Trending
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
Browsing Category
Business
All business-related news will news will upload
ବଜାରରେ ଝଡ଼ ସୃଷ୍ଟି କରିଛି ନୂତନ ଇଲେକ୍ଟ୍ରିକ୍ ସ୍କୁଟର ଟେସେରାକ୍ଟ
ଇଲେକ୍ଟ୍ରିକ ସ୍କୁଟର ନିର୍ମାତା ଅଲଟ୍ରାଭାୟୋଲେଟର ନୂତନ ଇଲେକ୍ଟ୍ରିକ୍ ସ୍କୁଟର ଟେସେରାକ୍ଟ ଲଞ୍ଚ ହେବା ମାତ୍ରେ ବଜାରରେ ଝଡ଼ ସୃଷ୍ଟି କରିଛି। ବିଶେଷ କଥା ହେଉଛି ଏହା ଲଞ୍ଚ ହେବାର ମାତ୍ର ୪୮ ଘଣ୍ଟା ମଧ୍ୟରେ ୨୦୦୦୦ ବୁକିଂ ପାଇଛି। ଲୋକଙ୍କ ମଧ୍ୟରେ ଏହି ସ୍କୁଟର ପାଇଁ ଏକ ପ୍ରବଳ କ୍ରେଜ୍…
ସୁନା ଋଣ କ୍ଷେତ୍ରରେ ବେଆଇନ କାରବାର ହେଉଥିବା ସନ୍ଦେହ
ସୁନା ବନ୍ଧକ ରଖି ଲୋକମାନେ ନେଉଥିବା ଋଣ ପରିମାଣ ଦ୍ରୁତ ଗତିରେ ବଢ଼ିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବେଶ୍ ଚିନ୍ତିତ ହୋଇପଡ଼ିଛି। ଆଗକୁ କୌଣସି ବଡ଼ ଧରଣର ଅସୁବିଧା ହେବା ପୂର୍ବରୁ ସୁନା ଋଣକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ସୁନା ଋଣ କ୍ଷେତ୍ରରେ ବେଆଇନ କାରବାର…
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସରେ ସୁଧାର ଘଟିଛି
ଲଗାତାର ୧୦ଟି କାରବାର ଦିନରେ ତଳକୁ ଖସୁଥିବା ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସରେ ସୁଧାର ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁଳ୍କ ଜରିଆରେ ବାଣିଜ୍ୟ ଲଢ଼େଇ ଆରମ୍ଭ କରିବା ପରେ ଷ୍ଟକ୍ ବଜାର ଅସ୍ଥିର ରହିବ ବୋଲି ଆଶା କରାଯାଉଥିଲା। କିନ୍ତୁ ବୁଧବାର ତାହାର ଓଲଟା ଚିତ୍ର…
ଟୟୋଟାର କାମ୍ରି ହାଇବ୍ରିଡ୍ ଇଭି ଉନ୍ନାଚିତ
ମଞ୍ଚେଶ୍ବର ସ୍ଥିତ କ୍ୟାପିଟାଲ୍ ଟୟୋଟାରେ ସମ୍ପୂର୍ଣ୍ଣ ନୂଆ କାମ୍ରି ହାଇବ୍ରିଡ୍ ଇଭିକୁ ଉନ୍ମୋଚନ କରାଯାଇଛି। ଗର୍ଗସନ୍ ଗ୍ରୁପ୍ର ଅଧ୍ୟକ୍ଷ ସତୀଶ ଗର୍ଗ, ଟାୟୋଟା କ୍ୟାପିଟାଲ୍ର ଏମ୍ଡି ସିଦ୍ଧାର୍ଥ ଗର୍ଗ ଓ ଡିଜିଏମ୍ ଚମ୍ପକ କୁମାର ଦାସଙ୍କ ଉପସ୍ଥିତିରେ ୟୁନିୟନ୍ ବ୍ୟାଙ୍କର ଡିଜିଏମ୍…
୨୦୨୫ ଫେବ୍ରୁଆରିରେ ରାଜ୍ୟରେ ଜିଏସ୍ଟି ଆଦାୟରେ ୪ ପ୍ରତିଶତ ବୃଦ୍ଧି
ଫେବ୍ରୁଆରି ମାସରେ ଦେଶରେ ଜିଏସ୍ଟି ଆଦାୟ ରାଶି ୨୦୨୪ ଫେବ୍ରୁଆରି ତୁଳନାରେ ୯.୧ ପ୍ରତିଶତ ବୃଦ୍ଧି ଘଟି ୧.୮୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଫେବ୍ରୁଆରି ମାସରେ କେନ୍ଦ୍ରୀୟ ଜିଏସ୍ଟି ବାବଦରେ ୩୫,୨୦୪ କୋଟି ଟଙ୍କା, ରାଜ୍ୟ ଜିଏସ୍ଟି ବାବଦରେ ୪୩,୭୦୪ କୋଟି ଟଙ୍କା ଏବଂ ସମନ୍ବିତ…
ସୁନା ଦରରେ 400 ରୁ 500 ଟଙ୍କାର ହ୍ରାସ ଘଟିଛି
ଅନେକ ଦିନ ଧରି ଉପରମୁହୋଁ ରହିଥିବା ସୁନା ଦରଗତ ତିନି ଦିନ ଧରି ଖସୁଛି । ପ୍ରତ୍ୟେକ ଦିନକୁ 400 ରୁ 500 ଟଙ୍କାର ହ୍ରାସ ହେଉଛି । ଭୁବନେଶ୍ବରରେ 22 କ୍ୟାରେଟ ସୁନାର 10 ଗ୍ରାମ ପିଛା ଦାମ ଶୁକ୍ରବାର 500 ଟଙ୍କା ହ୍ରାସ ପାଇ 79 600 ଟଙ୍କାକୁ ଖସିଆସିଛି । ସେହିପରି 24 କ୍ୟାରେଟ ସୁନା…
ଭାରତୀୟ ଷ୍ଟକ ବଜାରରେ କ୍ରମାଗତ ହ୍ରାସ
ବିଶ୍ୱ ବାଣିଜ୍ୟରେ ଅସ୍ଥିରତା ଏବଂ ଶୁଳ୍କ ଯୁଦ୍ଧ କାରଣରୁ ବିଶ୍ବର ପ୍ରମୁଖ ଷ୍ଟକ ବଜାରଗୁଡ଼ିକରେ ଅସ୍ଥିରତା ଦେଖାଦେଇଛି । ଏହାର ପ୍ରଭାବରୁ ଭାରତୀୟ ଷ୍ଟକ ବଜାରରେ କ୍ରମାଗତ ହ୍ରାସ ଘଟୁଛି । ସପ୍ତାହର ଶେଷ କାରବାର ଦିବସ ଶୁକ୍ରବାର ସେୟାର ବଜାରରେ ଉଲ୍ଲେଖନୀୟ ହ୍ରାସ ରେକର୍ଡ କରାଯାଇଛି।…
ପ୍ରମୁଖ ଡିଟିଏଚ୍ ସେବା ପ୍ରଦାନକାରୀ ଟାଟା ପ୍ଲେ ଓ ଏୟାର୍ଟେଲ୍ ଡିଜିଟାଲ୍ ଟିଭି ମଧ୍ୟରେ ମିଶ୍ରଣ ହେବ
ଡିଜିଟାଲ୍ ପ୍ଲାଟ୍ଫର୍ମଗୁଡ଼ିକର ଗ୍ରହଣୀୟତା ବଢ଼ିବା ପରେ ଚାପରେ ଥିବା ଡାଇରେକ୍ଟ ଟୁ ହୋମ୍ (ଡିଟିଏଚ୍) କ୍ଷେତ୍ରରେ ଏକ ବଡ଼ ଧରଣର ମିଶ୍ରଣ ହେବାକୁ ଯାଉଛି। ଦେଶର ଦୁଇ ପ୍ରମୁଖ ଡିଟିଏଚ୍ ସେବା ପ୍ରଦାନକାରୀ ଟାଟା ପ୍ଲେ ଓ ଏୟାର୍ଟେଲ୍ ଡିଜିଟାଲ୍ ଟିଭି ମଧ୍ୟରେ ମିଶ୍ରଣ ହେବ। ଉଭୟ କମ୍ପାନି…
ଏୟାର ଇଣ୍ଡିଆ ବିମାନର ଫଟା ସିଟରେ ବସି ଯାତ୍ରା କଲେ କେନ୍ଦ୍ରମନ୍ତ୍ରୀ , ଅସନ୍ତାେଷ ପ୍ରକାଶ କରିବା ସହ ସୋସିଆଲ…
କେନ୍ଦ୍ରମନ୍ତ୍ରୀଙ୍କୁ ବି ମିଳୁନି ଭଲ ସୁବିଧା । ଗସ୍ତ ସମୟରେ ଚିରା ଓ ଫଟା ସିଟ୍ରେ ବସି କରିବାକୁ ପଡୁଛି ଯାତ୍ରା । କଥାଟା ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ କେନ୍ଦ୍ରମନ୍ତ୍ରୀ ଏନେଇ ଟ୍ବିଟ୍ କରିବା ପରେ ସୋସିଆଲ ମିଡିଆରେ ବଢିଛି ଚର୍ଚ୍ଚା । ସେପଟେ ଏନେଇ ବିମାନ କର୍ତ୍ତୃପକ୍ଷ…
କାରଖାନା ପାଇଁ କମ୍ପାନିକୁ ଉପଯୁକ୍ତ ଜମି ଯୋଗାଇ ଦେଉନାହିଁନ୍ତି ରାଜ୍ୟ ସରକାର , ୪ଟି କମ୍ପାନି ଏମ୍ଓୟୁ…
ଖଣିଜ ସମ୍ପଦ ଭରା ଓଡ଼ିଶାରେ କାରଖାନା ବସାଇବା ଲାଗି ବିଭିନ୍ନ କ୍ଷେତ୍ରର କମ୍ପାନି ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ବା ଏମ୍ଓୟୁ ସ୍ବାକ୍ଷର କରୁଛନ୍ତି। କିନ୍ତୁ ସବୁ କମ୍ପାନି ସେହି ଏମ୍ଓୟୁ କାର୍ଯ୍ୟକାରୀ କରୁନାହାନ୍ତି। ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଏକ ପ୍ରଶ୍ନର ଉତ୍ତରରେ…