Browsing Category

Business

All business-related news will news will upload

ଭାରତ-ପାକିସ୍ତାନ ସମ୍ପର୍କରେ ଚାଲିଥିବା ଅନିଶ୍ଚିତତାର ପ୍ରଭାବ ନିବେଶକଙ୍କ ଉପରେ ପଡ଼ିଛି , 900 ପଏଣ୍ଟ ଖସିଲା ସେନସେକ୍ସ

ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ସମ୍ପର୍କରେ ଚାଲିଥିବା ଅନିଶ୍ଚିତତାର ପ୍ରଭାବ ନିବେଶକଙ୍କ ଉପରେ ପଡ଼ିଛି। ଶୁକ୍ରବାର ଦିନ ଭାରତୀୟ ସେୟାର୍‌ ବଜାରରେ ପଏଣ୍ଟ ହ୍ରାସ ଘଟିଥିବା ସୂଚନା ରହିଛି। ସକାଳ ୧୧ଟା ସୁଦ୍ଧା ଏସ୍‌ ଆଣ୍ଡ୍‌ ପି …

4 ଦିନ ବନ୍ଦ ରହିବ ବ୍ୟାଙ୍କ

ଅଧିକାଂଶ ରାଜ୍ୟରେ ଚତୁର୍ଥ ଶନିବାର ଓ ଗୌରୀ ପୂଜା ଥିବାରୁ ଏପ୍ରିଲ ୨୬ରେ ବ୍ୟାଙ୍କ ବନ୍ଦ ରହିବ। ଏପ୍ରିଲ ୨୭ (ରବିବାର) ସାଧାରଣ ସାପ୍ତାହିକ ଛୁଟି ରହିବ। ଆଗାମୀ କିଛି ଦିନ ମଧ୍ୟରେ ଭାରତରେ ନିମ୍ନଲିଖିତ ବ୍ୟାଙ୍କ ଛୁଟି ରହିବ। ଏପ୍ରିଲ ୨୬ରେ ଚତୁର୍ଥ ଶନିବାର ଏବଂ ଗୌରୀ ପୂଜା ଯୋଗୁ ଅନେକ…

ଖସିଲା ସୁନା ଦର

ଗତକାଲି ରାଜ୍ୟରେ ଐତିହାସିକ ଏକ ଲକ୍ଷ ଟଙ୍କା ସ୍ତର ଅତିକ୍ରମ କରି ଇତିହାସ ରଚିଥିବା ସୁନା ଦରରେ ବୁଧବାର ବଡ଼ ଧରଣର ହ୍ରାସ ହୋଇଛି। ଗୋଟିଏ ଦିନରେ ୨୪ କ୍ୟାରେଟ ସୁନା ଦାମ୍ ୩୦୦୦ ଟଙ୍କା କମ୍ ହେବାରୁ ତାହାର ମୂଲ୍ୟ ୯୮,୩୫୦ ଟଙ୍କାକୁ ହ୍ରାସ ପାଇଛି। ସେହିପରି, ୨୨ କ୍ୟ‌ାରେଟ୍ ସୁନା ଦର ୨୭୫୦…

ସୁନା ଦର ପ୍ରଥମ ଥର ଐତିହାସିକ ୧ ଲକ୍ଷ ଟଙ୍କା ସ୍ତର ଟପିଛି

ଲଗାତାର ଭାବେ ବଢ଼ୁଥିବା ସୁନା ଦର ପ୍ରଥମ ଥର ଐତିହାସିକ ୧ ଲକ୍ଷ ଟଙ୍କା ସ୍ତର ଟପିଛି। ମଙ୍ଗଳବାର ଭୁବନେଶ୍ବରରେ ୨୪ କ୍ୟାରେଟ୍‌ ସୁନା ଦାମ୍ ୧,୦୧,୩୫୦ ଟଙ୍କାରେ ପହଞ୍ଚିଛି। ଗୋଟିଏ ଦିନରେ ଏହାର ଦର ୩୦୦୦ ଟଙ୍କା ବଢ଼ିଛି। ସେହିପରି, ଅଳଙ୍କାର ପ୍ରସ୍ତୁତ ହେଉଥିବା ୨୨ କ୍ୟାରେଟ୍ ସୁନା ଦର ଆଜି…

ସୁନା ଦର 96 ହଜାର ଟପିଲା

ସୁନା ଦର ଗତଦୁଇ ଦିନ କମ୍ ହେବା ପରେ ବୁଧବାର ପୁଣି ମହଙ୍ଗା ହୋଇଛି। ଗୋଟିଏ ଦିନରେ ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନା ଦର ୯୫୦ ଟଙ୍କା ବଢ଼ିଥିବା ବେଳେ ୨୪ କ୍ୟାରେଟ୍ ସୁନା ୯୯୦ ଟଙ୍କା ମହଙ୍ଗା ହୋଇଛି। ଏହି ଦରବୃଦ୍ଧି ପରେ ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍ ୮୮,୧୫୦ ଟଙ୍କାକୁ…

ସେନ୍‌ସେକ୍ସ ୧୫୭୭ ପଏଣ୍ଟ ବୃଦ୍ଧି ପାଇ ୭୬,୭୩୪ ପଏଣ୍ଟରେ ବନ୍ଦ ହୋଇଛି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁଳ୍କ ସ୍ଥଗିତ ରଖିବା ପରେ ଭାରତୀୟ ଷ୍ଟକ୍ ବଜାରରେ ଉତ୍ସାହ ଫେରିଛି। ନିବେଶକମାନେ ବିପୁଳ ପରିମାଣର ସେୟାର କିଣିବାରୁ ବମ୍ବେ ‌ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୧୫୭୭ ପଏଣ୍ଟ ବୃଦ୍ଧି ପାଇ ୭୬,୭୩୪ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍…

ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ୍‌ ଆମେରିକାର ଧନୀ ବ୍ୟକ୍ତି ମାର୍କ ଜକରବର୍ଗଙ୍କ ମାଲିକାନାରୁ ଖସିଯିବାର ସମ୍ଭାବନା

ସୋସିଆଲ ମିଡିଆ ଆପ୍‌ ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ୍‌କୁ ନେଇ ଏକ ବଡ଼ ଖବର ହସ୍ତଗତ ହୋଇଛି। ଅଡୁଆରେ ଫସି ଯାଇଛନ୍ତି ଏହାର ମାଲିକ ମାର୍କ ଜୁକରବର୍ଗ। ସୂଚନା ରହିଛି ଯେ  ବିକ୍ରି କରିବାକୁ ପଡ଼ିପାରେ ସବୁଠୁ ବଡ଼ ଆପ୍‌ ହ୍ୱାଟ୍ସଆପ୍‌ ଓ ଇନଷ୍ଟାଗ୍ରାମ । ବିଶ୍ୱର ଦୁଇ ବିଶାଳ ସୋସିଆଲ ମିଡିଆ ଆପ୍‌…

ସ୍ପ୍ଲେଣ୍ଡର ପ୍ଲସର ମୂଲ୍ୟ ବୃଦ୍ଧି

ହିରୋ ସ୍ପ୍ଲେଣ୍ଡର ପ୍ଲସ୍ ବର୍ଷ ବର୍ଷ ଧରି ଲୋକଙ୍କ ପ୍ରିୟ ବାଇକ୍ ହୋଇ ରହିଆସିଛି | ଏହି ବାଇକ୍ ଉନ୍ନତ ମାଇଲେଜ୍ ଦେବା ପାଇଁ ଜଣାଶୁଣା | ଦେଶର ସର୍ବବୃହତ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ବର୍ତ୍ତମାନ ଏହାର ସର୍ବାଧିକ ବିକ୍ରି ହେଉଥିବା ଏଣ୍ଟ୍ରି ଲେବଲ୍ ବାଇକ୍ ସ୍ପ୍ଲେଣ୍ଡର ପ୍ଲସର…

ଲାପ୍‌ଟପ୍‌, ସ୍ମାର୍ଟଫୋନ, ‌ଚିପ୍‌ ସମେତ ୨୦ଟି ସାମଗ୍ରୀ ଉପରେ ପାଲଟା ଶୁଳ୍କକୁ ଆମେରିକା ପ୍ରଶାସନ ବାଦ୍‌ ଦେଇଛି

ଟ୍ରମ୍ପ ପ୍ରଶାସନ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛି। ଲାପ୍‌ଟପ୍‌, ସ୍ମାର୍ଟଫୋନ, ‌ଚିପ୍‌ ସମେତ ୨୦ଟି ସାମଗ୍ରୀ ଉପରେ ପାଲଟା ଶୁଳ୍କକୁ ଆମେରିକା ପ୍ରଶାସନ ବାଦ୍‌ ଦେଇଛି। ପାଲଟା ଶୁଳ୍କ ଫଳରେ ଆମେରିକାରେ ସାମଗ୍ରୀ ମହଙ୍ଗା ହେବ ବୋଲି ବଡ଼ ବଡ଼ ଆମେରିକୀୟ ପ୍ରଯୁକ୍ତି କମ୍ପାନି ଆଶଙ୍କା ବ୍ୟକ୍ତ…

ଆଜି ୟୁପିଆଇ ପେମେଣ୍ଟ୍‌ ଠପ

ଆଜିକାଲି ଲୋକେ ୟୁପିଆଇ ପେମେଣ୍ଟ୍‌ ଉପରେ ଅଧିକ ନିର୍ଭର ହୋଇ ପଡ଼ିଥିବା ବେଳେ ଶନିବାର ଭାରତରେ ଅନେକ ଉପଭୋକ୍ତା ଡିଜିଟାଲ୍ ପେମେଣ୍ଟ କରିବାକୁ ଚେଷ୍ଟା କଲା ବେଳେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।  ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ (ୟୁପିଆଇ) ଏକ ବଡ଼ ବ୍ୟାଘାତର ସମ୍ମୁଖୀନ ହୋଇଥିବା…