Browsing Category

Business

All business-related news will news will upload

ରଥଯାତ୍ରାର ବ୍ରାଣ୍ଡ୍‌ ଭାଲ୍ୟୁ ଖୁବ୍‌ଶୀଘ୍ର ୨୦୦ କୋଟି ଟଙ୍କା ଟପିବ

ବିଶ୍ବ ପ୍ରସିଦ୍ଧ ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାକୁ ଦେଖିବା ଲାଗି ସାରା ବିଶ୍ବରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସିଥାନ୍ତି। ସେହି ବିପୁଳ ଜନସମାଗମର ସୁଯୋଗ ନେଇ ନିଜ ବ୍ରାଣ୍ଡ୍‌କୁ ଲୋକଙ୍କ ନିକଟତର କରିବାକୁ କମ୍ପାନିଗୁଡ଼ିକ ଜୋରଦାର ଉଦ୍ୟମ କରୁଛନ୍ତି। ଗତବର୍ଷ ତୁଳନାରେ ଚଳିତ…

ଏଣିକି ଲଣ୍ଡନକୁ ଉଡ଼ିବ ଏଆଇ 159 ବିମାନ

ଗୁରୁବାର ଅହମଦାବାଦରେ ଉଡ଼ାଣ ଆରମ୍ଭ କରିବାର ଅଳ୍ପ କିଛି ସମୟ ମଧ୍ୟରେ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିବା ଏୟାର ଇଣ୍ଡିଆର ବିମାନ ନମ୍ବର ଥିଲା ଏଆଇ ୧୭୧। ବୋଇଂ କମ୍ପାନି ପକ୍ଷରୁ ନିର୍ମିତ ଏହି ଡ୍ରିମଲାଇନର୍‌ ୭୮୭-୮ ବିମାନଟି ବି ଜେ ମେଡିକାଲ କଲେଜର ଏକ ହଷ୍ଟେଲରେ ପିଟି ହୋଇଥିଲା।…

ସୁନା ଦାମ୍ ୧ ଲକ୍ଷ ଟଙ୍କାରୁ ଅଧିକ

ଇରାନ-ଇସ୍ରାଏଲ୍‌ ଉତ୍ତେଜନା ପ୍ରଭାବରେ ଭୁବନେଶ୍ବରରେ ସୁନା ଦାମ୍ ୧ ଲକ୍ଷ ଟଙ୍କାରୁ ଅଧିକ ହୋଇଛି। ୨୪ କ୍ୟାରେଟ୍‌ ସୁନାର ୧୦ ଗ୍ରାମ୍‌ ପିଛା ଦାମ୍ ଦିନକରେ ୨୧୨୦ ଟଙ୍କା ବୃଦ୍ଧି ପାଇ ୧,୦୧,୪୦୦ ଟଙ୍କା ହୋଇଛି। ସେହି ସମୟରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍‌ ପିଛା ଦାମ୍ ଶୁକ୍ରବାର ୧୯୫୦…

ଦୁଇଦିନ ମଧ୍ୟରେ ସୁନା ଦରରେ ୧୫୫୦ ଟଙ୍କାର ବୃଦ୍ଧି

ଦୁଇଦିନ ମଧ୍ୟରେ ସୁନା ଦରରେ ୧୫୫୦ ଟଙ୍କାର ବୃଦ୍ଧି ଘଟିଛି। ଗତକାଲି ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍ ୭୫୦ ଟଙ୍କା ବଢ଼ିଥିଲା। ଗୁରୁବାର ଦର ଆଉ ୮୦୦ ଟଙ୍କା ବଢ଼ିବାରୁ ଏହାର ଦାମ୍ ୯୧ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ୨୪ କ୍ୟାରେଟ୍ ସୁନାର ଦାମ୍ ବୁଧବାର ୮୨୦ ଟଙ୍କା ଓ ଗୁରୁବାର ୮୮୦…

ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ବିମାନ ସେବା ଆରମ୍ଭ

ଭୁବନେଶ୍ବରରୁ ସିଧା ଆବୁଧାବିକୁ ଉଡ଼ିବ ବିମାନ । ଓଡ଼ିଶାରୁ ୟୁଏଇ ଯାଉଥିବା ଯାତ୍ରୀଙ୍କ ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ବିମାନ ସେବା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବିମାନସେବାର ଶୁଭାରମ୍ଭ କରିଛନ୍ତି ।ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆଜି ସକାଳ ୯ଟା ୩୫ ସମୟରେ ବିମାନ ଉଡ଼ାଣ…

ଆସନ୍ତାକାଲି ଠାରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆବୁଧାବିକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ

ଓଡ଼ିଶାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗୁରୁବାର, ଜୁନ୍ ୧୨ ତାରିଖରୁ ଆବୁଧାବିକୁ  ବହୁ ପ୍ରତୀକ୍ଷିତ ସିଧାସଳଖ ବିମାନ ସେବା ଆରମ୍ଭ ହେବ।  ଇଣ୍ଡିଗୋ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ଏହି ରୁଟ୍ ରାଜ୍ୟର ବୃଦ୍ଧି ପାଉଥିବା ଅନ୍ତର୍ଜାତୀୟ ସଂଯୋଗ ନେଟୱାର୍କ ଦ୍ବାରା…

ଭୁବନେଶ୍ବରରେ ସ୍ଥାପନ ହେବ ସାଇନ୍ସ ସିଟି

ବିଜ୍ଞାନକୁ ନେଇ ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ଆଗ୍ରହ ବଢ଼ାଇବା ଲାଗି ରାଜ୍ୟ ସରକାର ଭୁବନେଶ୍ବରରେ ସାଇନ୍ସ ସିଟି ସ୍ଥାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନନ୍ଦନକାନନ ଆଖପାଖରେ ୧୦୦ ଏକର ଜମିରେ ଏହାକୁ ସ୍ଥାପନ କରାଯିବ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଞ୍ଜୁର…

ବଢିଲା ଆଧାର ଅପଡ଼େଟ ଡ଼େଡ଼ଲାଇନ

ଆଧାରକାର୍ଡ଼ ଏକ ବଡ଼ ଜରୁରୀ ଦସ୍ତାବିଜ୍‌। ପ୍ରତି କାମରେ ଏହା ଦରକାର । ସେ ସରକାରୀ ହେଉ କି ବେସରକାରୀ ହେଉ। ଆଧାର ବିନା କୌଣସି କାମ ହେବା ମୁସ୍କିଲ। ଆଧାର ଅପଡେଟ୍‌ କରିନଥିଲେ ଅନେକ ଗୁରୁତ୍ବପୂର୍ଣ୍ଣ କାମ ହେବ ନାହିଁ । ବାରମ୍ବାର ଅପଡେଟ୍‌ କରିବାକୁ ତାରିଖ ବି ଆସିଛି । ହେଲେ ଏବେ ଶେଷ…

ଗତ ଏକ ବର୍ଷରେ ସୁନା ଦର ୫୦ ପ୍ରତିଶତ ବୃଦ୍ଧି ପାଇଛି

ସୁନାରେ ନିବେଶ କରୁଥିବା ଲୋକଙ୍କ ପାଇଁ ଏହା ଏକ ଭଲ ସମୟ କାରଣ ଏକ ସୁରକ୍ଷିତ ସମ୍ପତ୍ତି ଭାବରେ ଏହାର ଚାହିଦା ନିରନ୍ତର ବୃଦ୍ଧି ପାଉଛି। ପ୍ରତିବର୍ଷ ସୁନା ଦର ଦ୍ରୁତ ଗତିରେ ବଢିଚାଲିଛି । ଗତ ଏକ ବର୍ଷରେ ସୁନା ଦର ୫୦ ପ୍ରତିଶତ ବୃଦ୍ଧି ପାଇଛି ।  ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ…

ରେପୋ ହାର ୦.୫୦ ପ୍ରତିଶତ ହ୍ରାସ

ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ନେତୃତ୍ବାଧୀନ ମୁଦ୍ରାନୀତି କମିଟି ରେପୋ ହାରରେ ୦.୫୦ ପ୍ରତିଶତ ହ୍ରାସ କରିଛନ୍ତି। ଫଳରେ ଏହି ଗୁରୁତ୍ବପୂର୍ଣ୍ଣ ସୁଧ ହାର ୫.୫ ପ୍ରତିଶତକୁ ହ୍ରାସ ପାଇଛି। ଏହାର ପ୍ରଭାବରେ ଆଗାମୀ ଦିନରେ ଘର, ଗାଡ଼ି ଓ ବ୍ୟକ୍ତିଗତ କାର୍ଯ୍ୟ ଲାଗି…