Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Browsing Category
Business
All business-related news will news will upload
ଫୋନ୍ କଲ୍ ଉପରେ ଲାଗିବ ଜୋରିମାନା
ଚଳିତ ବର୍ଷ ଲୋକସଭାରେ ଉପସ୍ଥାପିତ ହୋଇଥିବା ଟେଲିକମ ବିଲ ଯଦି ଆଇନରେ ପ୍ରଣୟନ ହୁଏ ତେବେ ଏହାର ସବୁଠାରୁ ବେଶି ଫାଇଦା ଗ୍ରାହକଙ୍କୁ ହେବ । ଟେଲିକମ ବିଲ ୨୦୨୩ରେ ୨ଟି ପ୍ରମୁଖ ବ୍ୟବସ୍ଥା କରାଯାଇଛି । ଅଦରକାରି କଲ ସମସ୍ୟାର ସମାଧାନ ପାଇଁ ଗ୍ରାହକମାନଙ୍କ ପାଇଁ ଡିସପ୍ୟୁଟ ରିଜଲ୍ୟୁଶନର…
ଲୋକସଭାରେ 2023 ଟେଲିକମ୍ ବିଲ୍ ଆଗତ
ନୂଆଦିଲ୍ଲୀ : ଲୋକସଭାରେ 2023 ଟେଲିକମ୍ ବିଲ୍ ଆଗତ ହୋଇଛି। ଏଥିରେ ଦର୍ଶାଯାଇଛି ଯେ ଜନ ନିରାପତ୍ତା କିମ୍ବା ଜନସାଧାରଣ ଜରୁରୀକାଳୀନ ପରିସ୍ଥିତିରେ କେନ୍ଦ୍ର ସରକାର ଯେକୌଣସି ଟେଲିକମ୍ ନେଟୱାର୍କର ଅସ୍ଥାୟୀ ଅଧିକାର ନେଇପାରିବେ। ପ୍ରସ୍ତାବିତ ଆଇନ୍ ଇଣ୍ଡିଆନ୍ ଟେଲିଗ୍ରାଫ୍ ଆକ୍ଟ ୧୮୮୫,…
ତୋଷାଳୀ ମେଳା : ପସରା ମେଲାଇଛନ୍ତି ୫୫୦ କାରିଗର
ଭୁବନେଶ୍ବର:ଆରମ୍ଭ ହୋଇଛି ୧୬ ତମ ତୋଷାଳୀ ମେଳା । ଜନତା ମଇଦାନରେ ବିକ୍ରିବଟା ସାଙ୍ଗକୁ ନାଚଗୀତର ଆସର । ଘର କରଣାଠାରୁ ଆରମ୍ଭ କରି ଲୁଗାପଟା, ଟେରାକୋଟା, କାଠ କାମ, ହସ୍ତତନ୍ତ, ପିଲାଙ୍କ ଖେଳନାର ସମ୍ଭାର ଗୋଟିଏ ସ୍ଥାନରେ ଦେଖିବାକୁ ମିଳିଛି । ମେଳାରେ ସମସ୍ତ ପ୍ରକାର ଜିନିଷ ଉପଲବ୍ଧ…
ଗୌତମ ଆଦାନୀ କିଣିଲେ ନ୍ୟୁଜ ଏଜେନ୍ସି ଆଇଏଏନଏସର ସର୍ବାଧିକ ଅଂଶଧନ
ବିଶିଷ୍ଠ ଶିଳ୍ପପତି ଗୌତମ ଆଦାନୀଙ୍କ ମାଲିକାନାରେ ଥିବା ଆଦାନୀ ମିଡିଆ ନେଟଓ୍ଵାର୍କ ଲିମିଟେଡ୍ (ଏଏମଏନଏଲ୍) ନ୍ୟୁଜ୍ ଏଜେନ୍ସି ଆଇଏଏନ୍ଏସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡର ସର୍ବାଧିକ ଅଂଶଧନ ଅଧିଗ୍ରହଣ କରିଛି। ମିଳିଥିବା ସୂଚନା ମୁତାବକ, ଏଏମଜି ମିଡ଼ିଆ ନେଟୱାର୍କ ଲିମିଟେଡ଼(ଏଏମଏନଏଲ)…
ପୂର୍ବତଟ ରେଳପଥ ଦୁଇଟି ସମ୍ମାନଜନକ ଜାତୀୟ ପୁରସ୍କାର ଗ୍ରହଣ କଲା
ପୂର୍ବତଟ ରେଳପଥକୁ ଅନ୍ୟ ଜୋନାଲ ରେଳବାଇ ସହିତ ମିଳିତ ଭାବରେ ବାଣିଜ୍ୟିକ ଏବଂ ସୁରକ୍ଷା ବିଭାଗ କ୍ଷେତ୍ରରେ ଦୁଇଟି ସମ୍ମାନଜନକ ଦକ୍ଷତା ଶିଲ୍ଡ ପ୍ରଦାନ କରାଯାଇଅଛି | ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ସହିତ ରେଳପଥର ପ୍ରମୁଖ ବାଣିଜ୍ୟିକ ପ୍ରବନ୍ଧକ ଭି ଆର ଲେନିନ୍ ବାଣିଜ୍ୟ…
ଲୋନ୍ ମହଙ୍ଗା କଲା SBI
ଲୋନ୍ ଯେପରିକି ଅଟୋ କିମ୍ବା ଘର ଲୋନ୍ ନେଇଥିବା ବ୍ୟକ୍ତିଙ୍କ ପାଇଁ ଅଧିକ ମହଙ୍ଗା ହେବ । ଦେଶର ଅଗ୍ରଣୀ ବ୍ୟାଙ୍କର ଲୋନ୍ ହାର (ଏମସିଏଲଆର) ର ମାର୍ଜିନାଲ ମୂଲ୍ୟରେ ବୃଦ୍ଧି ବର୍ତ୍ତମାନ ୮ ପ୍ରତିଶତରୁ ୮.୮୫ ପ୍ରତିଶତ ମଧ୍ୟରେ ରହିଛି । ଡିସେମ୍ବର ୧୫ ରୁ ନୂଆ ହାର ଲାଗୁ ହୋଇଛି ।ଅନ୍ୟ…
ସେନ୍ସେକ୍ସ ୯୩୦ ପଏଣ୍ଟ୍ ବୃଦ୍ଧି
ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ୍ ରିଜର୍ଭ ସୁଧ ବୃଦ୍ଧି ଉପରେ ବ୍ରେକ୍ ଲଗାଇବା ପରେ ଭାରତର ଷ୍ଟକ୍ ବଜାର ନିବେଶକମାନଙ୍କ ମନରେ ଖୁସିର ଲହରି ଖେଳିଯାଇଛି। ଆଶଙ୍କା ଭିତରୁ ବାହାରି ସେମାନେ ଆଜି ମନଖୋଲି ସେୟାର କିଣିବାରୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍ର ସେନ୍ସେକ୍ସ ୯୩୦ ପଏଣ୍ଟ୍…
ଦେଶରେ ୫୮୧ ଆପ୍ ନିଷିଦ୍ଧ
ନୂଆଦିଲ୍ଲୀ: ଦେଶରେ ୫୮୧ ଆପ୍କୁ ନିଷିଦ୍ଧ କରାଯାଇଛି। ଆଇନ ବେଟିଂ ଓ ଜୁଆ ଆପ୍ଗୁଡ଼ିକ ମନି ଲଣ୍ଡରିଂର ମାଧ୍ୟମ ପାଲଟିଥିବା ବିଷୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୂଚନା ଦେବା ପରେ ୨୨ଟି ବେଟିଂ ଆପ୍ ଓ ୱେବ୍ସାଇଟ୍କୁ ବନ୍ଦ କରାଯାଇଥିଲା। ଚଳିତ ବର୍ଷ ଫେବ୍ରୁଆରିରେ ୧୩୮ଟି ବେଆଇନ…
ଛାତ୍ରଛାତ୍ରୀଙ୍କୁ ବିମାନ ଟିକେଟରେ ମିଳିପାରିବ ରିହାତି
ବର୍ତ୍ତମାନ ସମସ୍ତ ଭାରତୀୟ ବିମାନ କମ୍ପାନୀ ନିର୍ଦ୍ଦିଷ୍ଟ ସର୍ତ୍ତ ସହିତ ଛାତ୍ରଛାତ୍ରୀମାନଙ୍କୁ ବିମାନ ଭଡା ରିହାତି ପ୍ରଦାନ କରୁଛନ୍ତି ।ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଲବ୍ଧ ରିହାତି ଏୟାରଲାଇନ୍ ଅନୁଯାୟୀ ଅଲଗା ଅଲଗା ହୋଇଥାଏ, ଯେପରି ଇଣ୍ଡିଗୋ ଏୟାରଲାଇନ୍ ଛାତ୍ରଛାତ୍ରୀମାନଙ୍କୁ ବିମାନ ଭଡା…
ଏସ୍ବିଆଇ ଏଟିଏମ୍ରୁ ସାଢ଼େ ୧୦.୫୯ ଲକ୍ଷ ଲୁଟ୍
ଭୁବନେଶ୍ବର: ଏସ୍ବିଆଇ ଏଟିଏମ୍ରୁ ସାଢ଼େ ୧୦.୫୯ ଲକ୍ଷ ଲୁଟ୍ । ଲିଙ୍ଗରାଜ ଥାନା ପୁରୁଣା ଭୁବନେଶ୍ବରସ୍ଥିତ ଶ୍ୟାମସୁନ୍ଦର ମଠ ନିକଟ ଏସ୍ବିଆଇ ଏଟିଏମ୍କୁ ଗ୍ୟାସ୍ କଟର୍ରେ କାଟି ଦୁର୍ବୃତ୍ତ ୧୦.୫୯ ଲକ୍ଷ ଟଙ୍କା ଲୁଟିନେଇଛନ୍ତି। ତେବେ ସେମାନଙ୍କ ଲୁଟ୍ ସମ୍ପର୍କରେ ପୁଲିସ କିମ୍ବା…