Browsing Category

Business

All business-related news will news will upload

୨୪ କ୍ୟାରେଟ୍‌ ସୁନା ଦାମ୍‌ ୯୫,୪୦୦ ଟଙ୍କା ଟପିଲା

ସୁନା ଦର ପୁଣି ଥରେ ଉପରମୁହାଁ ହୋଇଛି। ଶୁକ୍ରବାର ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍ ୧୮୫୦ ଟଙ୍କା ବୃଦ୍ଧି ପାଇ ୮୭,୪୫୦ ଟଙ୍କା ହୋଇଛି। ସେହି ସମୟରେ ୨୪ କ୍ୟାରେଟ୍‌ ସୁନା ଦାମ୍‌ ୯୫,୪୦୦ ଟଙ୍କା ହୋଇଛି। ଗତ ତିନିଦିନରେ ସୁନା ମୂଲ୍ୟ ୫ ହଜାର ଟଙ୍କା ବଢ଼ିଛି। କେବଳ ସୁନା ନୁହେଁ,…

ନୂଆ ଋଣ ନେବାକୁ ଚାହୁଥିବା ଗ୍ରାହକମାନଙ୍କ ଲାଗି ସୁଧ କମିବାରେ ସମ୍ଭାବନା ରହିଛି

ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରା ନୀତି ସମୀକ୍ଷା କରି ରେପୋ ହାରରେ ୦.୨୫ ପ୍ରତିଶତ ହ୍ରାସ କରିଛି। ଫଳରେ ଏହି ହାର ୬ ପ୍ରତିଶତକୁ ଖସିଆସିଛି। ରେପୋ ହାର କମ୍ ହୋଇଥିବାରୁ ଆଗାମୀ ଦିନରେ ଘର, ଗାଡ଼ି ଆଦି କିଣିବା ଲାଗି ଋଣ ନେଇଥିବା ଗ୍ରାହକମାନଙ୍କ ମାସିକ କିସ୍ତି କମ୍ ହେବ। ଏଥି ସହିତ ନୂଆ…

୨୫ ବେସିକ ପଏଣ୍ଟ୍‌ରେ ରୋପୋ ରେଟ୍‌ ହ୍ରାସ

ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ୨୫ ବେସିକ ପଏଣ୍ଟ୍‌ରେ ରୋପୋ ରେଟ୍‌ ହ୍ରାସ କରି ୬ ପ୍ରତିଶତ କରିବାକୁ ଘୋଷଣା କରିଛି। ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ନେତୃତ୍ୱରେ କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରା ନୀତି କମିଟି (ଏମ୍‌ପିସି) ଏପ୍ରିଲ ୭ ତାରିଖରେ ଆରମ୍ଭ ହୋଇଥିବା ଏହାର ତିନି ଦିନିଆ ବୈଠକ…

ଭାରତୀୟ ସେୟାର୍‌ ବଜାର ପାଇଁ ଆଜି କଳା ସୋମବାର ସାବ୍ୟସ୍ତ ହୋଇଛି, 3000 ପଏଣ୍ଟ ଖସିଲା ସେନ୍‌ସେକ୍ସ

ଭାରତୀୟ ସେୟାର୍‌ ବଜାର ପାଇଁ ଆଜିର ସୋମବାର କଳା ସୋମବାର ସାବ୍ୟସ୍ତ ହୋଇଛି। କାରଣ ବିଏସ୍‌ଇ ଏବଂ ଏସ୍‌ଇ ସେନ୍‌ସେକ୍ସ ୨୫୬୪.୭୪ ପଏଣ୍ଟରୁ ଅଧିକ ହ୍ରାସ ପାଇ ୭୨,୭୯୯.୯୫ରେ ପହଞ୍ଚିଥିବା ବେଳେ ଏନ୍‌ଏସ୍‌ଇ ନିଫ୍‌ଟି ୫୦ ସକାଳ ୯.୨୪ ସୁଦ୍ଧା ୮୩୧.୯୫ ପଏଣ୍ଟକୁ ଖସି ୨୨,୦୭୨.୫୦ରେ ପହଞ୍ଚିଛି।…

ଆମେରିକାର ଶୁଳ୍କ ଭାରତର ଚିଙ୍ଗୁଡ଼ି ଶିଳ୍ପରେ ଏକ ବଡ଼ ପରିବର୍ତ୍ତନ ଆଣିଛି, ଚିଙ୍ଗୁଡ଼ି ଦର ୮୦ ପ୍ରତିଶତ ହ୍ରାସ

ଆମେରିକୀୟ ଟିକସର ପ୍ରଭାବ ଦୃଶ୍ୟମାନ ହେବାରେ ଲାଗିଛି। ଆମେରିକାର ଶୁଳ୍କ ଭାରତର ଚିଙ୍ଗୁଡ଼ି ଶିଳ୍ପରେ ଏକ ବଡ଼ ପରିବର୍ତ୍ତନ ଆଣିଛି। କିଛି ଦିନ ମଧ୍ୟରେ ଚିଙ୍ଗୁଡ଼ି ଦର ୮୦ ପ୍ରତିଶତ ହ୍ରାସ ପାଇଛି। ଏହା ଚାଷୀଙ୍କ ଲାଭ ଉପରେ ଏକ ବଡ଼ ସଙ୍କଟ ସୃଷ୍ଟି କରିଛି। ଏବେ ଚାଷୀଙ୍କ ପାଇଁ ଚାଷ ଖର୍ଚ୍ଚ…

ବିଶ୍ବ ବ୍ୟାପୀ ଷ୍ଟକ ବଜାର ଅସ୍ଥିର

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ବର ବିଭିନ୍ନ ଦେଶ ଉପରେ ପାଲଟା ଟିକସ ଲଗାଇବା ପରେ ସମଗ୍ର ବିଶ୍ବର ଷ୍ଟକ୍ ବଜାର ଅସ୍ଥିର ହୋଇପଡ଼ିଛି। ସବୁଠୁ ଅଧିକ ଅସ୍ଥିର ହୋଇଛି ଆମେରିକାର ଷ୍ଟକ୍ ବଜାର। ଆମେରିକାର ଡାଓ ଜୋନ୍‌ସ ୧୦୦୦ ପଏଣ୍ଟ ହ୍ରାସ ସହ ଏହାର କାରବାର ଆରମ୍ଭ କରିଛି।…

ଜାତୀୟ ସାମୁଦ୍ରିକ ଦିବସରେ ସାମୁଦ୍ରିକ କ୍ଷେତ୍ର ଏବଂ ବନ୍ଦରଗୁଡିକୁ ସୁଦୃଢ଼ କରିବାକୁ ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଲେ…

ଜାତୀୟ ସାମୁଦ୍ରିକ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଗତି ପାଇଁ ସାମୁଦ୍ରିକ କ୍ଷେତ୍ର ଏବଂ ବନ୍ଦରଗୁଡିକୁ ସୁଦୃଢ଼ କରିବାକୁ ସରକାରଙ୍କ ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛନ୍ତି । ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି: “ଆଜି …

ଟ୍ରମ୍ପ୍ ଙ୍କ ଶୁଳ୍କ ଘୋଷଣା ଯୋଗୁ ଆଇଟି ଷ୍ଟକ୍ ଏବଂ ବ୍ୟାଙ୍କିଙ୍ଗ୍ ଷ୍ଟକ୍‌ରେ ବଡ଼ ହ୍ରାସ ପରିଲକ୍ଷିତ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବିଶ୍ୱର ସମସ୍ତ ଦେଶ ଉପରେ ଶୁଳ୍କ ଘୋଷଣା କରିଛନ୍ତି। ଭାରତ ଉପରେ ୨୬ ପ୍ରତିଶତ ଶୁଳ୍କ ଘୋଷଣା କରାଯାଇଛି। ଯାହା ବିଶ୍ୱର ୧୪୦ ରୁ ଅଧିକ ଦେଶ ସହିତ ସମାନ। ଯାହା ଯୋଗୁ ଭାରତୀୟ ସେୟାର ବଜାରରେ ଆତଙ୍କ ଦେଖାଦେଇଛି। ଭାରତ ଉପରେ ଆମେରିକା ୨୬…

ସେନ୍‌ସେକ୍ସ ୧୩୯୦ ପଏଣ୍ଟ ହ୍ରାସ ପାଇ ୭୬,୦୨୪ ପଏଣ୍ଟରେ ବନ୍ଦ ହୋଇଛି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ବର ସବୁ ଦେଶ ଉପରେ ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି। ‌ଏହାକୁ ନେଇ ନିବେଶକମାନେ ବେଶ୍ ଭୟଭୀତ ହୋଇପଡ଼ିଛନ୍ତି। ଶୁଳ୍କରେ ପ୍ରଭାବିତ ହେବାକୁ ଥିବା କ୍ଷେତ୍ରର ସେୟାରକୁ ସେମାନେ ବିକ୍ରି କରିବାରୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍‌ସେକ୍ସ ୧୩୯୦…

ଗତ ୬ ଦିନ ଭିତରେ ୨୨ କ୍ୟାରେଟ୍‌ ସୁନା ୩୦୫୫ ଟଙ୍କା ଓ ୨୪ କ୍ୟା‌ରେଟ୍ ସୁନା ୨୫୧୦ ଟଙ୍କା ମହଙ୍ଗା ହୋଇଛି

ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ପ୍ରଥମ ଥର ପାଇଁ ୩୧୦୦ ଡଲାରରୁ ଅଧିକ ହୋଇଛି। ତାହାର ପ୍ରଭାବରେ ସାରା ଭାରତରେ ସୁନା ମହଙ୍ଗା ହୋଇଛି। ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍ ୮୪,୨୫୦ ଟଙ୍କା ହୋଇଛି। ଏଥିରେ ସୋମବାର ୬୫୦ ଟଙ୍କାର ବୃଦ୍ଧି ଘଟିଛି।…