Trending
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
Browsing Category
Business
All business-related news will news will upload
ସୁନା ଛୁଇଁଲା ୯୦ ହଜାର
କିଛି ଦିନ ପୂର୍ବରୁ ସୁନା ଦରକୁ ନେଇ ଯେଉଁ ଆକଳନ କରାଯାଉଥିଲା ତାହା ଆଜି ସତ ହୋଇଛି। ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ଦାମ୍ ୪୪୦ ଟଙ୍କା ବୃଦ୍ଧି ପାଇ ୯୦ ହଜାର ଟଙ୍କା ହୋଇଛି। ପୂର୍ବରୁ ସୁନାକୁ ଏଭଳି ସ୍ତରରେ ଆଗରୁ କେବେ ଦେଖିବାକୁ ମିଳିନଥିଲା। ୨୨ କ୍ୟାରେଟ୍ ସୁନା ଦାମ୍ ୪୦୦ ଟଙ୍କା…
ଭାରତୀୟ ଷ୍ଟକ ବଜାର ଲାଗି ଆଜି ଥିଲା ଉତ୍ସାହର ଦିନ,ସେନ୍ସେକ୍ସ ୧୧୩୧.୩୧ ପଏଣ୍ଟ ବୃଦ୍ଧି
ଭାରତୀୟ ଷ୍ଟକ ବଜାର ଲାଗି ଆଜି ଥିଲା ଉତ୍ସାହର ଦିନ । ମଙ୍ଗଳବାର ବିଏସ୍ଇ ସେନ୍ସେକ୍ସ ୧୧୩୧.୩୧ ପଏଣ୍ଟ (୧.୫୩%) ବୃଦ୍ଧି ପାଇ ୭୫,୩୦୧.୨୬ ପଏଣ୍ଟରେ ବନ୍ଦ ହୋଇଛି। ଅନ୍ୟପକ୍ଷରେ ଏନଏସଇ ନିଫ୍ଟି ୫୦ ଇଣ୍ଡେକ୍ସ ୩୨୫.୫୫ ପଏଣ୍ଟ (୧.୪୫%) ବୃଦ୍ଧି ପାଇ ୨୨,୮୩୪.୩୦ ପଏଣ୍ଟରେ ବନ୍ଦ ହୋଇଛି। ଆଜି ବଜାର…
ରାଜ୍ୟରେ କୁମଛି ଏଟିଏମ
ଡିଜିଟାଲ ବ୍ୟାଙ୍କିଂର ପ୍ରସାର ହୋଇଥିଲେ ମଧ୍ୟ ବ୍ୟାଙ୍କ ଶଖା, ଏଟିଏମ୍, ବ୍ୟାଙ୍କିଂ କରେସ୍ପେଣ୍ଡଣ୍ଟ୍ (ବିସି) ଆଦି ସଂଖ୍ୟା ଯଥେଷ୍ଟ ମାତ୍ରାରେ ବଢ଼ିବାର ଆବଶ୍ୟକତା ରହିଛି। ଲୋକମାନେ ଯେଭଳି ସେମାନଙ୍କ ଘର ନିକଟରେ ବ୍ୟାଙ୍କିଂ ସେବା ପାଇପାରିବେ ତାହା ଉପରେ ଗୁରୁତ୍ବ ଦିଆଯାଉଛି। କିନ୍ତୁ…
ଏଣିକି ଭଏସ କମାଣ୍ଡ ଦେଲେ Instagram ରିଲ ସ୍ବୟଂଚାଳିତ ଭାବରେ ସ୍କ୍ରୋଲ ହେବ
ଏଣିକି ଭଏସ କମାଣ୍ଡ ଦେଲେ Instagram ରିଲ ସ୍ବୟଂଚାଳିତ ଭାବରେ ସ୍କ୍ରୋଲ ହେବ। ଆପଣଙ୍କୁ ଡିସପ୍ଲେକୁ ଛୁଇଁବାକୁ ମଧ୍ୟ ପଡିବ ନାହିଁ। କେବଳ ଗୋଟିଏ ଭଏସରେ କାମ ହୋଇଯିବ। କିନ୍ତୁ ଏହା କିପରି ହେବ? ଏଥିପାଇଁ, ଆପଣଙ୍କୁ ଆପଣଙ୍କ ସ୍ମାର୍ଟଫୋନରେ ଏକ ଛୋଟ ସେଟିଂ କରିବାକୁ ପଡିବ। ଏହା ପରେ, ଆପଣ…
୨୪ ଏବଂ ୨୫ ତାରିଖରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ
ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (UFBU) ଗୁରୁବାର ଘୋଷଣା କରିଛି ଯେ ଏହାର ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟ ମାର୍ଚ୍ଚ ୨୪ ଏବଂ ୨୫ ତାରିଖରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ହେବ। ଇଣ୍ଡିଆନ୍ ବ୍ୟାଙ୍କସ୍ ଆସୋସିଏସନ୍ (IBA) ସହିତ ହୋଇଥିବା ଆଲୋଚନାରେ କୌଣସି ସକାରାତ୍ମକ ଫଳାଫଳ ନ…
ବଜାରରେ ସୁନା ଓ ରୂପା ଦର ଆକାଶଛୁଆଁ,୮୮ ଟପିଲା ସୁନା ଦର
ବଜାରରେ ସୁନା ଓ ରୂପା ଦର ଆକାଶଛୁଆଁ ହେବାରେ ଲାଗିଛି। ଭୁବନେଶ୍ବରରେ ପ୍ରମୁଖ ସୋରୁମ୍ଗୁଡ଼ିକରେ ଆଜି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୮୮,୫୮୦ ଟଙ୍କାରେ ପହଞ୍ଚିଛି। ସେହିଭଳି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୮୧୨୦୦ ଟଙ୍କା ହୋଇଛି। ଗତକାଲି ତୁଳନାରେ ସୁନା ଦରରେ…
ଆମେରିକା ଷ୍ଟକ୍ ବଜାରରେ ଝଡ଼, କମ୍ପାନିଗୁଡ଼ିକର ମୂଲ୍ୟ ୪ ଲକ୍ଷ କୋଟି ଡଲାର ହ୍ରାସ ପାଇଛି
ଗତକାଲି ଆମେରିକା ଷ୍ଟକ୍ ବଜାରରେ ଯେଉଁ ଝଡ଼ ଉଠିଥିଲା ତାହା ବିଭିନ୍ନ କମ୍ପାନିର ବଜାର ପୁଞ୍ଜିରୁ କୋଟି କୋଟି ଡଲାର ଉଡ଼ାଇ ନେଇଛି। ଗୋଟିଏ ଦିନରେ ସେଠାରେ ତାଲିକାଭୁକ୍ତ ହୋଇଥିବା କମ୍ପାନିଗୁଡ଼ିକର ମୂଲ୍ୟ ୪ ଲକ୍ଷ କୋଟି ଡଲାର ହ୍ରାସ ପାଇଛି। ତାହା ବମ୍ବେ ଷ୍ଟକ୍ ବଜାରର ମୋଟ ମୂଲ୍ୟଠାରୁ…
ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ବିଭିନ୍ନ ଉତ୍ସରୁ ୨୧ହଜାର କୋଟି ଟଙ୍କାର ଋଣ କରିଛନ୍ତି ସରକାର
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବାଧୀନ ବିଜେପି ସରକାର ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ବିଭିନ୍ନ ଉତ୍ସରୁ ୨୧ହଜାର କୋଟି ଟଙ୍କାର ଋଣ କରିଛନ୍ତି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ସୂଚନା ଦେଇଛନ୍ତି। ଗତବର୍ଷ ଜୁନ୍ରୁ ଚଳିତ ବର୍ଷ ଫେବ୍ରୁ୍ଆରି ଶେଷ ସୁଦ୍ଧା…
ଚଳିତ ବର୍ଷ ହୋଲିରେ ରାଜ୍ୟରେ ୨୦୦୦ କୋଟି ଟଙ୍କାର ବେପାର ହେବ ବୋଲି ଆକଳନ
ଚଳିତ ବର୍ଷ ହୋଲିରେ ରାଜ୍ୟରେ ୨୦୦୦ କୋଟି ଟଙ୍କାର ବେପାର ହେବ ବୋଲି ଆକଳନ କରାଯାଇଛି। ଗତବର୍ଷ ହୋଇଥିବା ବେପାର ତୁଳନାରେ ୧୦-୧୫ ପ୍ରତିଶତ ଅଧିକ ବ୍ୟବସାୟ ହେବ ବୋଲି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ, ଓଡ଼ିଶା ଶାଖାର ମହାସଚିବ ସୁଧାକର ପଣ୍ଡା କହିଛନ୍ତି। ସେ କହିଛନ୍ତି ଯେ ଏଥର ବେପାର…
ବଜାରରେ ଝଡ଼ ସୃଷ୍ଟି କରିଛି ନୂତନ ଇଲେକ୍ଟ୍ରିକ୍ ସ୍କୁଟର ଟେସେରାକ୍ଟ
ଇଲେକ୍ଟ୍ରିକ ସ୍କୁଟର ନିର୍ମାତା ଅଲଟ୍ରାଭାୟୋଲେଟର ନୂତନ ଇଲେକ୍ଟ୍ରିକ୍ ସ୍କୁଟର ଟେସେରାକ୍ଟ ଲଞ୍ଚ ହେବା ମାତ୍ରେ ବଜାରରେ ଝଡ଼ ସୃଷ୍ଟି କରିଛି। ବିଶେଷ କଥା ହେଉଛି ଏହା ଲଞ୍ଚ ହେବାର ମାତ୍ର ୪୮ ଘଣ୍ଟା ମଧ୍ୟରେ ୨୦୦୦୦ ବୁକିଂ ପାଇଛି। ଲୋକଙ୍କ ମଧ୍ୟରେ ଏହି ସ୍କୁଟର ପାଇଁ ଏକ ପ୍ରବଳ କ୍ରେଜ୍…