Trending
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
Browsing Category
Business
All business-related news will news will upload
ବିନା ଓଟିପିରେ ହେବ ଅନଲାଇନ୍ କାରବାର
ଅନଲାଇନ୍ କାରବାର ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ବେଳେ ସେହି ଅନୁପାତରେ ଅନଲାଇନ୍ ଠକଙ୍କର ପ୍ରାଦୁର୍ଭାବ ମଧ୍ୟ ବଢ଼ିବାରେ ଲାଗିଛି । ତେଣୁ ଅନଲାଇନ୍ ଫ୍ରଡଙ୍କୁ ସାବାଡ଼ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି । ଏହି ବ୍ୟବସ୍ଥା କାର୍ଯ୍ୟକାରୀ…
ଶେୟାର ବଜାରରେ ଉତ୍ସାହ
ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ମଙ୍ଗଳବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ର ସେନ୍ସେକ୍ସ ୪୮୩(୪୮୨.୭୦) ପଏଣ୍ଟ…
ଦ୍ୱିତୀୟ ଦିନରେ ଏ,ଏ,ସି,ସି,ଆଇ
ସ୍ଥାନୀୟ ହୋଟେଲ ମେ ଫେୟାର ଠାରେ ଏସିଆନ୍ ଆଫ୍ରିକାନ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି (ଏଏସିସିଆଇ)ର ବିଶ୍ୱସ୍ତରୀୟ ବ୍ୟବସାୟିକ ସମ୍ମିଳନୀର ଦ୍ୱିତୀୟ ଦିବସରେ ଆଇଟି କନ୍କ୍ଲେଭ ଏବଂ ଗ୍ରୀନ୍
ଟେକ୍ନୋଲୋଜି ଉପରେ ଏକ ଉପସ୍ଥାପନା ପ୍ରଦର୍ଶିତ ହୋଇଥିଲା ।ଏହି ସମ୍ମିଳନୀକୁ ଏଏସିସିଆଇର…
ଓଡ଼ିଶାର ମୁଦ୍ରାସ୍ଫୀତି ହାର ହ୍ରାସ
ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ୭.୫୫ ପ୍ରତିଶତକୁ ହ୍ରାସ ପାଇଛି। ଗୋଟିଏ ମାସ ପୂର୍ବରୁ ୨୦୨୩ ଡିସେମ୍ବରରେ ତାହା ୮.୭୩ ପ୍ରତିଶତ ଥିଲା। କେନ୍ଦ୍ର ସରକାର ଜାରି କରିଥିବା ତଥ୍ୟକୁ ଅନୁଶୀଳନ କରିବା ପରେ ଜଣାପଡ଼ିଛି ଯେ ରାଜ୍ୟରେ ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳ ଲୋକମାନଙ୍କ ଉପରେ ଦରଦାମ୍ର…
ଭୁବନେଶ୍ବରରେ କଗ୍ନିଜାଣ୍ଟ
ଆଚାର୍ଯ୍ୟ ବିହାର ନିକଟ ଓଡ଼ିଶା ଟେକ୍ନୋଲୋଜି ସେଣ୍ଟରରେ ଆମେରିକୀୟ ଆଇଟି କମ୍ପାନି କଗ୍ନିଜାଣ୍ଟ ସ୍ଥାପନ କରିଥିବା ନୂଆ କେନ୍ଦ୍ରକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ନୂଆ ଓଡ଼ିଶା ପାଇଁ ଏହା ଏକ…
ମଧୁବାବୁ ପେନସନ୍ ହିତାଧିକାରୀ ପାଇବେ ଅଧିକ ୫୦୦ ଟଙ୍କା
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ହିତାଧିକାରୀଙ୍କ ମାସିକ ପେନସନ୍ ୫୦୦ଟଙ୍କା ବୃଦ୍ଧି କରିବା ପରେ ଚାରିଆଡ଼ୁ ପ୍ରଶଂସା କରାଯାଇଛି। ଏହାଦ୍ବାରା ମଧୁବାବୁ ପେନସନ୍ ଯୋଜନାର ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ହିତାଧିକାରୀ ମାସକୁ ୧୦୦୦ ଟଙ୍କା ପାଇବେ। ଯେଉଁମାନେ ୭୦୦…
ଓରମାସ ସହ ଅନୁବନ୍ଧନ ମାଧ୍ୟମରେ ଓଡ଼ିଶାଭିତ୍ତିକ ବ୍ୟବସାୟର ପହଂଚ ବୃଦ୍ଧି କରିବ ଜିଇଏମ୍
ଭୁବନେଶ୍ୱରରେ ଓଡ଼ିଶା ଗ୍ରାମୀଣ ଉନ୍ନୟନ ଓ ବିପଣନ ସୋସାଇଟି (ଓରମାସ) ସହ ସରକାରୀ ଇ -ମାର୍କେଟପ୍ଲେସ୍ (ଜିଇଏମ୍) ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କ୍ୟାବିନେଟ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର…
ନିୟମ ଉଲ୍ଲଂଘନ କରିବା ପଡ଼ିଲା ମହଙ୍ଗା
ନିୟମ ଉଲ୍ଲଂଘନ କାରଣରୁ ୪ଟି ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୪ଟି ସମବାୟ ବ୍ୟାଙ୍କ ଉପରେ ମୋଟା ଅଙ୍କର ଜରିମାନା ଲାଗୁ କରାଯାଇଛି । ନକୋଦର ହିନ୍ଦୁ ସହରୀ ସମବାୟ ବ୍ୟାଙ୍କ, ପାରସୀ ସମବାୟ ବ୍ୟାଙ୍କ, ବମ୍ବୋ ମର୍ଚାଣ୍ଟାଇଲ ସମବାୟ ବ୍ୟାଙ୍କ ଓ ଦି ନବନିର୍ମାଣ ସମବାୟ…
ବିଶ୍ୱ ଧନୀ ତାଲିକାରେ ୧୨ ନମ୍ବର ସ୍ଥାନରେ ଗୌତମ ଅଦାନୀ
ଅଦାନୀ ଗ୍ରୁପର ଚେୟାରମ୍ୟାନ୍ ଗୌତମ ଅଦାନୀଙ୍କ ସମ୍ପତ୍ତି ଏବେ ୧୦୦ ଅରବ ଡଲାର ପାର୍ କରିଛି । ଏଥିସହିତ ଗୌତମ ଅଦାନୀ ବିଶ୍ୱର ଧନୀ ତାଲିକାରେ ୧୨ ନମ୍ବର ସ୍ଥାନ ଅକ୍ତିଆର କରିଛନ୍ତି । ମିିଳିଥିବା ସୂଚନା ମୁତାବକ, ଅଦାନୀଙ୍କ ସମ୍ପତ୍ତି ଗୋଟିଏ ଦିନରେ ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି ।…
ମାର୍ଚ୍ଚରେ ବଢ଼ିବ ସରକାରୀ କର୍ମଚାରୀଙ୍କ ଭତ୍ତା!
ବର୍ଷକୁ ଦୁଇଥର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିଥାନ୍ତି । ତେବେ ଆଗକୁ ଲୋକସଭା ନିର୍ବାଚନ ଥିବାରୁ ସେନେଇ ମୋଦୀ ସରକାର କିଛି ବଡ଼ ନିଷ୍ପତ୍ତି ନେଇ ପାରନ୍ତି । ନିର୍ବାଚନ ତାରିଖ ଘୋଷଣା ହୋଇଯିବା ପରେ ନିର୍ବାଚନ ଆଚରଣ ସଂହିତା ଲାଗୁ ହୋଇଯିବ । ତେଣୁ ସେହି ସମୟରେ…