ଆପଣଙ୍କ ନାଁରେ ଏକାଧିକ SIM କାର୍ଡ ଅଛି କି? ଯଦି ଅଛି, ତେବେ ଆଜିଠାରୁ ଲାଗୁ ହେଉଥିବା ନୂଆ ବ୍ୟବସ୍ଥାରେ କଣ ଅଛି…
ଆଜିଠୁ SIM କାର୍ଡ ନିୟମ କଡ଼ା । ନିର୍ଦ୍ଧାରିତ ସୀମା ପୂରଣ ହୋଇଥିଲେ ଆଉ ମିଳିବନି ନୂଆ କନେକ୍ସନ୍ । ଟେଲିକମ୍ କମ୍ପାନୀ କରିବେ ଯାଞ୍ଚ । ଆପଣଙ୍କ ନାଁରେ ଏକାଧିକ SIM କାର୍ଡ ଅଛି କି? ଯଦି ଅଛି, ତେବେ ଆଜିଠାରୁ ଲାଗୁ ହେଉଥିବା ନୂଆ ବ୍ୟବସ୍ଥାରେ କଣ ଅଛି ଜାଣିବା ଜରୁରୀ । ଦେଶରେ ଜଣେ…