Browsing Category

Entertainment

All entertainment related news will be uploaded here

‘ଡନ୍ 3’ ବିବାଦ : ମଧ୍ୟସ୍ଥତା ପାଇଁ ଆଗକୁ ଆସିଲେ ‘ଭାଇଜାନ’ ସଲମାନ ଖାନ

ବହୁ ପ୍ରତୀକ୍ଷିତ ଫିଲ୍ମ ‘ଡନ୍ 3’କୁ ନେଇ ଚାଲିଥିବା ବିବାଦ ବଲିଉଡ଼ରେ  ଚର୍ଚ୍ଚାର ବିଷୟ ପାଲଟିଛି। ଅଭିନେତା ରଣବୀର ସିଂହ ହଠାତ୍ ଫିଲ୍ମରୁ ପଛକୁ ହଟିବା ପରେ ନିର୍ଦ୍ଦେଶକ ଫରହାନ ଅଖତରଙ୍କ ସହ ତାଙ୍କର ମତଭେଦ ବଢ଼ିଥିବା ଖବର ସାମ୍ନାକୁ ଆସିଥିଲା। ଏହି ବିବାଦ ମଧ୍ୟରେ ବଲିଉଡର ‘ଭାଇଜାନ’ ସଲମାନ…

ପଦ୍ମଶ୍ରୀ ବିଜେତା ତଥା ଲୋକପ୍ରିୟ କବି ବଶୀର ବଦ୍ରଙ୍କ ନିଧନ

ପଦ୍ମଶ୍ରୀ ବିଜେତା ତଥା ଲୋକପ୍ରିୟ କବି ବଶୀର ବଦ୍ରଙ୍କ ନିଧନ । ଗୁରୁବାର ଅପରାହ୍ନରେ ଭୋପାଳ ଇଦଗାହ ହିଲ୍ସ ସ୍ଥିତ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ତେବେ କିଛିଦିନରୁ ବଶୀର ବଦ୍ର ବାଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ ।…

୪୧ ବର୍ଷ ବୟସରେ ଯମଜ ସନ୍ତାନକୁ ଜନ୍ମ ଦେଇଛନ୍ତି ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠି

ବଧାଇ ହୋ... ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠି ମାଆ ହୋଇଛନ୍ତି। ତାଙ୍କ ଘରକୁ ୨ ଜଣ କୁନି ଅତିଥି ଆସିଛନ୍ତି । ଏନେଇ ଅଭିନେତ୍ରୀ ସୋସିଆଲ ମିଡିଆରେ ଏହି ଖୁସି ଖବର ସେୟାର କରିଛନ୍ତି। ୪୧ ବର୍ଷ ବୟସରେ ଦିବ୍ୟାଙ୍କା ଯମଜ ସନ୍ତାନକୁ ଜନ୍ମ ଦେଇଛନ୍ତି। ଖୁସି ଖବର ସେୟାର…

ବଲିଉଡ୍ ସୁପରଷ୍ଟାର ରଣବୀର ସିଂହ ବ୍ୟାନ୍  କଲା FWICE

ବଲିଉଡ୍ ସୁପରଷ୍ଟାର ରଣବୀର ସିଂହଙ୍କ ପୁଣି ଏକ ଅଡ଼ୁଆରେ ଫସିଛନ୍ତି । ଫେଡେରେସନ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜ୍ (FWICE) ଅଭିନେତାଙ୍କ ବିରୋଧରେ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ସଂଗଠନ ରଣବୀର ସିଂହଙ୍କୁ ଏକ ପ୍ରକାର ବ୍ୟାନ୍ କରିଛି । ଫେଡେରେସନ୍ ସ୍ପଷ୍ଟ ଭାବରେ କହିଛି ଯେ…

ବବଲ୍ ଗାର୍ଲ’ ଲୁକ୍‌ରେ ନଜର ଆସିଲେ ଉର୍ଫି ଜାଭେଦ,ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି ଏହି ଲୁକ୍

ଉର୍ଫି ଜାଭେଦ ପୁଣିଥରେ ନିଜ ଅନନ୍ୟ ଫ୍ୟାଶନ୍ ଷ୍ଟାଇଲ୍‌କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଆସିଛନ୍ତି। ସବୁବେଳେ ଭିନ୍ନ ଧରଣର ପୋଷାକ ଓ ସୃଜନଶୀଳ ଧାରଣା ପାଇଁ ପରିଚିତ ଉର୍ଫି ଏଥର ‘ବବଲ୍ ଗାର୍ଲ’ ଲୁକ୍‌ରେ ନଜର ଆସିଛନ୍ତି। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି।…

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ‘ହ୍ୱାଇଟ୍ ପ୍ୟାଣ୍ଟ ସୁଟ୍’ ଏବଂ ‘ଫେଦର ପଲ୍ଲୁ’ ଲୁକ୍ ରେ…

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଚମକୁଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ । କୋଟି କୋଟି ଲୋକଙ୍କର ହୃଦୟରେ ରାଜ କରୁଥିବା ଐଶ୍ କାନ୍ସରେ ଚାର୍ଚାନ୍ଦ ଲଗାଇଛନ୍ତି । ଐଶ୍ୱର୍ଯ୍ୟାଙ୍କ ଗ୍ଲାମରସ୍ ଲୁକ୍ ସମସ୍ତଙ୍କ ମନ ଜିତୁଛି । ବିଶ୍ୱର ସବୁଠାରୁ ବଡ଼ ଚଳଚ୍ଚିତ୍ର ମହୋତ୍ସବ 'କାନ୍ସ ଫିଲ୍ମ ଫେଷ୍ଟିଭାଲ'…

୨୦୨୬ର ରେଡ୍ କାର୍ପେଟରେ ଡାର୍କ ମିଡନାଇଟ୍ ବ୍ଲୁ, ଗାଉନରେ ନଜର ଆସିଲେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ

କାନ୍ସର ଅସଲ ରାଣୀ କମବ୍ୟାକ୍ କରିଛନ୍ତି। ଐଶ୍ୱର୍ଯ୍ୟା ରାୟ ବଚ୍ଚନ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୬ର ରେଡ୍ କାର୍ପେଟରେ ଏକ ଚମତ୍କାର କମବ୍ୟାକ କରିଛନ୍ତି। ପୁଣି ଥରେ ଗ୍ଲୋବାଲ ଫ୍ୟାଶନର ସବୁଠାରୁ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଭାବରେ ତାଙ୍କର ସ୍ଥିତିକୁ ହାସଲ କରିଛନ୍ତି। ତାଙ୍କ ଆଗମନର ଖବର…

ସିକ୍ରେଟଲି ବିବାହ କଲେ କି କଙ୍ଗନା

ବଲିଉଡ୍ ଅଭିନେତ୍ରୀ ଏବଂ ରାଜନେତା କଙ୍ଗନା ରାଣାୱତ। ତାଙ୍କ ସ୍ପଷ୍ଟବାଦୀ ବୟାନ ପାଇଁ ପ୍ରାୟତଃଚର୍ଚ୍ଚାରେ ରୁହନ୍ତିନ୍ତି।ଏବେପୁଣି କଙ୍ଗନାଙ୍କ ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଛି। ହେଲେଏଥର କାରଣ କୌଣସି ବୟାନ ନୁହେଁ,ବରଂ ତାଙ୍କର ନୂତନ ଲୁକ୍। କଙ୍ଗନାଙ୍କ ଏକ ଭିଡିଓ…

ଫିଲ୍ମ ବନ୍ଦରର ଅଫିସିଆଲ ଟ୍ରେଲର ରିଲିଜ,ଜୁନ୍ ୫ରେ ରିଲିଜ ହେବ

ପୁରା ଦେଶରେ ଧମାକେଦାର ଟିଜର ରିଲିଜ କରିବା ପରେ ଫିଲ୍ମ ବନ୍ଦରର ଅଫିସିଆଲ ଟ୍ରେଲର ରିଲିଜ ହୋଇଛି । ଅଢେଇ ମିନିଟର ଏହି ଟ୍ରେଲର ଦେଖି ଦର୍ଶକ ଉତ୍ସାହିତ ରହିଛନ୍ତି । ଫିଲ୍ମର ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଏବଂ ବବି ଦେୱଲ ପ୍ରଥମ ଥର ପାଇଁ ଏକାଠି କାମ କରୁଛନ୍ତି । ଆନିମଲ ଏବଂ ଦ ବ୍ୟାଡଆସ୍ ଅଫ…

ଲଭ୍, ସେକ୍ସ, ଧୋକା ମାମଲାରେ ଓଡ଼ିଆ ଅଭିନେତାଙ୍କୁ ଗିରଫ କଲା ମହିଳା ଥାନା ପୋଲିସ

ଲଭ୍, ସେକ୍ସ, ଧୋକା, ତାପରେ ଠକେଇ ଅଭିଯୋଗ । ଫସିଗଲେ ଓଡ଼ିଆ ଅଭିନେତା । ଜଣେ ଫିଲ୍ମ ଅଭିନେତ୍ରୀଙ୍କୁ ଧୋକ୍କା ଦେବା ସହ ତାଙ୍କଠାରୁ ୨୮ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତ ମହାକାଳପଡ଼ା ବଡ଼ମଠର ରଶ୍ମିକାନ୍ତ ଭୂୟାଁଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ । ସୋସିଆଲ ମିଡ଼ିଆରେ ରିଲ୍ସରୁ…