Browsing Category

Business

All business-related news will news will upload

ପୋଷକ ଓ ଜୋତା ଶସ୍ତା ହେବ

ବଜେଟ୍‌ରେ ଆୟକରକୁ ନେଇ ବଡ଼ ଘୋଷଣା କରିଥିବା କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ରେ ହ୍ରାସ କରିବାକୁ ଯାଉଛନ୍ତି। ଏହାର ପ୍ରଭାବରେ ସାଧାରଣ ଜନତାଙ୍କ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଯଥା ଟୁଥ୍‌ପେଷ୍ଟ, ବାସନକୁସନ, ପୋଷାକ, ଜୋତା, ଘିଅ, ସାବୁନ, ସ୍ନାକ୍ସ ଆଦି…

ସରକାରୀ ଯୋଜନାରେ ପ୍ରଦର୍ଶନ ବଢ଼ାଇବା ଉପରେ ଧ୍ୟାନ ଦେବେୁ ଘରୋଇ ବ୍ୟାଙ୍କ

ସରକାରୀ ଜନକଲ୍ୟାଣକାରୀ ଯୋଜନାରେ ନୈରାଶ୍ୟଜନକ ପ୍ରଦର୍ଶନ କରି ରାଜ୍ୟ ସରକାରଙ୍କ ପ୍ୟାନେଲ୍‌ରୁ ହଟିବା ଭଳି କାର୍ଯ୍ୟାନୁଷ୍ଠାନ ସାମ୍ନା କରିବା ପରେ ତିନି ଘରୋଇ ବ୍ୟାଙ୍କ ଆସିଆଇସିଆଇ, ଆକ୍ସିସ୍ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଚେତିଛନ୍ତି। ବ୍ୟାଙ୍କଗୁଡ଼ିକର ବରିଷ୍ଠ ଅଧିକାରୀମାନେ ଆସି…

ଆଜିଠୁ ବଢିବ ଟ୍ରେନ ଟିକଟ ମୂଲ୍ୟ

ଭାରତୀୟ ରେଳ ବିଭାଗ ସୋମବାର ଟ୍ରେନ୍‌ ଟିକଟ ମୂଲ୍ୟ ବୃଦ୍ଧି ଘୋଷଣା କରିଛି। ଜୁଲାଇ ୧ରୁ ଏହି ବର୍ଦ୍ଧିତ ଭଡ଼ା ଲାଗୁ ହେବ। ଯାତ୍ରୀ ସେବା ଉନ୍ନତ କରିବା ଓ ଯାତ୍ରୀ ଭଡ଼ା ଗଣନାକୁ ସରଳ କରିବା ପାଇଁ ଟିକଟ ମୂଲ୍ୟ ବୃଦ୍ଧି କରାଯାଇଛି। ତେବେ ଲୋକାଲ (ଉପନଗରୀୟ) ଟ୍ରେନ୍‌ ଭଡ଼ା ଓ ମାସିକ ଟିକଟ ଭଡ଼ା…

ଭାରତ ଛାଡ଼ିବେ ୩୫୦୦ ଧନୀ

ଚଳିତ ବର୍ଷ ବିଶ୍ବର ବିଭିନ୍ନ ଦେଶରୁ ୧,୪୨,୦୦୦ ମିଲିଓନେୟାର (ଧନୀ ବ୍ୟକ୍ତି) ନିଜ ଦେଶ ଛାଡ଼ି ଅନ୍ୟତ୍ର ଯି‌ବେ। ଭାରତରୁ ୩୫୦୦ ଧନୀ ଅନ୍ୟ ଦେଶକୁ ଯିବେ। ଅବଶ୍ୟ ୨୦୨୪ରେ ଭାରତରୁ ଯାଇଥିବା ୪୩୦୦ ଧନୀଙ୍କ ତୁଳନାରେ ଏହି ସଂଖ୍ୟା କମ୍। ହେନ୍‌ଲି ପ୍ରାଇଭେଟ୍ ୱେଲ୍‌ଥ ମାଇଗ୍ରେସନ୍ ରିପୋର୍ଟ ୨୦୨୫…

ଭୁବନେଶ୍ବରରେ ଘର ଖଣ୍ଡିଏ ପାଇବା ଲାଗି ଲୋକମାନଙ୍କ ୫୩ ବର୍ଷର ସଞ୍ଚୟ ରାଶି ଦରକାର

ଦିନକୁ ଦିନ ଭୁବନେଶ୍ବରରେ ଘରଟିଏ ପାଇବା ସ୍ବପ୍ନରେ ପରିଣତ ହେବାରେ ଲାଗିଛି। ନ୍ୟାସନାଲ୍ ହାଉସିଂ ବୋର୍ଡ (ଏନ୍‌ଏଚ୍‌ବି), ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନ୍‌ଏସ୍‌ଏସ୍‌ଓ), ରିଜର୍ଭ ବ୍ୟାଙ୍କ ଆଦିର ତଥ୍ୟ ଅନୁଶୀଳନରୁ ଜଣାପଡ଼ିଛି ଯେ ଭୁବନେଶ୍ବରରେ ଘର ଖଣ୍ଡିଏ ପାଇବା ଲାଗି…

ସେନ୍‌ସେକ୍ସ ୫୧୧ ପଏଣ୍ଟ ହ୍ରାସ

ବିଶ୍ବର ଅନ୍ୟତମ ପ୍ରମୁଖ ଜଳପଥ ହୋର୍ମୁଜ ପ୍ରଣାଳୀକୁ ବନ୍ଦ କରିବା ଲାଗି ଇରାନ ନିଷ୍ପତ୍ତି ନେଇଥିବାରୁ ବିଶ୍ବ ଷ୍ଟକ୍ ବଜାର କାରବାର ଉପରେ ତାହାର ପ୍ରଭାବ ପଡ଼ିଛି। ସୋମବାର ଭାରତ ସମେତ ବିଭିନ୍ନ ଦେଶର ଷ୍ଟକ୍ କାରବାର ମାନ୍ଦା ରହିଥିଲା। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୫୧୧ ପଏଣ୍ଟ…

ସେୟାର୍‌ ବଜାରରେ ହ୍ରାସ, 800 ପଏଣ୍ଟ ତଳକୁ ଖସିଲା ସେନସେକ୍ସ

ଇରାନର ତିନୋଟି ପରମାଣୁ କେନ୍ଦ୍ର ଉପରେ ଆମେରିକା ବୋମା ମାଡ଼ କରିବା ପରେ ମଧ୍ୟପ୍ରାଚ୍ୟ ସଙ୍କଟ ଆହୁରି ତୀବ୍ର ହୋଇଛି। ସେନସେକ୍ସ ପ୍ରାୟ ୫୦୦ ପଏଣ୍ଟ ଖୋଲିଥିଲା ​​କିନ୍ତୁ ଶୀଘ୍ର ୮୦୦ ରୁ ଅଧିକ ହ୍ରାସ ପାଇଥିଲ। ଏପଟେ ନିଫ୍ଟି ପ୍ରାୟ ୨୫୦ ପଏଣ୍ଟ ହ୍ରାସ ପାଇଛି। ସକାଳ ୯.୪୫ ରେ, ସେନସେକ୍ସ…

ଆଜିଠାରୁ ଓମଫେଡ୍ କ୍ଷୀର ଲିଟର ପ୍ରତି 2 ଟଙ୍କା ବୃଦ୍ଧି ପାଇଛି

ଓମ୍‌ଫେଡ୍‌ କ୍ଷୀର ଦର ବଢ଼ାଯାଇଛି। ଖାଉଟିମାନେ ଲିଟର ପିଛା ୫୨ ଟଙ୍କା ଦେଉଥିଲା ବେଳେ ଏବେ ୫୪ ଟଙ୍କା ଦେବେ। ଆଜିଠାରୁ ଓମଫେଡ୍ କ୍ଷୀର ଲିଟର ପ୍ରତି ଦାମ୍ ବୃଦ୍ଧି ପାଇଛି ଓ ବଜାରକୁ ଆସିଛି ଓମଫେଡର ନୂଆ ଦର | ପ୍ରିମିୟମ୍ ଓ ଟୋନ୍ଡ କ୍ଷୀର ଲିଟର ୨ ଟଙ୍କା ବୃଦ୍ଧି ପାଇଥିବାବେଳେ ଗୋଲ୍ଡ କ୍ଷୀର…

ଭାରତରେ ୨୦୦୦ କୋଟି ଟଙ୍କାରୁ ଅଧିକ ନିବେଶ କରିବ ଆମାଜନ

ଇ-କମର୍ସ କମ୍ପାନୀ ଆମାଜନ ଇଣ୍ଡିଆ ଭାରତରେ ୨୦୦୦ କୋଟି ଟଙ୍କାରୁ ଅଧିକ ନିବେଶ କରିବ। ଗୁରୁବାର ଦିନ ଏହା ଘୋଷଣା କରି କମ୍ପାନୀ କହିଛି ଯେ ଆମର ଉଦ୍ଦେଶ୍ୟ ହେଉଛି ସମଗ୍ର ଭାରତରେ ଡେଲିଭରି ନେଟୱାର୍କକୁ ଆହୁରି ମଜବୁତ କରିବା। ଆମାଜନ କହିଛି ଯେ ଏହି ନିବେଶ ନେଟୱାର୍କ ବିସ୍ତାର ଏବଂ ଅପଗ୍ରେଡରେ…

ହ୍ରାସ ପାଉଛି ସୁନା ଦର

ଗତ ସପ୍ତାହରେ ୩୫୦୦ ଟଙ୍କାରୁ ଅଧିକ ମହଙ୍ଗା ହୋଇଥିବା ସୁନା ଦର ଗତକାଲିଠାରୁ ହ୍ରାସ ପାଉଛି। ସୋମବାର ୨୨ କ୍ୟାରେଟ୍ ସୁନା ଦାମ୍ ୧୫୦ ଟଙ୍କା କମିଥିଲା। ଆଜି ସେଥିରେ ୧୦୫୦ ଟଙ୍କାର ହ୍ରାସ ଘଟିଛି। ଫଳରେ ଏହାର ୧୦ ଗ୍ରାମ ପିଛା ଦାମ୍ ୯୨,୦୦୦ ଟଙ୍କାକୁ ହ୍ରାସ ପାଇଛି। ସେହିପରି, ୨୪ କ୍ୟାରେଟ୍…