Browsing Tag

#odisha

ସାଲିଆ ସାହିରେ ବୁଲିଲା ବୁଲଡୋଜର

ରାଜଧାନୀ ଭୁବନେଶ୍ୱରର ସାଲିଆସାହିରେ ଶନିବାର ବୁଲିଲା ବୁଲଡୋଜର। ସାଲିଆସାହିରେ ୩ଟି ଦେଶୀ ମଦ କାରଖାନା ଠାବ ହେବା ପରେ ବୁଲିଲା ବୁଲଡୋଜର। ବୁଲଡୋଜର ଲଗାଇ ଚୋରା ମଦ ଭାଟି ପୁଲିସ ଭାଙ୍ଗିଛି । ଘଟଣାସ୍ଥଳରେ ଡିସିପି ପ୍ରତୀକ ସିଂହ ଉପସ୍ଥିତ ଥିବା ବେଳେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ…

+୩ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର

ଚଳିତ ୨୦୨୪-୨୫ ଶିକ୍ଷାବର୍ଷରେ +୩ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ସମ୍ବନ୍ଧରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଅଂଶଗ୍ରହଣ କରି +୩ ପାଠ୍ୟକ୍ରମରେ ନାମ ଲେଖାଇ ସାରିଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ…

ବହିଷ୍କୃତ ହେଲେ ଏସସିବି ମେଡିକାଲର ଅଭିଯୁକ୍ତ ଡାକ୍ତର

କୋଲକତା ହରର ଘଟଣାରେ ସମଗ୍ର ଦେଶ ବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ କଟକ ଏସସିବି ମେଡିକାଲରେ ବି ଏମିତି  ଏକ ଲଜ୍ଜାଜନକ ଘଟଣା ଘଟିଥିଲା। ୨ ମହିଳା ରୋଗୀଙ୍କୁ ଜଣେ ଡାକ୍ତର ଚିକିତ୍ସା ବାହାନାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ତୁରନ୍ତ ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂ…

ଭଣ୍ଡାର ଯାଞ୍ଚ ନିମନ୍ତେ ଏଏସ୍‌ଆଇକୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଶ୍ରୀମନ୍ଦିର ଭିତର ଓ ବାହାର  ରତ୍ନଭଣ୍ଡାର ଭିତରେ ରହିଥିବା ଖାଲି  ସିନ୍ଦୁକ ଓ ଆଲମିରାକୁ ସ୍ଥାନାନ୍ତର  କରାଯାଇଛି । ଗତକାଲି ଦିନ ୨ଟାରେ ଏହି କାମ ଆରମ୍ଭ ହୋଇ ଅପରାହ୍ନ  ୪.୫୦ରେ ଶେଷ ହୋଇଥିଲା । ଏହି ସମୟରେ ସର୍ବସାଧାରଣ ଦର୍ଶନ  ବନ୍ଦ ରହିଥିଲା । ୧୨ ଜଣିଆ କମିଟି  ଓ ସେବା ଥିବା ସେବାୟତ…

7 ଜିଲ୍ଲାରେ ଅତି ପ୍ରବଳ ବର୍ଷା

ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣିବଳୟ ପ୍ରଭାବରେ ଆଜି 7 ଜିଲ୍ଳାକୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।  ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର , ଦେବଗଡ଼ , ଅନୁଗୁଳ , କେନ୍ଦୁଝର , ଢେଙ୍କାନାଳ ଜିଲ୍ଲା ପାଇଁ ଅରେଞ୍ଜ ଓ୍ବାର୍ଣି ଜାରି ହୋଇଛି । ଆସନ୍ତା 4 ଦିନ ଯାଏଁ ରାଜ୍ୟରେ…

ମହାନଦୀକୁ ଡେଇଁପଡିଲେ ହାଇସ୍କୁଲ ଛାତ୍ରୀ

ମହାନଦୀକୁ ଡେଇଁପଡିଲେ ହାଇସ୍କୁଲ ଛାତ୍ରୀ। ସମ୍ବଲପୁର ଚାଉଁରପୁର ବ୍ରିଜ୍ ରୁ ମହାନଦୀକୁ ହାଇସ୍କୁଲ ଛାତ୍ରୀ ଜଣକ ଡେଇଁ ପଡିଥିବା ସୂଚନା ମିଳିଛି। ଛାତ୍ରୀ ଜଣଙ୍କ ନାଁ କାଜଲ ବୋଲି ଜଣାପଡିଛି। ଆଜି ସକାଳେ କାଜଲ ସାଇକେଲ ଧରି ଘରୁ ବାହାରି ଆସିଥିଲେ। ଏହାପରେ ସେ ସାଇକେଲଟିକୁ ବ୍ରିଜ୍ ଉପରେ ରଖି…

ଶ୍ରୀମନ୍ଦିର: ଚାରି ଘଣ୍ଟା ଦର୍ଶନ ବନ୍ଦ

ଆଜି ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ ତିଥିରେ ଶ୍ରୀଜଗନ୍ନାଥ ମନ୍ଦିରରେ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ଣ ପ୍ରାୟ ୨ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ପରମ୍ପରା ଅନୁଯାୟୀ ପ୍ରଥମ ଭୋଗମଣ୍ଡପ ନୀତି ପରେ ଭିତରୁ ଜୟ ବିଜୟ ଦ୍ବାର ବନ୍ଦ…

ରାଜ୍ୟରେ ସବୁ ଡ୍ୟାନ୍ସ ବାର ରେ ଝୁଲିବା ତାଲା

ରାଜ୍ୟ ରେ ସବୁ ଡ୍ୟାନ୍ସ ବାର ରେ ପଡିବ ତାଲା ଆଉ ଚାଲିପାରିବ ନାହିଁ ଡ୍ୟାନ୍ସ ବାର । ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ ପାଖରେ ଥିବା ମଦ ଦୋକାନଗୁଡ଼ିକୁ ବି ବନ୍ଦ କରାଯିବ । ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।ରାଜ୍ୟ ଅବକାରୀ…

ଜୁନିୟର୍‌ କରାଟେ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଆଲିଶା ସୁବୁଦ୍ଧିଙ୍କୁ କାଂସ୍ୟ ପଦକ

ଭୁବନେଶ୍ବର: ଫିଲିପାଇନ୍ସର ମାନିଲାରେ ଚାଲିଥିବା ଏସୀୟ କ୍ୟାଡେଟ୍ ଓ ଜୁନିୟର୍‌ କରାଟେ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଆଲିଶା ସୁବୁଦ୍ଧି କାଂସ୍ୟ ପଦକ ଜିତି ରାଜ‌୍ୟର ଗୌରବ ବଢ଼ାଇଛନ୍ତି। ୧୫ ବର୍ଷୀୟା ଆଲିଶା ପୂର୍ବରୁ ଜାତୀୟସ୍ତରରେ ସ୍ବର୍ଣ୍ଣ ଏବଂ ଦକ୍ଷିଣ ଏସୀୟ କରାଟେ ପ୍ରତିଯୋଗିତାର କାଟା…

ପଦ୍ମିନୀଙ୍କୁ ସ୍ବିସ୍‌ କ୍ବିନ୍ସ ମୁକୁଟ

ଭୁବନେଶ୍ବର‌: ଓଡ଼ିଶାର ଚେସ୍‌ ରାଣୀ ଆନ୍ତର୍ଜାତିକ ମାଷ୍ଟର ପଦ୍ମିନୀ ରାଉତ ବୁଧବାର ୩୦ତମ ସ୍ବିସ୍‌ କ୍ବିନ୍ସ ଅନ୍‌ଲାଇନ୍‌ ବ୍ଲିଜ୍‌ ପ୍ରତିଯୋଗିତାର ବିଜେତା ହୋଇଛନ୍ତି। ମୋଟ୍‌ ୧୧ ରାଉଣ୍ଡରୁ ପଦ୍ମିନୀ ୯ ପଏଣ୍ଟ ସ୍କୋର କରି ବେଲାରୁଷର ଓଲଗା ‌ବାଦେଲ୍‌କାଙ୍କ ସହ ଯୁଗ୍ମ ପ୍ରଥମ ସ୍ଥାନରେ…