Trending
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
Browsing Category
Business
All business-related news will news will upload
‘ଟେସ୍ଲା ଜଳାଅ, ଗଣତନ୍ତ୍ର ବଞ୍ଚାଅ’ ,ମସ୍କଙ୍କ ବିରୋଧରେ ବିକ୍ଷୋଭ
ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାରରେ ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କଙ୍କ ପ୍ରଭାବକୁ ନେଇ ଦେଶବାସୀଙ୍କ ମଧ୍ୟରେ ଥିବା ଅସନ୍ତୋଷ ଏକ ବଡ଼ ଆନ୍ଦୋଳନର ରୂପ ନେଇଛି। ପ୍ରଥମ ଥର ପାଇଁ ମସ୍କଙ୍କୁ ବିରୋଧ କରି ହଜାର ହଜାର ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି। ମସ୍କଙ୍କ…
‘ଏକ୍ସ’କୁ କିଣିଲା ‘ଏକ୍ସଏଆଇ
ବିଶ୍ବର ପ୍ରମୁଖ ଧନୀ ବ୍ୟକ୍ତି ଏଲନ ମସ୍କ ତାଙ୍କର ସାମାଜିକ ଗଣମାଧ୍ୟମ କମ୍ପାନି ‘ଏକ୍ସ’କୁ ନିଜର କୃତ୍ରିମ ବୁଦ୍ଧିମତ୍ତା କମ୍ପାନି ‘ଏକ୍ସଏଆଇ’କୁ ବିକ୍ରି କରିଦେଇଛନ୍ତି। ଏକ୍ସକୁ କିଣିବା ପାଇଁ ଏକ୍ସଏଆଇ ୩୩ ବିଲିଅନ ଡଲାର ଖର୍ଚ୍ଚ କରିଛି। ସଂପୂର୍ଣ୍ଣ ଭାବେ ଷ୍ଟକ୍ ଜରିଆରେ ଏହି କାରବାର…
ମେ’ ୧ରୁ ଏଟିଏମ୍ରୁ ଟଙ୍କା ଉଠାଇବା କିମ୍ବା ବାଲାନ୍ସ ଯାଞ୍ଚ କରିବା ଲାଗି ଅଧିକ ଟଙ୍କା ଗଣିବାକୁ ପଡ଼ିବ
ଆଉ ମାସକ ପରେ ଏଟିଏମ୍ରୁ ଟଙ୍କା ଉଠାଇବା କିମ୍ବା ବାଲାନ୍ସ ଯାଞ୍ଚ କରିବା ଲାଗି ଅଧିକ ଟଙ୍କା ଗଣିବାକୁ ପଡ଼ିବ। ପ୍ରତି ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କୁ ନିଜ ଏଟିଏମ୍ ଏବଂ ଅନ୍ୟ ବ୍ୟାଙ୍କର ଏଟିଏମ୍କୁ ମାଗଣାରେ ନିର୍ଦ୍ଦିଷ୍ଟ କେତେକ ଥର ବ୍ୟବହାର କରିବା ଅନୁମତି ଦେଇଛନ୍ତି। ସେହି ସୀମା ଶେଷ…
ବିଶ୍ୱରେ କୌଣସି ଚାକିରି ରହିବ ନାହିଁ , ଏଆଇ ଏବଂ ରୋବୋଟ୍ ସବୁକିଛି କରିବେ – ଏଲୋନ୍ ମସ୍କ
ଏଲୋନ୍ ମସ୍କ ପୁଣି ଥରେ ସଭିଙ୍କୁ ଚକିତ କରିବା ପରି ଏକ ଭବିଷ୍ୟବାଣୀ କରିଛନ୍ତି। ଏଥର ସେ ଭବିଷ୍ୟବାଣୀ କରିଛନ୍ତି କୃତ୍ରିମ ବୁଦ୍ଧିମତ୍ତା ବା ଏଆଇକୁ ନେଇ। ତାଙ୍କ କହିବା କଥା ହେଲା ଏଆଇ ପାଇଁ ଆଗକୁ ଆଉ କାହା ପାଖରେ ଚାକିରି ରହିବ ନାହିଁ।
ସେ ବିଶ୍ୱାସ କରନ୍ତି ଯେ ସବୁକିଛି…
ସାଇବର୍ ଠକେଇ ଉପରେ ଅଙ୍କୁଶ, ୭.୮୧ ଲକ୍ଷ ସିମ୍କାର୍ଡ ଅଚଳ
ସାଇବର୍ ଠକେଇ ଉପରେ ଅଙ୍କୁଶ ଲଗାଇବା ଲାଗି କେନ୍ଦ୍ର ସରକାର ଗ୍ରହଣ କରିଥିବା ପଦକ୍ଷେପ ଅନୁସାରେ ଚଳିତ ବର୍ଷ ଫେବ୍ରୁଆରି ୨୮ ସୁଦ୍ଧା ଦେଶରେ ୭.୮୧ ଲକ୍ଷ ସିମ୍କାର୍ଡ, ୩ ହଜାରରୁ ଅଧିକ ସ୍କାଇପ୍ ଆଇଡି ଓ ୮୩ ହଜାରରୁ ଅଧିକ ହ୍ବାଟସ୍ଆପ୍ ଆକାଉଣ୍ଟ୍ ଅଚଳ କରାଯାଇଛି। ଗୃହ ବ୍ୟାପାର…
ତଲାବିରା ତାପଜ ବିଦ୍ୟୁତ୍ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରୁ ଓଡ଼ିଶାକୁ ପର୍ଯ୍ୟାପ୍ତ ବିଦ୍ୟୁତ୍ ମିଳିବ- ମନୋହର ଲାଲ
ରାଜ୍ୟ ଅତିଥି ଭବନରେ କେନ୍ଦ୍ର ଶକ୍ତି, ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଏଥି ସହିତ ଦିନରେ ସେ ଶକ୍ତି କ୍ଷେତ୍ରର ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ପୁନର୍ବିକଶିତ ବିତରଣ କ୍ଷେତ୍ର ଯୋଜନା…
ନିଲାମ ହେଲା ଟ୍ବିଟରର ନୀଳ ପକ୍ଷୀ
ପୂର୍ବରୁ ଟ୍ବିଟର ନୀଳ ପକ୍ଷୀ ଭାବରେ ପରିଚିତ ଥିଲା। କିନ୍ତୁ ଯେବେଠାରୁ ଏଲନ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରକୁ ହାତକୁ ନେଇଛନ୍ତି, ସେବେଠାରୁ ଏଥିରେ ଗୋଟିଏ ପରେ ଗୋଟିଏ ଅନେକ ପରିବର୍ତ୍ତନ କରାଯାଇଛି। ପ୍ରଥମେ ଏହାର ନାମ X କୁ ପରିବର୍ତ୍ତନ କରାଯାଇଥିଲା। ସେହିପରି ବ୍ଲୁ ବାର୍ଡ…
୨୪ ଏବଂ ୨୫ ମାର୍ଚ୍ଚରେ ଡାକରା ଦିଆଯାଇଥିବା ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ
ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ ଦ୍ୱାରା ୨୪ ଏବଂ ୨୫ ମାର୍ଚ୍ଚରେ ଡାକରା ଦିଆଯାଇଥିବା ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି। ଏହା ଫଳରେ ଆସନ୍ତା ସୋମବାର ଓ ମଙ୍ଗଳବାର ବ୍ୟାଙ୍କ ଖୋଲା ରହିବ ।ନୂଆଦିଲ୍ଲୀର ମୁଖ୍ୟ ଶ୍ରମ କମିସନରଙ୍କ ମଧ୍ୟସ୍ଥତାରେ ଶୁକ୍ରବାର ଅନୁଷ୍ଠିତ…
ରାଜ୍ୟର ୯ଟି ଜିଲ୍ଲାରେ ସୁନାର ଭଣ୍ଡାର ଥିବା ଅନୁମାନ
ଖଣିଜ ସମ୍ପଦ ଭରା ଓଡ଼ିଶା ମାଟି ତଳେ ମୂଲ୍ୟବାନ ସୁନା ବି ରହିଛି। ରାଜ୍ୟର ୯ଟି ଜିଲ୍ଲାରେ ସୁନାର ଭଣ୍ଡାର ଥିବା ଅନୁମାନ କରାଯାଉଛି। ବିଧାନସଭାରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଦେଇଥିବା ସୂଚନା ଅନୁସାରେ ଦେବଗଡ଼ କେନ୍ଦୁଝର , ସୁନ୍ଦରଗଡ଼,ନବରଙ୍ଗପୁର , ଅନୁଗୁଳ, କୋରାପୁଟ,…
ପୁରୀରେ ସ୍ଥାପନ ହେବାକୁ ଯାଉଥିବା କେବୁଲ୍ ଲ୍ୟାଣ୍ଡିଂ ଷ୍ଟେସନ୍ ଡିପିଆର୍ର ସମୀକ୍ଷା
ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ପୁରୀରେ ସ୍ଥାପନ ହେବାକୁ ଯାଉଥିବା କେବୁଲ୍ ଲ୍ୟାଣ୍ଡିଂ ଷ୍ଟେସନ୍ ଡିପିଆର୍ର ସମୀକ୍ଷା କରାଯାଇଛି। ରେଲ୍ଟେଲ୍ ଓ ଡେଲଏଟ୍ ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ଡିପିଆର୍ରେ କିଭଳି ଅଗ୍ରଗତି ହୋଇଛି ତାହା ବୈଠକରେ ସମୀକ୍ଷା କରାଯାଇଥିଲା।…