ଚଳିତବର୍ଷ ଜୁଲାଇ ମାସରେ ଓଡ଼ିଶାରେ ମୋଟ ୭୯୦୧୨ଟି ଗାଡ଼ି ବିକ୍ରି
ଚଳିତବର୍ଷ ଜୁଲାଇ ମାସରେ ଓଡ଼ିଶାରେ ମୋଟ ୭୯୦୧୨ଟି ଗାଡ଼ି ବିକ୍ରି ହୋଇଛି। ୨୦୨୫ ଜୁଲାଇରେ ରାଜ୍ୟରେ ମୋଟ ୬୦,୦୮୩ଟି ଗାଡ଼ି ବିକ୍ରି ହୋଇଥିଲା। ତେଣୁ ଗତବର୍ଷ ଜୁଲାଇ ତୁଳନାରେ ଚଳିତବର୍ଷ ଜୁଲାଇରେ ରାଜ୍ୟରେ ୩୧.୫୦ ପ୍ରତିଶତ ଅଧିକ ଗାଡ଼ି ବିକ୍ରି ହୋଇଛି। ଫେଡେରେସନ୍ ଅଫ୍ ଅଟୋମୋବାଇଲ୍…