ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ। ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ । ଜବରଦଖଲ ଥିବା ୬୧ ଏକର ଜମିକୁ ନିଜ ହେପାଜତକୁ ନେଇଛି। ଭଙ୍ଗା ଆରମ୍ଭରୁ ଉତ୍ତେଜନା ପ୍ରକାଶ ପାଇଥିଲା । ଲୋକମାନେ ଜେସିବି ଆଗରେ ଶୋଇ ପ୍ରତିବାଦ କରିଥିଲେ। ଏପରିକି ଦୀର୍ଘ ସମୟ ଧରି…