ସ୍ୱଦେଶୀ ଅସଲ୍ଟ ରାଇଫଲ ଏକେ-୨୦୩ ‘ସେର’ର ପ୍ରଥମ ପରୀକ୍ଷଣ ସଫଳ
ଉତ୍ତରପ୍ରଦେଶ ଆମେଥି ସ୍ଥିତ କୋରଭା ଫ୍ୟାସେଲିଟି ସେଣ୍ଟରରେ ନିର୍ମିତ ସମ୍ପୂର୍ଣ୍ଣ ସ୍ୱଦେଶୀ ଅସଲ୍ଟ ରାଇଫଲ ଏକେ-୨୦୩ ‘ସେର’ର ପ୍ରଥମ ସଫଳ ପରୀକ୍ଷଣ ହୋଇଛି। ଏହି ରାଇଫଲକୁ ଇଣ୍ଡୋ-ରସିୟାନ ରାଇଫଲସ୍ ପ୍ରାଇଭେଟ ଲିମିଟେଡ (ଆଇଆରଆରପିଏଲ)ପ୍ରସ୍ତୁତ କରିଛନ୍ତି। ଏହି କମ୍ପାନୀ ୨୦୧୯ ମସିହାରେ ଭାରତ…