Browsing Tag

#odisha

ଆଜି ଅଭିନେତ୍ରୀ ଝରଣା ଦାସଙ୍କର ଶେଷକୃତ୍ୟ

ଆଜି ମାଟିରେ ମିଶିଯିବ ବୀଣାଜିଣା କଣ୍ଠ । ଲୋକପ୍ରିୟ ଅଭିନେତ୍ରୀ ଝରଣା ଦାସଙ୍କର ହେବ ଶେଷକୃତ୍ୟ । ଅପରାହ୍ମରେ କଟକର ଗୋରାକବର ଶ୍ମଶାନରେ ହେବ ଅନ୍ତିମ ସଂସ୍କାର । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଝରଣାଙ୍କୁ ଶେଷ ବିଦାୟ ପ୍ରଦାନ କରାଯିବ । ଗତକାଲି ୮୨ ବର୍ଷ ବୟସରେ କଟକ ବାସଭବନରେ ତାଙ୍କର ପରଲୋକ

ଓଡ଼ିଶାରେ ହେବ ବିଶ୍ବର ସର୍ବବୃହତ ସମନ୍ୱିତ ସୋଲାର କମ୍ପ୍ଲେକ୍ସ

ଚୀନ ପରେ ଓଡ଼ିଶାରେ ହେବ ବିଶ୍ବର ସର୍ବବୃହତ ସମନ୍ୱିତ ସୋଲାର କମ୍ପ୍ଲେକ୍ସ । ୱାରୀ ଗ୍ରୁପ ସ୍ଥାପନ କରିବ ଏହି ସୋଲାର କମ୍ପ୍ଲେକ୍ସ । ୨୫ ହଜାର କୋଟି ଟଙ୍କା ପୁଞ୍ଜନିବେଶ କରିବ ୱାରି ଗ୍ରୁପ । ସ୍ଥାପନ ହେବ ୧୦ ହଜାର ମେଗୱାଟର sand to module ପ୍ଲାଣ୍ଟ । ଢେଙ୍କାନାଳରେ ୯୦୦ ଏକର ଜମି ଉପରେ

କୋଣାର୍କ ଉତ୍ସବ ଆରମ୍ଭ

କୋଣାର୍କ : ସୂର୍ଯ୍ୟ ମନ୍ଦିରର ପାଦଦେଶରେ ମୁକ୍ତାକାଶ ରଙ୍ଗମଞ୍ଚରେ ଗୁରୁବାର ଠାରୁ କୋଣାର୍କ ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ନିଜର ବାର୍ତ୍ତା ଦେବା ସହ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଦେଶ ବିଦେଶର ପର୍ଯ୍ୟଟକମାନେ ଏହି

ଲେନ୍‌କୁ ମାଡ଼ି ବସି ହୋଇଥିବା ବେଆଇନ୍‌ ଜବରଦଖଲ ନିର୍ମାଣ ହଟିବ

ଭୁବନେଶ୍ୱର : ରାଜଧାନୀର ନବକଳେବର ହେଉଛି । ବଡ଼ ବଡ଼ କ୍ରୀଡା ମହାକୂମ୍ଭ ଆୟୋଜନ ହେଉଛି । ଦେଶ ବିଦେଶରୁ ପର୍ଯ୍ୟଟକ ଆସୁଛନ୍ତି । ଏହା ଫଳରେ ବିଏମସି ସହରକୁ ସୁନ୍ଦର କରିବାକୁ ଯୋଜନା କରୁଛି । ସରକାରୀ କ୍ବାଟରକୁ ଲାଗି ରହିଥିବା ଜବରଦଖଲକୁ ହଟାଇବ ବିଏମସି । ଏହା ସହ ରାସ୍ତା ଉପରେ ଜବରଦଖଲକୁ

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ପ୍ରଥମ ଦିନରେ ରାଜ୍ୟକୁ ହୋଇଛି ନିବେଶ ବର୍ଷା

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ପ୍ରଥମ ଦିନରେ ରାଜ୍ୟକୁ ହୋଇଛି ନିବେଶ ବର୍ଷା । ବିଭିନ୍ନ ଶିଳ୍ପସଂସ୍ଥାଗୁଡ଼ିକରୁ ୭ ଲକ୍ଷ କୋଟିର ନିବେଶ ପ୍ରତିଶ୍ରୁତି ପାଇଛନ୍ତି ରାଜ୍ୟ ସରକାର । ଆଦାନି ଗ୍ରୁପ୍‌ ଆସନ୍ତା ୧୦ ବର୍ଷରେ ରାଜ୍ୟରେ ୬୦,୦୦୦ କୋଟି ଟଙ୍କା ନିବେଶ କରିବ । ଜେଏସ୍‌ଡବ୍ଲ୍ୟୁ ୧

ବିଶିଷ୍ଟ ଅଭିନେତ୍ରୀ ଝରଣା ଦାସଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ

ବିଶିଷ୍ଟ ଅଭିନେତ୍ରୀ ଝରଣା ଦାସଙ୍କ ଦେହାନ୍ତ ହୋଇଛି । ୮୨ ବର୍ଷ ବୟସରେ କଟକ ସ୍ଥିତ ବାସଭବନରେ ଦେହତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।

କ୍ୟାପିଟାଲ ହସ୍ପିଟାଲର ଓପିଡି ଚିକିତ୍ସା ସମୟରେ ପରିବର୍ତ୍ତନ

କ୍ୟାପିଟାଲ ହସ୍ପିଟାଲର ଓପିଡି ଚିକିତ୍ସା ସମୟରେ ପରିବର୍ତ୍ତନ ହୋଇଛି । ସକାଳ ୯ଟା ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ ଓପିଡି । ଅପରାହ୍ନରେ ୧ଟା ଠାରୁ ୨ଟା ପର୍ଯ୍ୟନ୍ତ କେବଳ ଘଣ୍ଟାଏ ଭୋଜନ ବିରତି ପାଇଁ ବନ୍ଦ ରହିବ ଓପିଡି । ତେବେ ନିର୍ଦ୍ଧାରିତ ସମୟର ୩୦ମିନିଟ ପୂର୍ବରୁ ଅର୍ଥାତ୍

ବିଶ୍ବକପ୍ ହକି ପୂର୍ବରୁ ଭୁବନେଶ୍ବର ବଦଳିଛି ସୈାନ୍ଦର୍ଯ୍ୟ

ଭୁବନେଶ୍ବର: ଆଉ ଦୁଇ ସପ୍ତାହ ରହିଲା ହକି ବିଶ୍ୱକପ୍ । ହକି ମହାକୂମ୍ଭ ପୂର୍ବରୁ ରାଜଧାନୀ ଭୁବନେଶ୍ବରର ସୌନ୍ଦର୍ଯ୍ୟକରଣ ପାଇଁ ଗଠିତ ହୋଇଛି ସ୍ବତନ୍ତ୍ର ଟିମ୍ । ଟିମରେ ସାମିଲ ଅଛନ୍ତି ବିଡିଏ, ବିଏମସି, ସ୍ମାର୍ଟସିଟି ଓ କମିଶନରେଟ ପୋଲିସ । ସୈାନ୍ଦର୍ଯ୍ୟକରଣ ଚାଲିଥିବା ସହ ସେପଟେ

ଆରମ୍ଭ ହେବାକୁ ଯାଉଛି ଜନତା ମଇଦାନରେ ପୁଞ୍ଜି ନିବେଶର ମହାକୁମ୍ଭ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେବାକୁ ଯାଉଛି ରାଜଧାନୀରେ ଦେଶ ବିଦେଶର ପ୍ରମୁଖ ଶିଳ୍ପପତିଙ୍କ ଭିଡ଼ । ଜନତା ମୈଦାନରେ ପୁଞ୍ଜି ନିବେଶର ମହାକୁମ୍ଭ ମେକ-ଇନ୍-ଓଡ଼ିଶା କନକ୍ଲେଭ ତୃତୀୟ ସଂସ୍କରଣ ସନ୍ଧ୍ୟାରେ ଆରମ୍ଭ ହେବାକୁ ଯାଉଥିବା ବେଳେ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି ।

ମେଟ୍ରୋ ହାଉସ ଗ୍ରାଉଣ୍ଡ ଫ୍ଲୋର୍ ରେ ଥିବା ଏକ ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ

ଭୁବନେଶ୍ବର: ମୋବାଇଲ ଦୋକାନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତି। ବାଣୀବିହାର ଛକରେ ଥିବା ମେଟ୍ରୋ ହାଉସର ଗ୍ରାଉଣ୍ଡ ଫ୍ଲୋରରେ ଥିବା ମିଲୁ ମୋବାଇଲ ଓ ଇଲୋଟ୍ରନିକ୍ସ ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସଂପତ୍ତି କ୍ଷୟକ୍ଷତି ହୋଇଛି। ସର୍ଟସର୍କିଟରୁ