Browsing Tag

#odisha

ଦକ୍ଷିଣ ଆଣ୍ଡାମାନ୍‌ ସମୁଦ୍ରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି

ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ୍‌ ସମୁଦ୍ରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ଏହା ଧିରେ ଧିରେ ଘନିଭୂତ ହୋଇ ଏକ ସାମୁଦ୍ରିକ ଝଡ଼ର ରୂପ ନେବାର ଆଶଙ୍କା ସୃଷ୍ଯି ହୋଇଛି ଏହି ସାମୁଦ୍ରିକ ଝଡ଼  ଦକ୍ଷିଣ-ପଶ୍ଚିମମୁହାଁ ହୋଇ ଉତ୍ତର ତାମିଲନାଡ଼ୁର ପୁଡ଼ୁଚେରି ଏବଂ ଦକ୍ଷିଣ

ଆରମ୍ଭ ହେଲା ପଦମପୁର ଉପନିର୍ବାଚନ ଭୋଟିଂ

ପଦମପୁର: ପଦମପୁର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି । ବିଜେଡି ପ୍ରାର୍ଥୀ ଧାଡିରେ ଆସି ଭୋଟ ଦେଇଛନ୍ତି । ପୂର୍ବରୁ ସେ ତାଙ୍କ ବାପାଙ୍କୁ ଭୋଟ ଦେଉଥିଲେ ଏବେ ସେ ପ୍ରାର୍ଥୀ ହୋଇଥିବାରୁ ଅଲଗା ଅନୁଭବ କରୁଥିବା କହିଥିଲେ । ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା ଏକ ନମ୍ବର ୱାର୍ଡ ର ବୁଥ

ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ଭାଇରାଲ ଘଟଣା

ଡ୍ରୋନ୍ ଉଡ଼ାଇ ଶ୍ରୀମନ୍ଦିରର ଓ ଏହାର ଆଖପାଖ ଅଞ୍ଚଳର କୋଣ ଅନୁକୋଣର ଭିଡିଓ ଉତ୍ତୋଳନ କରିବା ଓ ତାକୁ ସୋଶାଲ ମିଡିଆରେ ପୋଷ୍ଟ କରିବା ଘଟଣାରେ କ୍ଷମା ମାଗିଛନ୍ତି ବଙ୍ଗୀୟ ଯୁବକ ଅନିମେଶ ଚକ୍ରବର୍ତ୍ତୀ। ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହିତ ପୂରା ଓଡ଼ିଶାବାସୀଙ୍କୁ କ୍ଷମା ମାଗିଛନ୍ତି।ଅନିମେଶ

ଆସନ୍ତାକାଲି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆସନ୍ତାକାଲି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । G-20 ଅଧ୍ୟକ୍ଷତାକୁ ନେଇ ଦିଲ୍ଲୀରେ ହେବାକୁ ଥିବା ବୈଠକରେ ହେବେ ସାମିଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ବସିବ ବୈଠକ । ଏ ନେଇ ଆସନ୍ତାକାଲି ସକାଳୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବା କାର୍ଯ୍ୟକ୍ରମ

ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ ଗ୍ରହଣ

ପଦ୍ମପୁର ଉପନିର୍ବାଚନ ପାଇଁ ଗତକାଲି ପ୍ରଚାର ସରିଥିବା ବେଳେ ଆସନ୍ତାକାଲି ହେବ ଭୋଟ ଗ୍ରହଣ। ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏ ଚାଲିବ। ଭୋଟିଂ ଲାଗି ମୋଟ ୩୧୯ଟି ବୁଥ୍ କରାଯାଇଛି। ୬ଟି ପିଙ୍କ୍ ବୁଥ୍ ହୋଇଥିବା ବେଳେ ୧୫ଟି ମଡେଲ୍ ବୁଥ୍ ହୋଇଛି। ୭୪ଟି ବୁଥ୍ ନକ୍ସଲ

ସରିଲା ମେକ୍ ଇନ୍ ଓଡ଼ିଶା କନକ୍ଲେଭ

ବୁଧବାରଠୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ମୋଟ ୧୦ଲକ୍ଷ ୪୮ହଜାର ୮୦୭ କୋଟି ଟଙ୍କାର ୭୪୧ଟି ପୁଞ୍ଜିନିବେଶ ପ୍ରତିଶ୍ରୁତି ମିଳିଛି । ଏହି କନକ୍ଲେଭ ମାଧ୍ୟମରେ ରାଜ୍ୟକୁ ପ୍ରାୟ ୬ଲକ୍ଷ କୋଟି ଟଙ୍କାର ନିବେଶ ଆସିବ ବୋଲି ରାଜ୍ୟ ସରକାର ଲକ୍ଷ୍ୟଧାର୍ଯ୍ୟ

ଅର୍ଚ୍ଚନା ନାଗ ବ୍ଲାକ୍‌ମେଲିଂ ମାମଲାରେ 5ରେ କୋର୍ଟରେ ହାଜର ହେବେ ଅର୍ଚ୍ଚନା

ଅର୍ଚ୍ଚନା ନାଗ ବ୍ଲାକ୍‌ମେଲିଂ ମାମଲାରେ ଜଣଙ୍କ ପରେ ଜଣଙ୍କୁ ଇଡି ଘନ ଘନ ଜେରା କରୁଛି । ଅର୍ଚ୍ଚନା ସହ କଣ ଆର୍ଥିକ ନେଣଦେଣ ରହିଛି ତାହାର ଖୋଳତାଡ କରୁଛି ଇଡି । ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଥିଲେ ଜମି ବିକ୍ରେତା ପ୍ରଭାତ ରଞ୍ଜନ ପତି । ସେ ଅର୍ଚ୍ଚନାଙ୍କୁ ଜମି

ମନ ମୋହୁଛି କୋଣାର୍କ ଉତ୍ସବ

ମନ ମୋହୁଛି କୋଣାର୍କ ଉତ୍ସବ । କୋଣାର୍କ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମଣିପୁରୀ ଓ ଓଡ଼ିଶୀ ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମର ପ୍ରଥମ ଚରଣରେ ଜବାହରଲାଲ ନେହେରୁ ନୃତ୍ୟ ଏକାଡେମୀ ଇମ୍ଫାଲର ଏଲ ଉପେନ୍ଦ୍ର ଶର୍ମା ଓ ସାଥୀ କଳାକାରମାନେ

ସାରିଦେଲେ ଅଧାରୁ ବିଧାନସଭାର ଶୀତକାଳୀନ ଅଧିବେଶନ

ଅଧାରେ ସରିଲା ବିଧାନସଭାର ଶୀତକାଳୀନ ଅଧିବେଶନ ମାତ୍ର ୮ ଦିନ ଚାଲିପାରିଲା ଗୃହକାର୍ଯ୍ୟ । ଶୀତକାଳିନ ଅଧିବେଶନ ବନ୍ଦ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ସରକାରୀ ଦଳ ମୁଖ୍ୟ ସଚେତକ । ପ୍ରସ୍ତାବକୁ ସମର୍ଥନ ଦେଇଥିଲେ ଶାସକ ଦଳର ବିଧାୟକ । ପ୍ରସ୍ତାବ ଗୃହିତ ହେବା ପରେ ବାଚସ୍ପତି ଗୃହକୁ

ଆଉ ଦୁଇ ଦିନ ପରେ ପଦ୍ମପୁରରେ ନିର୍ବାଚନ

ଆଉ ଦୁଇ ଦିନ ପରେ ପଦ୍ମପୁରରେ ନିର୍ବାଚନ । ଏଥିପାଇଁ ସବୁଦଳ ଆଜି ପ୍ରଚାର ଜୋରଦାର କରିଛନ୍ତି । ବିଜେପି, ବିଜେଡି, କଂଗ୍ରେସ ପ୍ରାର୍ଥୀଙ୍କ ସହ ସମର୍ଥକ ଘର ଘର ବୁଲି ପ୍ରଚାର କରୁଛନ୍ତି । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ଝାରବନ୍ଧ ବ୍ଲକ ଜଗଦଲପୁରଠାରେ ଆୟୋଜିତ ବିଶାଳ