Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Browsing Category
Business
All business-related news will news will upload
ଭାରତ ଓ ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ
ଭାରତ ଓ ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ। ଲଣ୍ଡନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ସାକ୍ଷାତ ସମୟରେ ଗୁରୁବାର ଏହି ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଚୁକ୍ତି ସ୍ୱାକ୍ଷରିତ ହେବା ପରେ, ଦୁଇ ଦେଶ ମଧ୍ୟରେ…
ରାଜ୍ୟ ସରକାର ଖୁବ୍ଶୀଘ୍ର ୨୨ଟି ଖଣି କରିବେ ନିଲାମ
ରାଜ୍ୟ ସରକାର ଖୁବ୍ଶୀଘ୍ର ୨୨ଟି ଖଣି ନିଲାମ କରିବେ ବୋଲି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପୂର୍ବ ସରକାର ଅମଳରେ ଦୀର୍ଘଦିନ ପର୍ଯ୍ୟନ୍ତ ଖଣି ଲିଜ୍ ଦିଆଯାଇନଥିଲା। ଆମ ସରକାର ଗଠନ ହେବାର ଏକ ବର୍ଷ ଭିତରେ ୮ଟି ଖଣି ନିଲାମ କରାଯାଇଛି। ଖୁବ୍ଶୀଘ୍ର ଆଉ…
ରାଜ୍ୟରେ ଉଦଘାଟିତ ହେବ ରେ ଛଅଟି ନୂଆ ବୟନ ପାର୍କ
ରାଜ୍ୟ ସରକାର ଛଅଟି ନୂଆ ବୟନ, ପୋଷାକ ଓ ଓୟାରେବଲ୍ ପାର୍କ ବିକାଶ କରୁଛନ୍ତି। ଏହି ପାର୍କଗୁଡ଼ିକରେ ଅତ୍ୟାଧୁନିକ ସୁବିଧାସୁଯୋଗ ରହିବ। ବୟନ କ୍ଷେତ୍ରର କମ୍ପାନିଗୁଡ଼ିକ ସିଧାସଳଖ ଆସି ସେହି ପାର୍କଗୁଡ଼ିକରେ ନିଜ କାରଖାନା ବସାଇପାରିବେ। ଚଳିତ ମାସ ୨୫ରେ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଥିବା…
ପ୍ରତିବର୍ଷ ଦେଶରେ ୭୩.୬ ଲକ୍ଷ ଟନ୍ ଫଳ ଓ ୧.୨ କୋଟି ଟନ୍ ପନିପରିବା ନଷ୍ଟ ହେଉଛି
ପ୍ରତିବର୍ଷ ଦେଶରେ ୭୩.୬ ଲକ୍ଷ ଟନ୍ ଫଳ ଓ ୧.୨ କୋଟି ଟନ୍ ପନିପରିବା ନଷ୍ଟ ହେଉଛି। କ୍ଷେତ କିମ୍ବା ବାଡ଼ିରେ ଉତ୍ପାଦନ ହେଉଥିବା ଏହି ଫଳ ଓ ପନିପରିବାଗୁଡ଼ିକ ଲୋକଙ୍କ ଭୋଜନ ହେବା ପୂର୍ବରୁ ନଷ୍ଟ ହୋଇଯାଉଛି। ତାହାର ମୂଲ୍ୟ ୧.୫୨ ଲକ୍ଷ କୋଟି ଟଙ୍କା ବୋଲି ନାବ୍କନ୍ସ ପକ୍ଷରୁ କରାଯାଇଥିବା…
ମୋବାଇଲ ଫୋନରେ କଥାହେବା କ୍ଷେତ୍ରରେ ଓଡ଼ିଶାର ଗ୍ରାହକମାନେ ଆଗରେ
ମୋବାଇଲ ଫୋନରେ କଥାହେବା କ୍ଷେତ୍ରରେ ଓଡ଼ିଶାର ଗ୍ରାହକମାନେ ଆଗରେ ରହିଛନ୍ତି। ମାସକୁ ହାରାହାରି ୧୨୧୧ ମିନିଟ୍ ଅର୍ଥାତ ୨୦ ଘଣ୍ଟା ୧୧ ମିନିଟ୍ ସେମାନେ କଥା ହେଉଛନ୍ତି। ରାଜ୍ୟଗୁଡ଼ିକୁ ତୁଳନା କଲେ ଦେଶରେ ଓଡ଼ିଶା ଗ୍ରାହକମାନେ ମୋବାଇଲରେ କଥାହେବା କ୍ଷେତ୍ରରେ ୪ର୍ଥ ସ୍ଥାନରେ ରହିଛନ୍ତି।…
ହିରୋରେ ନୂଆ ଭିଡା ଭିଏକ୍ସ୨ ଉନ୍ନେଚିତ
ହିରୋ ମୋଟୋକର୍ପର ଇଲେକ୍ଟ୍ରିକ୍ ଯାନ ବ୍ରାଣ୍ଡ୍ ଭିଡା ପକ୍ଷରୁ କଟକର ତେଲେଙ୍ଗା ବଜାରରେ ଥିବା ପ୍ରିମିଆ ସୋ’ରୁମ୍ ଓ ଶିଖରପୁରର ଏସେନ୍ ହିରୋରେ ନୂଆ ଭିଡା ଭିଏକ୍ସ୨କୁ ଉନ୍ମୋଚନ କରାଯାଇଛି। ଏହି ଅବସରରେ ଏସେନ୍ ଅଟୋମୋବାଇଲ୍ସର ତତ୍ତ୍ବାବଧାୟକ ହେମନ୍ତ କୁମାର ଠକର ଓ ସୌରଭ ଠକର…
ଓଡ଼ିଶା ବନ୍ଦ ପ୍ରଭାବ
ବାଲେଶ୍ବର ଏଫ୍ଏମ୍ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମାହୁତି ମାମଲାରେ ଆଜି କଂଗ୍ରେସ ଓ ବାମଦଳଗୁଡ଼ିକ ପକ୍ଷରୁ ଓଡ଼ିଶା ବନ୍ଦ କରାଯାଇଥିଲା। ଏହି ବନ୍ଦ ଯୋଗୁ କେବଳ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୋଇନାହାନ୍ତି, ଅର୍ଥନୀତିକୁ ବହୁମୂଲ୍ୟ ଦେବାକୁ ପଡ଼ିଛି। ଦୋକାନ ବଜାର ବନ୍ଦ…
ଦିନକୁ ଦିନ ବଢି ଚାଲିଛି ସୁନା ଦର , ପୁଣି ଟପିବ ଲକ୍ଷ
ପୁଣି ଚିନ୍ତା ବଢାଇଲା ସୁନା ଦର। ଦିନକୁ ଦିନ ବଢି ଚାଲିଛି ଦର। ଜୁଲାଇ ୧୭ ଅର୍ଥାତ୍ ଗୁରୁବାର ପୁଣି ବଢିଛି ସୁନା ଦାମ୍ । ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୯,୩୩୦ ଟଙ୍କା ରହିଛି । ଗତକାଲି ୯୯,୨୮୦ ଟଙ୍କା ଥିଲା । ଏଥିରେ ୫୦ ଟଙ୍କା ବୃଦ୍ଧି ପାଇଛି ।
୨୨ କ୍ୟାରେଟ୍ ସୁନା ଦର…
ସାତ ବର୍ଷ ହୋଇଯାଇଥିବା ପିଲାମାନଙ୍କ ଆଧାର ବାୟୋମେଟ୍ରିକ୍ ଅପ୍ଡେଟ୍ କରିବା ବାଧ୍ୟତାମୂଳକ
ସାତ ବର୍ଷ ହୋଇଯାଇଥିବା ପିଲାମାନଙ୍କ ଆଧାର ବାୟୋମେଟ୍ରିକ୍ ଅପ୍ଡେଟ୍ କରିବା ବାଧ୍ୟତାମୂଳକ ବୋଲି ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ(ୟୁଆଇଡିଏଆଇ) ପକ୍ଷରୁ ଅଭିଭାବକମାନଙ୍କୁ କୁହାଯାଇଛି। ଯେକୌଣସି ଆଧାର ସେବା କେନ୍ଦ୍ର ଜରିଆରେ ଏହି କାର୍ଯ୍ୟ ହୋଇପାରିବ। ପାଞ୍ଚ ବର୍ଷରୁ…
ଭାରତରେ ଆନୁଷ୍ଠାନିକ ଭାବେ ପ୍ରବେଶ କଲେ ଟେସଲା
ଲୋକପ୍ରିୟ ବୈଦ୍ୟୁତିକ କାର୍ ନିର୍ମାତା କମ୍ପାନୀ ଟେସ୍ଲା ଭାରତରେ ଆନୁଷ୍ଠାନିକ ଭାବେ ପ୍ରବେଶ କରିଛି। ମଙ୍ଗଳବାର ମୁମ୍ବଇର ବିକେସିରେ ଟେସ୍ଲାର ପ୍ରଥମ ଶୋ’ରୁମ୍ର ଶୁଭାରମ୍ଭ ହୋଇଛି। ମୁମ୍ବଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସର ମେକର ମ୍ୟାକ୍ସିଟି ମଲ୍ରେ ଟେସ୍ଲା ଶୋ’ରୁମ୍ ଖୋଲିଛି।…