entertainment

All entertainment related news will be uploaded here

ତାମିଲ ସୁପରଷ୍ଟାର ବିଜୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜନ ନାୟଗନ’ ରିଲିଜ୍‌,ସିନ୍‌ ହଟିଯାଇଥିବାର ଦେଖି କାନ୍ଦିଲେ

ତାମିଲ ସୁପରଷ୍ଟାର ବିଜୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜନ ନାୟଗନ’ ରିଲିଜ୍‌ ହୋଇଛି । ଜୁଲାଇ ୨୩ରେ ସିନେମା ହଲରେ ରିଲିଜ୍‌ ହୋଇଥିବା ଫିଲ୍ମ ଗୋଟିଏ ଦିନରେ ପ୍ରାୟ ୮୦ କୋଟି ଟଙ୍କା ଆୟ କରିସାରିଛି । ବିଜୟ ତାମିଲନାଡୁ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କର ଏହି ଫିଲ୍ମ ରିଲିଜ୍‌ ହୋଇଛି ।…

ଦୁଇ ଘଣ୍ଟା ପରେ ଆୟେଶା ଖାନଙ୍କୁ ରିଲିଜ କଲା ପୋଲିସ

'ଧୁରନ୍ଧର' ଚଳଚ୍ଚିତ୍ରର 'ଶରାରତ' ଗୀତରୁ ଫେମ୍ ହାସଲ କରିଥିବା ଅଭିନେତ୍ରୀ ଆୟେଶା ଖାନ। ତାଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ମୁମ୍ବାଇର ଦାଦର ଅଞ୍ଚଳରେ ଛାତ୍ର ପ୍ରତିବାଦ ସମୟରେ ପୋଲିସ ଦ୍ୱାରା ଅଟକ ରଖାଯାଇଥିବା ଆୟେଶା ଖାନଙ୍କୁ ଦୁଇ ଘଣ୍ଟା ପରେ ରିଲିଜ୍…

ଚର୍ଚ୍ଚାରେ ସାଉଥ ଷ୍ଟାର ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ “ଟକ୍ସିକ: କାହାଣୀ ଏବଂ ଆକ୍ସନ ଅପେକ୍ଷା ଏହାର…

ସାଉଥ ଷ୍ଟାର ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ "ଟକ୍ସିକ ଏବେ ଚର୍ଚ୍ଚା ଅଛି। ଏହା କେବଳ ଷ୍ଟାରକାଷ୍ଟ କିମ୍ବା ବିଗ୍ ବଜେଟ୍ ଫିଲ୍ମ ପାଇଁ ନୁହେଁ, ବରଂ ଗୋଟିଏ ପରେ ଗୋଟିଏ ରିଲିଜ୍ ହୋଇଥିବା ଟିଜର, ଟ୍ରେଲର ଏବଂ ଗୀତରେ ପ୍ରଦର୍ଶିତ ବୋଲ୍ଡ କେମେଷ୍ଟ୍ରି ପାଇଁ ଲାଇମ ଲାଇଟ୍କୁ ଆସିଛି। ଫିଲ୍ମର ନୂଆ…

ବିଗ୍ ବି ଫ୍ୟାନ୍ସଙ୍କ ପାଇଁ ବଡ଼ ଖୁସି ଖବର,ଡିସଚାର୍ଜ ହୋଇ ଘରକୁ ଫେରିଲେ ମେଗାଷ୍ଟାର ଅମିତାଭ ବଚ୍ଚନ

ବିଗ୍ ବି ଫ୍ୟାନ୍ସଙ୍କ ପାଇଁ ବଡ଼ ଖୁସି ଖବର । ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଅପରେସନ୍ ପାଇଁ ସମ୍ପ୍ରତି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଥିଲେ ବୋଲି ସେ ତାଙ୍କ ବ୍ଲଗରେ ସେୟାର କରି ସୂଚନା ଦେଇଥିଲେ । ଏବେ କିନ୍ତୁ ଅମିତାଭ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି ।  ୮୩ ବର୍ଷୀୟ ଅଭିନେତା…

ଅଭିନେତ୍ରୀ ସାହିବା ବାଲି ଙ୍କ ପ୍ରେମରେ ଅର୍ଜୁନ କପୁର

ବଲିଉଡ୍ ଅଭିନେତା ଅର୍ଜୁନ କପୁର ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା । ତାଙ୍କର ଫିଲ୍ମ ସହିତ ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଥାଏ । ନିକଟରେ ଅର୍ଜୁନ କପୁର ଓ ଅଭିନେତ୍ରୀ ସାହିବା ବାଲିଙ୍କୁ ଏକାଠି ଦେଖାଯିବା ପରେ ସେମାନଙ୍କ ଡେଟିଂ ନେଇ ଅନୁମାନ ଆରମ୍ଭ ହୋଇଛି ।…

ଜୁଲାଇ ୨୭ ପରେ ରିଲିଜ ହେବ ‘ମହାପ୍ରଭୁ ଜଗନ୍ନାଥ’ ଆନିମେସନ୍ ଚଳଚ୍ଚିତ୍ର, ଜାଣନ୍ତୁ କାହିଁକି

'ମହାପ୍ରଭୁ ଜଗନ୍ନାଥ' ଆନିମେସନ୍ ଚଳଚ୍ଚିତ୍ରର ରିଲିଜ୍ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି । ଜୁଲାଇ ୨୭ରେ ପୁରୀର ରଥଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଏହାର ମୁକ୍ତିଲାଭକୁ ସ୍ଥଗିତ ରଖିବାକୁ କୋର୍ଟ ଫିଲ୍ମର ନିର୍ମାତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍ ବି.ଭି. ନାଗରତ୍ନା ଏବଂ…

୪୩ତମ ଜନ୍ମଦିନ ପାଳନ କଲେ କ୍ୟାଟ୍ରିନା କୈଫ୍ , ଖୁସିର ଝଲକକୁ ଭିକି କୌଶଳ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କଲେ…

କ୍ୟାଟ୍ରିନା କୈଫ୍ ଜୁଲାଇ ୧୬ ତାରିଖରେ ତାଙ୍କ ସ୍ବାମୀ ଭିକି କୌଶଳ, ପୁଅ ଭିୟାନ ଏବଂ ପରିବାର ସହିତ ତାଙ୍କର ୪୩ତମ ଜନ୍ମଦିନ ପାଳନ କରିଥିଲେ । ଏହି ଖୁସିର ଝଲକକୁ ଭିକି କୌଶଳ ଏବେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଯାହାକୁ ଦେଖିବା ପରେ ପ୍ରଶଂସକମାନେ…

ଜୁଲାଇ ୨୩ରେ ପରଦାକୁ ଆସିବ ଅଭିନେତା ଥାଲାପତି ବିଜୟଙ୍କ ଫିଲ୍ମ ଜନ ନାୟଗନ

ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଅଭିନେତା ଥାଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟଗନ’ ଏବେ ବକ୍ସ ଅଫିସରେ କମାଲ କରିବାକୁ ଯାଉଛି । ଦୀର୍ଘଦିନରୁ ପ୍ରଶଂସକ ଅପେକ୍ଷା କରି ରହିଥିଲେ । ଏବେ ଫିଲ୍ମର ରିଲିଜ ଡେଟ୍ ସାମ୍ନାକୁ ଆସିଛି । ଥାଲାପତି ବିଜୟ ଫିଲ୍ମର ପୋଷ୍ଟର ସେୟାର କରି ରିଲିଜ ଡେଟ୍ ଘୋଷଣା…

ଇଣ୍ଡିଆନ ଆଇଡଲ୍ ସିଜେନ୍-୧୬ ଫାଇନାଲରେ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ ,ଭୁବନେଶ୍ୱର ବିମାନବନ୍ଦରରେ ଭବ୍ୟ ସ୍ୱାଗତ…

ଇଣ୍ଡିଆନ ଆଇଡଲ୍ ସିଜେନ୍-୧୬ ମଞ୍ଚରେ ନିଜ ସ୍ୱରର ଯାଦୁ ଦେଖାଇ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ । ଗ୍ରାଣ୍ଡ ଫିନାଲେର ମହାଲଢ଼େଇ ପୂର୍ବରୁ ଆଜି ସେ ନିଜ ମାଟି ଓଡ଼ିଶାକୁ ଫେରିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ପ୍ରଶଂସକ ଏବଂ…

ମନ୍ନତ ସପକ୍ଷରେ ଆସିଲା ରାୟ ,ଶାହରୁଖ ନିଜ ଘରେ ତିଆରି କରିବେ ଆଉ ୨ ମହଲା

ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ବଙ୍ଗଳା ମନ୍ନତରେ ଅନେକ ଦିନରୁ ନବୀକରଣ କାମ ଚାଲିଛି। ଶାହରୁଖ ନିଜ ଘରେ ଆଉ ୨ ମହଲା ମଧ୍ୟ ନିର୍ମାଣ କରୁଛନ୍ତି। କୋଷ୍ଟାଲ ରେଗୁଲେସନ ଜୋନ (CRZ) ପକ୍ଷରୁ ମଧ୍ୟ ତାଙ୍କୁ ନିର୍ମାଣ ପାଇଁ ଅନୁମତି ମିଳିଛି। ଅବଶ୍ୟ ସନ୍ତୋଷ ଦୌଣ୍ଡକର ନାମକ ଜଣେ ସାମାଜିକ…