ସ୍କିନ୍ ଏବଂ କେଶ ପାଇଁ ଲାଭଦାୟକ ଭୃସଙ୍ଗ ପତ୍ର
ସାଧାରଣତଃ ସାଉଥ୍ ଇଣ୍ଡିଆ ଖାଦ୍ୟରେ ଭୃସଙ୍ଗ ପତ୍ର ବ୍ୟବହାର କରାଯାଇଥାଏ । ବର୍ଷ ବର୍ଷ ଧରି ଭାରତୀୟ ଘରେ ଭୃସଙ୍ଗ ପତ୍ର ବ୍ୟବହାର କରାଯାଉଛି । ଅନେକ ଔଷଧୀୟ ଗୁଣ ଭୃସଙ୍ଗ ପତ୍ରରୁ ମିଳିଥାଏ ଯାହା ଶରୀର ପାଇଁ ବହୁତ ଭଲ ହୋଇଥାଏ ।
ଭିଟାମିନ୍ B2, ଭିଟାମିନ୍ B1 ଏବଂ ଭିଟାମିନ୍ A ପରି ଅନେକ…