Trending
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
Browsing Category
Business
All business-related news will news will upload
ନିବେଶ ପାଇବାରେ ଓଡ଼ିଶା ନଂ.୧
୨୦୨୩ରେ ଓଡ଼ିଶା ୨,୧୦,୮୩୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ କରିଥିଲା। ସାରା ଦେଶରେ ଏହି ସମୟରେ ୧୨୬୭ଟି ନିବେଶ ପ୍ରସ୍ତାବ ଆସିଥିବା ବେଳେ ତାହା ଦୁଇ ପଞ୍ଚାମାଂଶ ଭାଗ ଓଡ଼ିଶାକୁ ମିଳିଥିଲା। ଗୁଜରାଟକୁ ୬୨,୫୩୫ କୋଟି ଟଙ୍କା, ମହାରାଷ୍ଟ୍ରକୁ ୫୯,୫୫୧ କୋଟି ଟଙ୍କା ଏବଂ ମଧ୍ୟପ୍ରଦେଶକୁ…
ବଜାରକୁ ଫେରିଲେ ବିଦେଶୀ ନିବେଶକ
ଜୁନ୍ ୪ରେ ନିର୍ବାଚନ ଫଳ ପ୍ରକାଶ ପାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପାଇଁ ଶାସନ ଭାର ମିଳିଛି। ଏଥି ସହିତ ଭାରତରୁ ମୁହଁ ଫେରାଇଥିବା ବିଦେଶୀ ନିବେଶକମାନଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ହୋଇଛି।ବୈଦେଶିକ ପୋର୍ଟଫୋଲିଓ ନିବେଶକମାନେ ଜୁନ୍ ୨୧ ସୁଦ୍ଧା ଭାରତୀୟ ଷ୍ଟକ୍…
୧୬ ହଜାର ଟଙ୍କାରେ କିଣାଯାଇପାରିବ ଆଇଫୋନ୍-୧୫
iPhone 15 କ୍ରୟ ଉପରେ ଫ୍ଲିପକାର୍ଟ ଏକ ଆକର୍ଷଣୀୟ ଅଫର ଜାରି କରିଛି, ଯାହା ସାହାଯ୍ୟରେ ୭୨ ହଜାର ଟଙ୍କା ମୂଲ୍ୟର ଆଇଫୋନ୍-୧୫ ସ୍ମାର୍ଟଫୋନକୁ ମାତ୍ର ୧୬ ହଜାର ଟଙ୍କାରେ କିଣାଯାଇପାରିବ। ଏଥିସହ କିଛି ଅନ୍ୟାନ୍ୟ ରିହାତି ଅଫର ମଧ୍ୟ ମିଳିବ। ଫୋନ୍ କ୍ରୟ ଉପରେ ବ୍ୟାଙ୍କ ରିହାତି ସହ ଏକ୍ସଚେଞ୍ଜ୍…
ଜିଏସ୍ଟିମୁକ୍ତ
ଆଜି ନୂଆଦିଲ୍ଲୀରେ ଜିଏସ୍ଟି ପରିଷଦର ୫୩ତମ ବୈଠକ ଅନୁଷ୍ଠିତ ହୋଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ଜିଏସ୍ଟି ପରିଷଦର ଅଧ୍ୟକ୍ଷ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ମୋଦୀ ସରକାରଙ୍କ ତୃତୀୟ ପାଳିରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଅନେକଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ…
ବଢିଲା ସିଏନଜି ମୂଲ୍ୟ
ଦେଶର ରାଜଧାନୀ ଦିଲ୍ଲୀ ସମେତ ଅନେକ ସହରର ଲୋକମାନେ ଶନିବାର ମୁଦ୍ରାସ୍ଫୀତିର ଏକ ନୂଆ ଝଟ୍କା ପାଇଛନ୍ତି। ଶନିବାରଠାରୁ ଅନେକ ସହରରେ CNG ମୂଲ୍ୟ ବୃଦ୍ଧି କରାଯାଇଛି। ଏହା ସାଧାରଣ ଲୋକଙ୍କ ପକେଟ ଉପରେ ଚାପ ବଢାଇବାକୁ ଯାଉଛି।ଏକ ସରକାରୀ ବିବୃତ୍ତି ଅନୁଯାୟୀ, ସିଏନଜି ଅର୍ଥାତ କମ୍ପ୍ରେସଡ…
ଷ୍ଟକ ବଜାରରେ ନିବେଶକମାନଙ୍କ ଲାଗି ସର୍ବାଧିକ ସମ୍ପତ୍ତି ସୃଷ୍ଟି କରିଛି ବେଦାନ୍ତ ଗ୍ରୁପ୍
ବେଦାନ୍ତ ଗ୍ରୁପ୍ ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ଷ୍ଟକ ବଜାରରେ ନିବେଶକମାନଙ୍କ ଲାଗି ସର୍ବାଧିକ ସମ୍ପତ୍ତି ସୃଷ୍ଟି କରିଛି । କମ୍ପାନିର ବଜାର ପୁଞ୍ଜି ଗତ ତିନିମାସରେ ପ୍ରାୟ ୨.୨ ଲକ୍ଷ କୋଟି ବୃଦ୍ଧି ପାଇଛି । ଏପରିକି ଭାରତର ଅଗ୍ରଣୀ କମ୍ପାନି ଯଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍,…
15 ମିନିଟରେ ଡେଲିଭରି କରିବାକୁ ଟାର୍ଗେଟ୍ କରୁଛି ଫ୍ଲିପକାର୍ଟ
ଇକମର୍ସ ସଂସ୍ଥା ଫ୍ଲିପକାର୍ଟ ଏହାର ତ୍ୱରିତ ଡେଲିଭରି ଆପ୍ ‘ଫ୍ଲିପକାର୍ଟ ମିନିଟ୍ସ’ ଜୁଲାଇରେ ଆରମ୍ଭ କରିବାକୁ ଯାଉଛି। ଗତ କିଛି ବର୍ଷ ମଧ୍ୟରେ ଦ୍ରୁତ ବାଣିଜ୍ୟ ସ୍ଥାନକୁ ପ୍ରବେଶ କରିବାକୁ ଦୁଇଥର ବିଫଳ ପ୍ରୟାସ ପରେ ଫ୍ଲିପକାର୍ଟର ଏହାର ତୃତୀୟ ପ୍ରୟାସ ହେବ। ରିପୋର୍ଟ ଅନୁଯାୟୀ “ଫ୍ଲିପକାର୍ଟ…
ସେନ୍ସେକ୍ସରେ ୫୦୦୦ ପଏଣ୍ଟ ବୃଦ୍ଧି
ବମ୍ବେ ଷ୍ଟକ୍ ବଜାର ସେନ୍ସେକ୍ସ ଦ୍ରୁତ ଗତିରେ ଆଗକୁ ବଢ଼ିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ଆକଳନ କରିଥିଲେ ତାହା ସତ ହୋଇଛି। ଜୁନ୍ ୪ରେ ଫଳ ପ୍ରକାଶ ପାଇବା ପରେ ସେନ୍ସେକ୍ସରେ ୫୦୦୦ ପଏଣ୍ଟରୁ ଅଧିକ ବୃଦ୍ଧି ହୋଇଛି। ତାହାର ପ୍ରଭାବରେ ନିବେଶକମାନଙ୍କୁ ୪୨.୪ ଲକ୍ଷ କୋଟି…
ବଜେଟ୍ ପ୍ରସ୍ତୁତିରେ ସାଧାରଣ ଲୋକଙ୍କ ମତାମତା ଓ ପ୍ରସ୍ତାବ ରହିବା ଦରକାର – ମୁଖ୍ୟମନ୍ତ୍ରୀ
ବଜେଟ୍ ପ୍ରସ୍ତୁତିରେ ସାଧାରଣ ଲୋକଙ୍କ ମତାମତା ଓ ପ୍ରସ୍ତାବ ରହିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତ କରିବା ଲାଗି ଅର୍ଥ ବିଭାଗ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ସେଥିପାଇଁ ନିଜର ମତାମତ ଦେବାକୁ ଶ୍ରୀ…
ପାନ୍ କାର୍ଡର ଅପବ୍ୟବହାର- ଲୋକଙ୍କ ପାଖରେ ପହଞ୍ଚୁଛି ଆୟକର ବିଭାଗରୁ ଟିକସ ନୋଟିସ୍
ନିଜ ପାନ୍ କାର୍ଡର ଅପବ୍ୟବହାର ହୋଇଥିବା ବିଷୟରେ କିଛି ବି ଜାଣିନଥିବା ଲୋକମାନଙ୍କ ପାଖରେ ଆୟକର ବିଭାଗରୁ ନୋଟିସ୍ ପହଞ୍ଚୁଛି। କୋଟି କୋଟି ଟଙ୍କା ଟିକସ ଜମା କରିବାକୁ ସେମାନଙ୍କୁ କୁହାଯାଉଛି ଯାହା ସେମାନଙ୍କ ସାମର୍ଥ୍ୟ ବାହାରେ। ମୁମ୍ବାଇର ଜଣେ ବରିଷ୍ଠ ନାଗରିକଙ୍କୁ ସମ୍ପତ୍ତି…