Browsing Category

Business

All business-related news will news will upload

ଭୁବନେଶ୍ବରରେ ବଢୁଛି ଆଇଟି ନିଯୁକ୍ତି

ସୂଚନା ପ୍ରଯୁକ୍ତି (ଆଇଟି) ନିଯୁକ୍ତି ସୃଷ୍ଟି କରିବାରେ ରାଜଧାନୀ ଭୁବନେଶ୍ବର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବିଶେଷ କରି ନଲେଜ୍ ପ୍ରୋସେସ୍‌ ଆଉଟ୍‌ସୋର୍ସିଂ (କେପିଓ) ବର୍ଗରେ ଏଠାରେ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି। ଫିନ୍‌ଟେକ୍ ପ୍ଲାଟଫର୍ମଗୁଡ଼ିକର ଅଭିବୃଦ୍ଧି ବଳରେ ଚଳିତ…

ଯାତ୍ରୀମାନଙ୍କ ସୁରକ୍ଷାରେ ଉନ୍ନତି ଆଣିବା ଲାଗି ରେଳ ଡବା ଓ ଇଞ୍ଜିନରେ ଲାଗିବ ସିସିଟିଭି

ଯାତ୍ରୀମାନଙ୍କ ସୁରକ୍ଷାରେ ଉନ୍ନତି ଆଣିବା ଲାଗି ସମସ୍ତ ଡବାରେ ସିସିଟିଭି ଲଗାଇବାକୁ ରେଳବାଇ ନିଷ୍ପତ୍ତି ନେଇଛି। ପ୍ରାରମ୍ଭିକ ପରୀକ୍ଷଣ ସଫଳ ହେବା ପରେ ୭୪ ହଜାର ଡବା ଓ ୧୫ ହଜାର ଇଞ୍ଜିନରେ ରେଳବାଇ ସିସିଟିଭି ଲଗାଇବ। ପ୍ରତି ଡବାରେ ଚାରିଟି ଏବଂ ଇଞ୍ଜିନରେ ୬ଟି ଲେଖାଏଁ ସିସିଟିଭି ଲଗାଇବ।…

ବୈଦ୍ୟୁତିକ ଟ୍ରକ୍ ପାଇଁ ପ୍ରଥମ ଗ୍ରାହକ-ମୁଖୀ ପ୍ରୋତ୍ସାହନ ଯୋଜନା ଆରମ୍ଭ, କିଣିଲେ ମିଳିବ ୯.୬ ଲକ୍ଷ ଟଙ୍କାର…

ସରକାର ଶୁକ୍ରବାର ପିଏମ୍‌ ଇ-ଡ୍ରାଇଭ୍‌ ପଦକ୍ଷେପ ଅଧୀନରେ ବୈଦ୍ୟୁତିକ ଟ୍ରକ୍ ପାଇଁ ପ୍ରଥମ ଗ୍ରାହକ-ମୁଖୀ ପ୍ରୋତ୍ସାହନ ଯୋଜନା ଆରମ୍ଭ କରିଛନ୍ତି। ପ୍ରତି ବୈଦ୍ୟୁତିକ ଟ୍ରକ କିଣିବା ପାଇଁ କେନ୍ଦ୍ର ସରକାର ୯.୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରିବେ। କେନ୍ଦ୍ରମନ୍ତ୍ରୀ ଏଚ୍‌.ଡି.…

ବିଗତ ତିନି ଦିନ ହେଲା ଭାରତୀୟ ଷ୍ଟକ ବଜାରରେ ହ୍ରାସ

ବିଗତ ତିନି ଦିନ ହେଲା ଭାରତୀୟ ଷ୍ଟକ ବଜାରରେ ହ୍ରାସ ଜାରି ରହିଛି । ଆଜି ( ଶୁକ୍ରବାର) ଅର୍ଥାତ ଏକ କାରବାର ସପ୍ତାହର ଶେଷ ଦିନରେ ସେନସେକ୍ସ ୬୮୯.୮୧ ପଏଣ୍ଟ (୦.୮୩%) ହ୍ରାସ ପାଇ ୮୨,୫୦୦.୪୭ ପଏଣ୍ଟରେ ବନ୍ଦ ହୋଇଥିଲା। ସେହିପରି, ଆଜି ଏନଏସଇର ନିଫ୍ଟି-୫୦ ଇଣ୍ଡେକ୍ସ ମଧ୍ୟ ୨୦୫.୪୦ ପଏଣ୍ଟ…

ଜୁନ୍ ମାସରେ ରାଜ୍ୟରେ ୬୭,୯୦୮ଟି ଗାଡ଼ି ବିକ୍ରି

ଗତ ଜୁନ୍ ମାସରେ ରାଜ୍ୟରେ ୬୭,୯୦୮ଟି ଗାଡ଼ି ବିକ୍ରି ହୋଇଛି। ଏହା ୨୦୨୪ର ଜୁନ୍‌ରେ ବିକ୍ରି ହୋଇଥିବା ୬୧,୦୬୨ଟି ଗାଡ଼ି ତୁଳନାରେ ୧୧.୨୧ ପ୍ରତିଶତ ଅଧିକ। ପ୍ରାୟ ସବୁ ପ୍ରକାର ଗାଡ଼ିର ବିକ୍ରି ବଢ଼ିଥିଲେ ମଧ୍ୟ ବାଣିଜ୍ୟିକ ଯାନ ବିକ୍ରି ହ୍ରାସ ପାଇବା ଚିନ୍ତାର କାରଣ ପାଲଟିଛି। ଓଡ଼ିଶା ଏକ ଖଣିଜ…

୧୦-୧୨ ପ୍ରତିଶତ ବୃଦ୍ଧି ହେବ ମୋବାଇଲ ରିଚାର୍ଜ

ମୋବାଇଲ୍‌ ଦେଖିବାରେ ଅଭ୍ୟସ୍ତ ହୋଇପଡ଼ିଥିବା ସାଧାରଣ ଜନତାଙ୍କ ପକେଟ୍‌ ଆହୁରି ଫାଙ୍କା ହେବ। ମୋବାଇଲ୍‌ ରିଚାର୍ଜ ଲାଗି ଅଧିକ ଟଙ୍କା ଗଣିବାକୁ ପଡ଼ିବ। ଗତ କିଛି ମାସ ଭିତରେ ନୂଆ ମୋବାଇଲ୍‌ ଗ୍ରାହକ ସଂଖ୍ୟା ବଢ଼ିଥିବାରୁ ଟେଲିକମ୍ କମ୍ପାନିଗୁଡ଼ିକ ରିଚାର୍ଜ ଦାମ୍‌ରେ ୧୦-୧୨ ପ୍ରତିଶତ ବୃଦ୍ଧି…

ଓଡ଼ିଶାର 2 ବିଦ୍ୟୁତ ପ୍ରକଳ୍ପକୁ ପରିବେଶ ମଞ୍ଜୁରି

କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ବିଶେଷଜ୍ଞ ଅନୁଶୀଳନ କମିଟି ପକ୍ଷରୁ ବିଦ୍ୟୁତ୍‌ ଉତ୍ପାଦନ କ୍ଷେତ୍ରର କେତେକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପକୁ ଅନୁମୋଦନ କରାଯାଇଥିଲା। ଓଡ଼ିଶାରେ ରାଷ୍ଟ୍ରାୟତ୍ତ ଏନ୍‌ଏଲ୍‌ସି ଇଣ୍ଡିଆ ଓ ଘରୋଇ କମ୍ପାନି ଜିଏମ୍‌ଆର୍‌ ପାୱାର୍‌ର…

ଭାରତ ବିଶ୍ବର ଚତୁର୍ଥ ଶ୍ରେଷ୍ଠ ଅର୍ଥନୈତିକ ସମାନତା ବିଶିଷ୍ଟ ରାଷ୍ଟ୍ରରେ ପରିଣତ ହୋଇଛି – ବିଶ୍ବବ୍ୟାଙ୍କ…

ଭାରତ କେବଳ ଦ୍ରୁତ ଅର୍ଥନୈତିକ ବିକାଶ ହାସଲ କରୁନାହିଁ, ବରଂ ଏହି ବିକାଶର ସୁଫଳକୁ ଲୋକଙ୍କ ମଧ୍ୟରେ ଉତ୍ତମଭାବେ ବାଣ୍ଟିବାରେ ସଫଳ ହୋଇଛି। ଏହି କାରଣରୁ ଭାରତ ବିଶ୍ବର ଚତୁର୍ଥ ଶ୍ରେଷ୍ଠ ଅର୍ଥନୈତିକ ସମାନତା ବିଶିଷ୍ଟ ରାଷ୍ଟ୍ରରେ ପରିଣତ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକା, ଚୀନ ସମେତ…

ଅଗଷ୍ଟ ୧ରୁ ପାଲଟା ଶୁଳ୍କ ଲାଗୁ କରିବେ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ଅଗଷ୍ଟ ୧ରୁ ପାଲଟା ଶୁଳ୍କ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ଦେଶ ଉପରେ ସେ ୧୦-୭୦ ପ୍ରତିଶତ ପର୍ଯ୍ୟନ୍ତ ଟିକସ ଲଗାଇବେ। କେଉଁ ଦେଶ ଉପରେ କେତେ ଟିକସ ଲାଗିବ, ତାହା ସେହି ଦେଶଗୁଡ଼ିକୁ ଅବଗତ କରାଯିବ। ଶୁକ୍ରବାରଠାରୁ ସେହି…

ଆସନ୍ତା ୪୮ ଘଣ୍ଟା ଭିତରେ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ରାଜିନାମା ହେବାର ସମ୍ଭାବନା

ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ରାଜିନାମା ଆସନ୍ତା ୪୮ ଘଣ୍ଟା ଭିତରେ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଉଭୟ ପକ୍ଷ ରାଜିନାମାର ବିଭିନ୍ନ ବିଷୟ ଉପରେ ଆଲୋଚନା କରିସାରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୁଲାଇ ୯ର ଯେଉଁ ସମୟ ସୀମା ଧାର୍ଯ୍ୟ କରିଥିଲେ ତାହା ଦ୍ରୁତ ଗତିରେ…