Trending
- ଜନଗଣନା କର୍ମଚାରୀଙ୍କୁ ଆକ୍ରମଣ,କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା।
- ଏସ୍ସିବି ମେଡିକାଲ ବିଲ୍ଡିଙ୍ଗରୁ ଖସିଲା ସିଲିଂ,କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପୂର୍ତ୍ତ ବିଭାଗ
- ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ୩ଟା ଯାଏଁ ଜନଗଣନା କରିବେନି ଜନଗଣନା ଅଧିକାରୀ
- ପହଲଗାମ ନରସଂହାରକୁ ପୂରିଲା ବର୍ଷେ: ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ, ‘ଅପରେସନ ସିନ୍ଦୂର’ର ସେହି ସଂକଳ୍ପକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ
- ଆଜି ବସୁଛି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୯ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର
- ୨୮ ଫେବୃଆରୀରୁ ୯ ଏଲପିଜି ଓ ୧ ଅଶୋଧିତ ତୈଳ ଜାହାଜ ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀ ପାର କରିଛି
- ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ ଭାରତୀୟ ସେନା ସେୟାର କରିଛି ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ
- ମହିଳାଙ୍କୁ ଖରାପ ଚାଟିଂ ଏବଂ ଫୋନ୍ କରି ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ଖଣ୍ଡପଡ଼ା SDPOଙ୍କୁ ବଦଳି
- ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନଆକ୍ରୋଶ ସମାବେଶ,ଅପରାହ୍ଣ ୪ଟାରୁ ପ୍ରଦର୍ଶନୀ ପଡ଼ିଆରୁ ଲୋୟର ପିଏମଜି ଯାଏଁ ବିଶାଳ ରାଲି
- ‘ଫାଇଟର’ ସିକ୍ସେଲ ଆଣିବା ପାଇଁ ଆଗଧାଡ଼ିର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କର ଯୋଜନା କରିଥିବା ଜଣାପଡ଼ିଛି
Browsing Category
Business
All business-related news will news will upload
ଫାଷ୍ଟ୍ୟାଗ ନଥିଲେ ଦୁଇଗୁଣା ଟୋଲ ଟାକ୍ସ ଦେବେ
ଟୋଲ ପ୍ଲାଜାରେ ଲାଗୁଥିବା ଟ୍ୟାକ୍ସକୁ ନେଇ ଭାରତୀୟ ।ତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ପକ୍ଷରୁ ନୂଆ ନିୟମ ଲାଗୁ କରାଯାଇଛି । ନୂଆ ନିୟମ ଅନୁସାରେ ଯେଉଁ ଲୋକମାନେ ଗାଡ଼ିରେ ଫାଷ୍ଟ୍ୟାଗ ଲଗାଇ ନଥିବେ, ଏବେ ସେମାନେ ଦୁଇଗୁଣା ଟୋଲ ଟ୍ୟାକ୍ସ ଭରିଦେବ । ଏହାକୁ ନେଇ ଏନଏଚଆଇ ପକ୍ଷରୁ ଗାଇଡଲାଇନ୍ସ…
ଶେୟାର ବଜାର କାରବାରରେ ବୃଦ୍ଧି
ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିବାରୁ ଭାରତୀୟ ଷ୍ଟକ୍ ଏକ୍ସଚେଞ୍ଜ ଏକ ଐତିହାସିକ ସଫଳତା (ସର୍ବୋଚ୍ଚ ସ୍ତରର କାରବାର) ସହ ନୂତନ ରେକର୍ଡ ହାସଲ କରିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ଏବଂ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ) ମଧ୍ୟ ନୂତନ ରେକର୍ଡ ସହ…
ଏଣିକି ସମାନ ମୂଲ୍ୟରେ କ୍ରୟ କରିବେ ସୁନା
ଦେଶର ପ୍ରତି ରାଜ୍ୟରେ ସୁନା ଦର ଭିନ୍ନ ଥାଏ। ରାଜ୍ୟର ଟିକସ ବ୍ୟତିତ ଅନେକ ଜିନିଷ ସୁନା ମୂଲ୍ୟରେ ସାମିଲ ଥାଏ। ହେଲେ ଏବେ ଦେଶରେ ଏକ ସମାନ ଦର ଲାଗୁ ହୋଇପାରେ। ଏହି ନୀତି ଲାଗୁ ହେବା ପରେ ପୁରା ଦେଶରେ ସୁନା ଦର ଏକସମାନ ହୋଇଯିବ। ଅର୍ଥାତ ତୁମେ ସୁନା ଦିଲ୍ଲୀରେ କିଣ ନଚେତ ଡେରାଡୁନରେ କିଣ,…
ଦାଖଲ ହେଲାଣି ୨.୭ କୋଟି ଆଇଟିଆର୍
ସମୟ ସୀମା ଦ୍ରୁତ ଗତିରେ ପାଖେଇ ଆସୁଥିବା ବେଳେ ଟିକସଦାତାମାନେ ରେକର୍ଡ ସଂଖ୍ୟକ ରିଟର୍ଣ୍ଣ ଦାଖଲ କରୁଛନ୍ତି। ଆୟକର ବିଭାଗ ସୂଚନା ଅନୁସାରେ ଦୈନିକ ୧୩ ଲକ୍ଷ ଆୟକର ରିଟର୍ଣ୍ଣ ଦାଖଲ ହେଉଛି। ଚଳିତ ମାସ ୧୪ ତାରିଖ ସୁଦ୍ଧା ୨.୭ କୋଟିରୁ ଅଧିକ ରିଟର୍ଣ୍ଣ ଦାଖଲ ହୋଇଛି ଯାହା ଗତବର୍ଷର ସମାନ…
ପୁଣି ନୂଆ ଉଚ୍ଚତାରେ ବନ୍ଦ ହେଲା ସେନସେକ୍ସ
ଭାରତୀୟ ଷ୍ଟକ ବଜାର ରେ ବୃଦ୍ଧି ଘଟିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ସେନସେକ୍ସ ଆଜି ୦.୦୬ ପ୍ରତିଶତ ବା ୫୧.୬୯ ପଏଣ୍ଟ ବୃଦ୍ଧି ସହ ୮୦,୭୧୬ରେ ବନ୍ଦ ହୋଇଛି। ଆଜି କାରବାର ସମୟରେ ସେନସେକ୍ସ ୮୦,୮୯୮.୩୦ ପଏଣ୍ଟର ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ବଜାର ବନ୍ଦ ହେବା ବେଳକୁ…
ଋଣ ସୁଧରେ ବୃଦ୍ଧି ଘୋଷଣା କରିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଋଣ ସୁଧରେ ବୃଦ୍ଧି ଘୋଷଣା କରାଯାଇଛି। ବ୍ୟାଙ୍କ ଏହାର ଏମ୍ସିଏଲ୍ଆର୍ରେ ୦.୧୦ ପ୍ରତିଶତ ବୃଦ୍ଧି କରାଯାଇଛି। କିଛି ନିର୍ଦ୍ଦିଷ୍ଟ ଅବଧିର ଋଣ ଉପରେ ଏହା ଲାଗୁ ହୋଇଛି। ନୂତନ ସୁଧ ହାର ଜୁଲାଇ ୧୫ରୁ ଲାଗୁ କରାଯାଇଛି। ଏହା ଦ୍ବାରା ଗାଡ଼ି ଓ ଘର କିଣିବା…
ରୋଜଗାରର ପନ୍ଥା ଦେଖାଉଛି ୟୁଟ୍ୟୁବ
ଡିଜିଟାଲ ଯୁଗରେ ରୋଜଗାରର ପନ୍ଥା ଦେଖାଉଛି ୟୁଟ୍ୟୁବ । ଯେଉଁଥିରେ କୌଣସି ଶିକ୍ଷାଗତ ଯୋଗ୍ୟତା ଦରକାର ପଡେନି । ନିଜ ନିଜର ଦକ୍ଷତା ବଳରେ ବିଭିନ୍ନ ପ୍ରକାରର ଭିଡିଓ ଅପଲୋଡ କରି ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି ୟୁଟ୍ୟୁବର୍ସ । ରିପୋର୍ଟ କହୁଛି ପ୍ରାୟ ୨ ବିଲିୟନରୁ ଅଧିକ ଉପଭୋକ୍ତା ୟୁଟ୍ୟୁବ…
ବଜେଟ୍ ଆସିବା ପରେ ବଢ଼ିପାରେ ଔଷଧର ମୂଲ୍ୟ
2024-25 ଆର୍ଥିକ ବର୍ଷ ସମ୍ପୂର୍ଣ୍ଣ ବଜେଟ୍ ଆସିବା ପାଇଁ ଯାଉଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ନୂତନ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି, ଯାହା ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ହେବ। ଏହି ବଜେଟରୁ ସ୍ୱାସ୍ଥ୍ୟସେବା କ୍ଷେତ୍ର ପାଇଁ ବଡ଼ ଆଶା ରଖାଯାଇଛି ।ବଜେଟ୍…
କୋଇଲା ଖଣି ପାଇଁ ଚୁକ୍ତିନାମା
ନିଲାମ ହୋଇଥିବା ତିନୋଟି କୋଇଲା ଖଣି ପାଇଁ କୋଇଲା ମନ୍ତ୍ରଣାଳୟ କୋଇଲା ଖଣି ବିକାଶ ଏବଂ ଉତ୍ପାଦନ ଚୁକ୍ତିନାମା ସ୍ବାକ୍ଷରିତ କରିଛି। ଚୁକ୍ତିନାମା ହୋଇଥିବା ଖଣିଗୁଡ଼ିକ ମଧ୍ୟରେ ମାଖାକାଟା କୋଇଲା ଖଣି, କୁଡନାଲି ଲୁବ୍ରି କୋଇଲା ଖଣି ଏବଂ ସାହିଗୋପାଳ-ବି କାକୁଡି କୋଇଲା ଖଣି ରହିଛି। ବିଡରମାନେ…
ବନ୍ଦ ହେଲା ସେନସେକ୍ସ
ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ପ୍ରଥମ ଥର ପାଇଁ ୨୪,୬୦୦ ଟପି ୨୪,୬୩୫ ରେ ପହଞ୍ଚିଥିବା ବେଳେ ନିଫ୍ଟିର ମିଡକ୍ୟାପ ସୂଚକାଙ୍କ ଐତିହାସିକ ଉଚ୍ଚତା ଛୁଇଁବାରେ ସକ୍ଷମ ହୋଇଛି। ଆଜି ବଜାରରେ ଫାର୍ମା ଓ ଏନର୍ଜି ସେୟାରରେ କ୍ରୟ ଦେଖିବାକୁ ମିଳିଛି। ବଜାର ବନ୍ଦ ବେଳକୁ ବିଏସ୍ଇ ସେନସେକ୍ସ…