ପ୍ରଧାନମନ୍ତ୍ରୀଙ୍କୁ ମିଳିବ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର

ପୁଣେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ପୁଣେ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ପ୍ରଧାନମନ୍ତ୍ରୀ ଦାଗଦୁଶେଠ ମନ୍ଦିରରେ ଦର୍ଶନ ଏବଂ ପୂଜାର୍ଚ୍ଚନା କରିବେ । ପୂର୍ବାହ୍ନ ୧୧: ୪୫ ରେ  ପ୍ରଧାନମନ୍ତ୍ରୀଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ପ୍ରଦାନ କରାଯିବ…

ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅଧୀନରେ ଚଳିତ ବର୍ଷ ୩୦ ଜୁନ୍‌ ସୁଦ୍ଧା ଓଡ଼ିଶାକୁ ମିଳିଛି ୨୩,୧୨୦ କୋଟି ଟଙ୍କା

ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପାଣ୍ଠି ଅଧୀନରେ ଚଳିତ ବର୍ଷ ଜୁନ୍‌ ୩୦ ତାରିଖ ସୁଦ୍ଧା ଓଡ଼ିଶାକୁ ୨୩,୧୨୦ କୋଟି ଟଙ୍କା ମିଳିଛି । ଏଥିମଧ୍ୟରୁ ୧୭,୭୫୫.୨୦ କୋଟି ଟଙ୍କା ପ୍ରମୁଖ ଖଣିଜ ଦ୍ରବ୍ୟରୁ ମିଳିଥିବା ବେଳେ କୋଇଲା ଓ ଲିଗନାଇଟରୁ ୫୨୩୭.୫୮ କୋଟି ଟଙ୍କା ମିଳିଛି । ସେହିପରି ଲଘୁ…

ସଂସଦରେ ସିନେମାଟୋଗ୍ରାଫ୍ ବିଲ୍‌, ୨୦୨୩ ପାରିତ

ସିନେମାଟୋଗ୍ରାଫ୍ (ସଂଶୋଧନ) ବିଲ୍‌, ୨୦୨୩ ଲୋକସଭାରୁ ମଞ୍ଜୁରୀ ପାଇବା ପରେ ସଂସଦରେ ପାରିତ ହୋଇଛି । ୨୦ ଜୁଲାଇ ୨୦୨୩ ରେ ରାଜ୍ୟସଭାରେ ଏହି ବିଲ୍ ଆଗତ କରାଯାଇଥିଲା ଏବଂ ୨୭ ଜୁଲାଇ, ୨୦୨୩ ରେ ଆଲୋଚନା ପରେ ପାରିତ ହୋଇଥିଲା । ୧୯୫୨ ମସିହାରେ ତିଆରି ହୋଇଥିବା ଏହି ଐତିହାସିକ ବିଲ୍‍ ୪୦ବର୍ଷ…

ରାଶିଫଳ

ମେଷ: କଠିନ ପରିସ୍ଥିତିରେ ପରିବାର‌ର ସାହାଯ୍ୟ ପାଇବେ। ଆପଣଙ୍କୁ ନୂଆ ଚାକିରିର ଅବସର ମିଳିବ। ରାଜନୀତି କ୍ଷେତ୍ରରେ ଥିବା ଲୋକ କୌଣସି ସମାରୋହରେ ଯୋଗ ଦେବେ। ବୃଷ: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ପରିଶ୍ରମର ଭଲ ଫଳ ହାସଲ କରିବେ। ଜିନିଷ କିଣିବା ପାଇଁ ବଜାରକୁ ଯାଇପାରନ୍ତି। ଅଫିସ…

ମାହିଙ୍କ ସହ ଭିଡିଓକୁ ପସନ୍ଦ କଲେନି ଲୋକେ

ନୂଆଦିଲ୍ଲୀ:ପୂର୍ବତନ ଖେଳାଳି ମହେନ୍ଦ୍ର ସିଂ ଧୋନିଙ୍କ  ଟିକେ ଝଲକ୍‌ ପାଇଁ ପ୍ରଶଂସକମାନେ ପାଗଳ ହୋଇଯାଆନ୍ତି।   ଭିଡିଓରେ ଧୋନି ନିଜ ସିଟ୍‌ରେ ଶୋଇଥିବା ବେଳେ ବିମାନର ଜଣେ ଏୟାର ହଷ୍ଟେସ୍ ତାଙ୍କୁ ନଜଣାଇ ତାଙ୍କ ସହ ନିଜର ଭିଡିଓ ବନାଇଛନ୍ତି। ଏୟାର ହଷ୍ଟେସ୍ ଜଣକ ଏହି ଭିଡିଓକୁ…

ଆପଣଙ୍କ ରୁପି ସମସ୍ୟା ଅଛି କି?

ବର୍ଷା ଦିନ ଆସିଯାଇଛି । ଖରା ପରେ ପରେ ଅନେକଙ୍କଠାରେ ରୁପି ସମସ୍ୟା ଦେଖାଦେଇଥାଏ । କେତେକଙ୍କ କ୍ଷେତ୍ରରେ ବର୍ଷସାରା ରୁପି ସମସ୍ୟା ଲାଗି ରହିଥାଏ । ବିଶେଷକରି ଶୀତଦିନରେ ଏହା ଅତ୍ୟଧିକ ପରିମାଣରେ ହୋଇଥାଏ । ହେଲେ ଏହା ପଛର କାରଣ କ’ଣ ଓ ଏହାକୁ କିପରି ନିୟନ୍ତ୍ରଣରେ ରଖିହେବ, ଜାଣି ରଖିବା…

ଜାଭ୍‌ଲିନ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ପୁଅ କିଶୋର ଜେନାଙ୍କୁ ଶ୍ରେ‌ଷ୍ଠ ପୁରୁଷ ଫିଙ୍ଗାଳି ପୁରସ୍କାର

ଭୁବନେଶ୍ବର: ଶ୍ରୀଲଙ୍କା ଜାତୀୟ ଦୌଡ଼କୁଦ ପ୍ରତିଯୋଗିତା (କଲମ୍ବୋ ମିଟ୍‌) ରିଲେରେ ଭାରତୀୟ ଖେଳାଳି ଦବ୍‌ଦବା ଦେଖାଇ ୩ ସ୍ବର୍ଣ୍ଣ ଓ ୧ ରୌପ୍ୟ ସହ ୪ ପଦକ କରାୟତ୍ତ କରିଛନ୍ତି। ଅନ୍ୟପକ୍ଷରେ ଦୁଇ ଦିନ ତଳେ ଏଠାରେ ଜାଭ୍‌ଲିନ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ପୁଅ କିଶୋର ଜେନାଙ୍କୁ…

ସରକାରଙ୍କୁ ଚିଠି ଲେଖିଲା ଇଭି ନିର୍ମାତା ସଂଘ

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଯାନ (ଇଭି) କିଣିଥିବା ଗ୍ରାହକମାନଙ୍କୁ ସବ୍‌ସିଡି ରାଶି ଫେରାଇବାକୁ କୁହାଯାଇପାରେ। ଏବାବଦରେ ଇଲେକ୍ଟ୍ରିକ୍ ଯାନ ନିର୍ମାତା ସଂଘ ଏସ୍‌ଏମ୍‌ଇଭି ପକ୍ଷରୁ ସରକାରଙ୍କୁ ଏକ ପତ୍ର ଲେଖାଯାଇଛି। ଦୁଇଚକିଆ ଇଭି ଉପରେ ଦିଆଯାଇଥିବା ୪୬୯ କୋଟି ଟଙ୍କାର ସବ୍‌ସିଡି ଫେରାଇବା…

ଦକ୍ଷତା ଥିବା କର୍ମଚାରୀଙ୍କ ପାଇଁ ମୋଟା ଅଙ୍କର ଦରମା ପାଇବା ସୁଯୋଗ

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଦକ୍ଷତା ଥିବା କର୍ମଚାରୀଙ୍କ ପାଇଁ ମୋଟା ଅଙ୍କର ଦରମା ପାଇବା ସୁଯୋଗ ରହିଛି। ବିଶ୍ବର ଅଗ୍ରଣୀ ଓଟିଟି ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସରେ ଏଆଇ ପ୍ରଡକ୍ଟ ମ୍ୟାନେଜର ପଦ ସୃଷ୍ଟି ହୋଇଛି। ସେଥିପାଇଁ ବାର୍ଷିକ ଦରମା ପ୍ରାୟ ସାଢ଼େ ସାତ କୋଟି ଟଙ୍କା…

ଇଣ୍ଡିଆ ଟିଭି-ସିଏନ୍‌‌ଏକ୍ସର ଜନମତ ସର୍ଭେ, ନବୀନ ପୁଣି ଗଢ଼ିବେ ସରକାର

ନବୀନ ପୁଣି ଗଢ଼ିବେ ସରକାର ।  ରାଜ୍ୟରେ ପୁଣି ଥରେ ବିଜେଡି ବିପୁଳ ଭୋଟରେ ବିଜୟୀ ହେବ ଏବଂ  ଦଳର ସଭାପତି ନବୀନ ପଟ୍ଟନାୟକ କ୍ରମାଗତ ଷଷ୍ଠଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ। କ୍ରମାଗତ ୨୩ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିବା ସତ୍ତ୍ବେ ନବୀନ ପଟ୍ଟନାୟକ ପୁଣି ସରକାର ଗଢ଼ିବେ ।  ଇଣ୍ଡିଆ…