Browsing Category

Business

All business-related news will news will upload

ରେପୋ ହାର ୫୦ ବେସିସ୍ ପଏଣ୍ଟ ହ୍ରାସ

କମିଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ରେପୋ ରେଟ୍‌। ଶୁକ୍ରବାର ଦିନ ପ୍ରମୁଖ ଋଣ ହାର ବା ରେପୋ ହାର ୫୦ ବେସିସ୍ ପଏଣ୍ଟ ହ୍ରାସ କରିଛି। ପୂର୍ବରୁ ୬% ରହିଥିବା ବେଳେ ତାହା ହ୍ରାସ ପାଇ ଏବେ ୫.୫ ପ୍ରତିଶତରେ ପହଞ୍ଚିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ବା ଆର୍‌ବିଆଇର ଗଭର୍ଣ୍ଣର…

ଏଟିଏମରୁ ବାହାରିବ ଛୋଟ ନୋଟ

ଏଟିଏମ୍‌ରୁ ଟଙ୍କା ଉଠାଉଥିବା ଲୋକମାନେ ଅଧିକାଂଶ ସମୟରେ ଛୋଟ ନୋଟ୍ ପାଉ ନ ଥିବାରୁ ନିରାଶ ହେଉଛନ୍ତି। କୌଣସି ଜରୁରୀ କାମରେ ଟଙ୍କା ଉଠାଇବା ବେଳେ କେବଳ ୫୦୦ ଟଙ୍କିଆ ବାହାରୁଛି। ସେହି ନୋଟ୍‌କୁ ନେଇ କିଛି କିଣିବା ବେଳେ ବ୍ୟବସାୟୀମାନେ ଛୋଟ ନୋଟ୍‌ ମାଗୁଛନ୍ତି। ଲୋକମାନେ ସାମ୍ନା…

ଗହମ ଷ୍ଟକ୍‌ର ସୀମା ନିର୍ଦ୍ଧାରଣ କରିଛନ୍ତି କେନ୍ଦ୍ର ସରକାର

କେନ୍ଦ୍ର ସରକାର ଗହମ ଷ୍ଟକ୍‌ର ସୀମା ନିର୍ଦ୍ଧାରଣ କରିଛନ୍ତି। ଏହା ୨୦୨୬ ମାର୍ଚ୍ଚ ପର୍ଯ୍ୟନ୍ତ ଲାଗୁ କରାଯାଇଛି। ନୂଆ ସୀମା ଅନୁସାରେ ବେପାରୀ ଓ ପାଇକାରୀ ବ୍ୟବସାୟୀମାନେ ନିଜ ପାଖରେ ୩୦୦୦ ଟନ୍‌ରୁ ଅଧିକ ଗହମ ରଖିପାରିବେ ନାହିଁ। ଖୁଚୁରା ବ୍ୟବସାୟୀମାନଙ୍କ ପାଖରେ ଅତିବେଶିରେ ସେମାନଙ୍କ…

ଷ୍ଟକ୍ ବଜାରରେ କାରବାର ହ୍ରାସ

ଗତ କିଛି ଦିନ ହେବ ଭାରତୀୟ ସେୟାର୍‌ ବଜାରରେ ଉତ୍ସାହ ଦେଖା ଦେଇଥିବା ବେଳେ ମଙ୍ଗଳବାର ପୁଣି ନିରାଶ ହୋଇଛନ୍ତି ନିବେଶକ। ସପ୍ତାହର ଦ୍ବିତୀୟ କାର୍ଯ୍ୟ ଦିନ ମଙ୍ଗଳବାର ଷ୍ଟକ୍ ବଜାରରେ କାରବାର ହ୍ରାସ ସହିତ ଆରମ୍ଭ ହୋଇଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ସେନସେକ୍ସ ୭୫୨ ପଏଣ୍ଟ୍‌…

ପିଆଜ ଉତ୍ପାଦନ ପରେ ଦର ହ୍ରାସ

ମହାରାଷ୍ଟ୍ରରେ ବମ୍ପର ପିଆଜ ଫସଲ ଏଥର ଅମଳ ହୋଇଛି ।  ବଜାରରେ ହଠାତ୍ ଅତ୍ୟଧିକ ଯୋଗାଣ ଯୋଗୁଁ ପିଆଜର ଦର ତୀବ୍ର ଭାବେ ହ୍ରାସ ପାଇଛି। ଫେବୃଆରୀରେ ପାଇକାରୀ ଦର ପ୍ରତି କିଲୋ ୩୫-୪୦ ଟଙ୍କା ଥିବାବେଳେ ମେ’ରେ ଏହା ୭-୧୭ ଟଙ୍କାକୁ ଖସିଛି। ଖୁଚୁରା ଦର ମଧ୍ୟ ୪୫ ଟଙ୍କାରୁ ୨୫-୩୦ ଟଙ୍କାକୁ ହ୍ରାସ…

ପାକିସ୍ତାନକୁ ଆଉ ଏକ ଝଟକା: ଆମାଜନ-ଫ୍ଲିପକାର୍ଟରେ ବିକ୍ରି ହେବନି ପାକିସ୍ତାନୀ ପତାକା ଓ ସାମଗ୍ରୀ

ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ଭାରତ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଦେଶର ଭାବନାକୁ ଧ୍ୟାନରେ ରଖି ସରକାର ଅନଲାଇନ ଇ-କମର୍ସ କମ୍ପାନୀଙ୍କୁ ଚେତାବନୀ ଦେଇଛନ୍ତି ଏବଂ ନୋଟିସ୍ ଜାରି କରିଛନ୍ତି । କେନ୍ଦ୍ର ଗ୍ରାହକ ସୁରକ୍ଷା କର୍ତ୍ତୃପକ୍ଷ(ସିସିପିଏ) ଆମାଜନ…

ଅସ୍ତ୍ରବିରତି ଘୋଷଣା ହେବା ପରେ ନିବେଶକମାନେ ଉଲ୍ଲସିତ ହୋଇପଡ଼ିଛନ୍ତି,ସେନ୍‌ସେକ୍ସ ୨୯୭୫ ପଏଣ୍ଟ ବୃଦ୍ଧି ପାଇ ୮୨,୪୨୯…

ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ପ୍ରଶମିତ କରିବା ଲାଗି ଅସ୍ତ୍ରବିରତି ଘୋଷଣା ହେବା ପରେ ନିବେଶକମାନେ ଉଲ୍ଲସିତ ହୋଇପଡ଼ିଛନ୍ତି। ଏକ ବଡ଼ ଧରଣର ସଙ୍କଟ ଟଳିଯାଇଥିବାରୁ ସେମାନେ ମନ ଖୋଲି ସେୟାର କିଣିବାରେ ନିବେଶ କରିଛନ୍ତି। ତାହାର ପ୍ରଭାବରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର…

ଯୁଦ୍ଧରେ ଉଭୟ ଭାରତ ଓ ପାକିସ୍ତାନର ଅର୍ଥନୀତି ପ୍ରଭାବିତ ହୋଇଛି, ଭାରତର 15 ହଜାର କୋଟି ପାକିସ୍ତାନର 10 ହଜାର…

ପହଲଗାମ ଆତଙ୍କୀ ଆକ୍ରମଣ ପରେ ଆତଙ୍କବାଦୀମାନଙ୍କୁ ପ୍ରୋତ୍ସାହନ ଦେଉଥିବା ଦେଶ ପାକିସ୍ତାନକୁ ସାବାଡ଼ କରିବା ଲାଗି ଭାରତୀୟ ସେନା ‘ଅପରେସନ ସିନ୍ଦୂର’ ଜରିଆରେ ପାକିସ୍ତାନ ଉପରେ କରିଥିବା ଆକ୍ରମଣର ଅର୍ଥନୈତିକ ପ୍ରଭାବ ବେଶ୍‌ ବ୍ୟାପକ ରହିଛି। ଏହି ଯୁଦ୍ଧରେ ଉଭୟ ଭାରତ ଓ ପାକିସ୍ତାନର…

ଭାରତ ପାକିସ୍ତାନ ଉତ୍ତେଜନାର ପ୍ରଭାବରେ ଗତ ୨ ଦିନରେ ସେନସେକ୍ସ ପ୍ରାୟ ୧୨୦୦ ପଏଣ୍ଟ ହ୍ରାସ ପାଇଛି

ଭାରତ ପାକିସ୍ତାନ ଉତ୍ତେଜନାର ପ୍ରଭାବର ଷ୍ଟକ ବଜାର ଉପରେ ପଡ଼ିଛି । ଶୁକ୍ରବାର ବିଏସଇ ସେନସେକ୍ସ ଏବଂ ଏନଏସଇ ନିଫଟି ୫୦ ପ୍ରାରମ୍ଭିକ ସେସନରୁ ହିଁ ନିମ୍ନଗାମୀ ଧାରା ଦେଖିଥିଲା। ସନ୍ଧ୍ୟାରେ କାରବାର ବନ୍ଦ ହେବା ବେଳକୁ, ସେନସେକ୍ସ ୮୮୦.୩୪ ପଏଣ୍ଟ ହ୍ରାସ ପାଇ ୭୯,୪୫୪.୪୭ ପଏଣ୍ଟରେ ବନ୍ଦ…

ରାତିରେ ଗାଡି ଚାର୍ଜ କରିବା ଆପଣଙ୍କ ପକେଟ ପାଇଁ ମହଙ୍ଗା ହୋଇପାରେ

ଗୋଟିଏ ପଟେ, ସରକାର ବୈଦ୍ୟୁତିକ ଯାନ (EV) କ୍ରୟ ଏବଂ ବ୍ୟବହାର ଉପରେ ଗୁରୁତ୍ୱ ଦେଉଛନ୍ତି। ଅନ୍ୟପଟେ ରାତିରେ ଗାଡି ଚାର୍ଜ କରିବା ଆପଣଙ୍କ ପକେଟ ପାଇଁ ମହଙ୍ଗା ହୋଇପାରେ। କେରଳ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ଇଭି ଚାର୍ଜିଂ ସମ୍ପର୍କରେ ଏକ ବଡ଼ ପରିବର୍ତ୍ତନ କରିଛି। ଏବେ ରାତିରେ ଚାର୍ଜ…