Trending
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
- ଶେଷ ହେଲା ରଥ ଟଣା, ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ
- ଗୁରୁବାର ପାଇଁ ସରିଲା ରଥଟଣା,ନନ୍ଦିଘୋଷ ରଥ ଚକେ ଗଡ଼ିଲା
Browsing Category
Defence
News related to Ministry of Defence (GOI)
୧୧୪ଟି ରାଫେଲ ଯୁଦ୍ଧବିମାନ କିଣିବାକୁ ଯାଉଛି ଭାରତ
ପ୍ରତିରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ଭାରତ ୧୧୪ଟି ରାଫେଲ ଯୁଦ୍ଧବିମାନ କିଣିବାକୁ ଯାଉଛି। ତେବେ ସରକାର ଏଥିରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ଷେପଣାସ୍ତ୍ର ଓ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା ପରିବହନ କରିବାକୁ ଯୋଜନା ରଖିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ଫ୍ରାନ୍ସ ଜେଟ୍…
ପରମାଣୁ ଶକ୍ତିରେ ଚାଲୁଥିବା ବୁଡ଼ା ଜାହାଜ ଆଇଏନଏସ ଅରିଦମନକୁ ନିଜ ନୌଭେଳାରେ ସାମିଲ କରିଛି ଭାରତୀୟ ନୌସେନା
ଭାରତୀୟ ନୌସେନା ଶୁକ୍ରବାର ପରମାଣୁ ଶକ୍ତିରେ ଚାଲୁଥିବା ବୁଡ଼ା ଜାହାଜ ଆଇଏନଏସ ଅରିଦମନକୁ ନିଜ ନୌଭେଳାରେ ସାମିଲ କରିଛି। ଅନ୍ୟପଟେ ଯୁଦ୍ଧପୋତ ଆଇଏନଏସ ତାରାଗିରିକୁ ମଧ୍ୟ ନୌସେନାରେ ସାମିଲ କରାଯାଇଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୁଦ୍ଧପୋତଙ୍କ ସାମିଲ ନିମନ୍ତେ ଅନୁଷ୍ଠିତ…
ସେନାରେ ମହିଳା ଅଧିକାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବା ନେଇ ଘୋଷଣା କଲେ ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟ ସେନାରେ ମହିଳା ଅଧିକାରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଦେଇଛନ୍ତି। ଭାରତୀୟ ସେନାରେ ଲିଙ୍ଗଗତ ସମାନତାକୁ ସୁଦୃଢ଼ କରି ସୁପ୍ରିମକୋର୍ଟ ଏକ ବଡ଼ ପଦକ୍ଷେପ ସ୍ୱରୂପ, ଆଜି ମହିଳା ଅଧିକାରୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବା ନେଇ ଘୋଷଣା କରିଛନ୍ତି । ମୁଖ୍ୟ ବିଚାରପତି…
ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଜବରଦସ୍ତ ସଫଳତା । ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ। ବେଙ୍ଗାଲୁରୁର ଏକ ଡିଫେନ୍ସ ଷ୍ଟାର୍ଟଅପ୍ କମ୍ପାନୀ ‘ନ୍ୟୁସ୍ପେସ୍ ରିସର୍ଚ୍ଚ ଟେକ୍ନୋଲୋଜି’ ଦ୍ୱାରା ବିକଶିତ ହୋଇଛି ‘ଶେଷନାଗ-୧୫୦’। ଏୟାର ଡିଫେନ୍ସ ରାଡାରକୁ ଚକମା ଦେଇ…
ରାଜପଥରେ ଶକ୍ତି ପ୍ରଦର୍ଶନ କଲେ ରାଫେଲ ଏବଂ ସୁଖୋଇ ସମେତ ୧୬ ଟି ଲଢ଼ୁଆ ବିମାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ଦିବ୍ରୁଗଡ଼ ନିକଟସ୍ଥ ମୋରାନ ବାଇପାସରେ ଇଏଲଏଫରେ ଅବତରଣ କରିଛି । ବାୟୁସେନାର ମିଲିଟାରୀ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ନ୍ୟାସନାଲ ହାଇୱେରେ ଅବତରଣ କରିଛି । ଏହି ବିମାନଘାଟି ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ଚୀନ ସୀମାରୁ ପ୍ରାୟ ୩୦୦…
ଭାରତୀୟ ବାୟୁସେନା ପାଇଁ ୧୧୪ଟି ଭାରତରେ ନିର୍ମିତ ରାଫାଲ ଲଢ଼ୁଆ ବିମାନକୁ ମିଳିଲା ମଞ୍ଜୁରୀ
ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇବାକୁ ଯାଉଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ରାଫାଲ ଲଢ଼ୁଆ ବିମାନ ପାଇଁ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ହୋଇଥିବା ମେଗା ଡିଲ ସମ୍ପର୍କରେ ଏକ ଭଲ ଖବର ଆସିଛି। ଗୁରୁବାର ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ବାୟୁସେନା…
ଅପ୍ରକାଶିତ ପୁସ୍ତକ ରାହୁଲଙ୍କ ହାତକୁ ଆସିଲା କିପରି ତାହା ଏବେ ଚର୍ଚ୍ଚାର ବିଷୟ
ପୂର୍ବତନ ସ୍ଥଳ ସେନାମୁଖ୍ୟ ଜେନେରାଲ ଏମ.ଏମ. ନରୱାଣେଙ୍କ ରଚିତ ତାଙ୍କ ଆତ୍ମ ଜୀବନୀ ‘ଫୋର ଷ୍ଟାର୍ସ ଅଫ ଡେଷ୍ଟିନୀ’କୁ ନେଇ ଏବେ ସଂସଦରେ ହଙ୍ଗାମା ହେଉଛି। ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧି ସେହି ପୁସ୍ତକକୁ ତାଙ୍କ ଭାଷଣରେ ଉଲ୍ଲେଖ କରିବାକୁ ଚାହୁଁଛନ୍ତି। ତେବେ ଶାସକ ଦଳ…
ଭାରତୀୟ ବାୟୁସେନା ପାଇଁ ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ
ଭାରତ ଏହାର ସୁରକ୍ଷା ଏବଂ ବାୟୁସେନାକୁ ମଜବୁତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। ଭାରତୀୟ ବାୟୁସେନା ପାଇଁ ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ବାୟୁସେନା ଏହି ପ୍ରସ୍ତାବ ଉପରେ ନିରନ୍ତର ଆଲୋଚନା…
୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୭.୮୫ ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ବଜେଟ୍ ଉପସ୍ଥାପନ
ପ୍ରତିରକ୍ଷା କ୍ଷେତ୍ର ପାଇଁ ଏକ ବଡ଼ ଧରଣର ବ୍ୟୟବରାଦ ଘୋଷଣା କରିଛନ୍ତି ସରକାର। ‘ଅପରେସନ ସିନ୍ଦୂର’ ପରେ ସୀମାରେ ବଢ଼ୁଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ବଜେଟ ବୃଦ୍ଧି କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୭.୮୫ ଲକ୍ଷ କୋଟି ଟଙ୍କାର…
ଇଣ୍ଡୋନେସିଆରେ ପହଞ୍ଚିଲା ଭାରତୀୟ ନୌସେନାର ପ୍ରଶିକ୍ଷଣ ସ୍କ୍ୱାଡ୍ରନ୍
ବେଲାଭାନ୍ , ୨୧/୦୧: ଭାରତୀୟ ନୌସେନାର ପ୍ରଥମ ପ୍ରଶିକ୍ଷଣ ସ୍କ୍ୱାଡ୍ରନ୍ ର ପ୍ରମୁଖ ଜାହାଜ ଆଇଏନ୍ଏସ୍ ତୀର, ଆଇଏନ୍ଏସ୍ ଶାର୍ଦ୍ଦୁଳ, ଆଇଏନ୍ଏସ୍ ସୁଜାତା ଏବଂ ଆଇସିଜିଏସ୍ ସାରଥୀ ଜାନୁୟାରୀ ୨୦, ୨୦୨୬ରେ ଇଣ୍ଡୋନେସିଆର ବେଲାଭାନ୍ ବନ୍ଦରରେ ପହଞ୍ଚିଛନ୍ତି। ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳରେ…