Browsing Tag

#odisha

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ- ଦିନଟି ଆପଣଙ୍କ ପାଇଁ କିଛିଟା ଅଶୁଭ ରହିପାରେ। ମନରେ ଅସ୍ଥିରତା ଓ ଭୟ ରହିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ବାଧା ପାଇପାରନ୍ତି ଏବଂ ଆର୍ଥିକ କ୍ଷେତ୍ରରେ କ୍ଷତି ହେବାର ସମ୍ଭାବନା ଅଛି। କୌଣସି ନୂତନ କାର୍ଯ୍ୟ କିମ୍ବା ବଡ଼ ନିଷ୍ପତ୍ତି ନେବାରୁ ନିଜକୁ ଦୂରେଇ ରଖନ୍ତୁ। ବୃଷ-…

ରାଜ୍ୟରେ ଆଇପିଏସ୍ ଅଧିକାରୀ ସ୍ତରରେ ବଡ଼ ଅଦଳବଦଳ,ଭୁବନେଶ୍ୱର ଡିସିପି ଭାବେ ଡା. ସରବଣା ବିବେକଙ୍କୁ ମିଳିଲା ନୂଆ…

ରାଜ୍ୟରେ ଆଇପିଏସ୍ ଅଧିକାରୀ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ଓଡ଼ିଶା ସରକାର । ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ୪ ଜଣ ଆଇପିଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ଏହି ବଦଳି ଓ ନିଯୁକ୍ତି ପରେ ଭୁବନେଶ୍ୱର, ବ୍ରହ୍ମପୁର, ଢେଙ୍କାନାଳ ଓ ବରଗଡ଼ ପୋଲିସ ପ୍ରଶାସନରେ…

ଅକ୍ଟୋବର ୮ ତାରିଖରୁ ଆରମ୍ଭ ହେବ Amazonର Great Indian Festival Sale

ଫେଷ୍ଟିଭ୍ ସିଜନକୁ ନେଇ ଅନଲାଇନ୍ ସପିଂ ପ୍ଲାଟଫର୍ମରେ ଆରମ୍ଭ ହୋଇଛି ପ୍ରସ୍ତୁତି । Flipkart ପରେ ଏବେ Amazon ମଧ୍ୟ ଘୋଷଣା କରିଛି ନିଜର ଫେଷ୍ଟିଭ୍ ସିଜନ୍ ସେଲ୍ । Amazonର Great Indian Festival Sale ଅକ୍ଟୋବର ୮ ତାରିଖରୁ ଆରମ୍ଭ ହେବ । ତେବେ Prime ମେମ୍ବରଙ୍କ ପାଇଁ ଏହି ସେଲ୍…

ଏସୀୟ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ,ଶ୍ରୀଲଙ୍କାକୁ ୧୪୭ ରନରେ ହରାଇଲା ମହିଳା କ୍ରିକେଟ୍ ଦଳ

ଏସୀୟ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ । ଶ୍ରୀଲଙ୍କାକୁ ୧୪୭ ରନରେ ହରାଇଲା ମହିଳା କ୍ରିକେଟ୍ ଦଳ । ଜାପାନରେ ଚାଲିଥିବା ଆଇଚି-ନାଗୋୟା ଏସୀୟ କ୍ରୀଡ଼ାରେ ଭାରତକୁ ମିଳିଛି ପ୍ରଥମ ସ୍ୱର୍ଣ୍ଣ । ଅଧିନାୟିକା ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା କ୍ରିକେଟ୍ ଦଳ ଫାଇନାଲରେ…

ଆଜି ବି ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଛି

ଆଜି ବି ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଛି । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୮.୯୭ ଟଙ୍କା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୧୦୦.୬୮ ପଇସା ରହିଛି । ସେହିପରି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୨ ଟଙ୍କା ୧୨ ପଇସା ଓ ଡିଜେଲ ଦର ୯୫ ଟଙ୍କା ୨୦ ପଇସା ହୋଇଛି । ମୁମ୍ବାଇରେ…

୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଆର୍ଟିକିଲ୍ ୩୭୦କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର,ୟାମୀ ଗୌତମଙ୍କୁ ଶ୍ରେଷ୍ଠ…

୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ଗୁଜୁରାଟର ଏକତା ନଗରଠାରେ ଅନୁଷ୍ଠିତ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ପ୍ରଥମ ଥର ପାଇଁ ଏହି ସମାରୋହ ଦିଲ୍ଲୀ ବାହାରେ କରାଯାଇଛି । ବରିଷ୍ଠ ଅଭିନେତା ଅନନ୍ତ ନାଗଙ୍କୁ ଦାଦା ସାହେବ ଫାଲକେ…

ଆଉ ପାରୁନି ୟୁଏସ, ଇରାନ ସହ ଆଲୋଚନା ପାଇଁ ଟ୍ରମ୍ପ୍ ରାଜି

ଇରାନ ରାଷ୍ଟ୍ରପତି ମସୁଦ ପେଜେଶକିଆନ ଜାତିସଂଘ ସାଧାରଣ ସଭାରେ (ୟୁଏନଜିଏ) ଯୋଗଦେବାକୁ ମଙ୍ଗଳବାର ନ୍ୟୁୟର୍କ ଯାତ୍ରା କରିବେ । ଜାତିସଂଘ ସଭାରେ ସେ ଉଦବୋଧନ ଦେବା ଆଶା କରାଯାଉଚଇ  ଅନ୍ତର୍ଜାତୀୟ ପୃଷ୍ଠଭୂମିରେ ଇରାନର ସଂକ୍ରାନ୍ତରେ ସେ ଭାଷଣ ଦେଇପାରନ୍ତି। ଏଥିସହିତ ବିଭିନ୍ନ ଦେଶର ନେତା ଓ…

ଜମୁଇ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସର ଏନକାଉଣ୍ଟର,3 ଫେରାର

ଏ ମଣିଷ କେତେ ରାକ୍ଷସ ହୋଇପାରେ ? ବିଚ୍ ରାସ୍ତାରେ ଲଜ୍ଜା । ଭୁଲିଗଲା ହିତାହତ ଜ୍ଞାନ । ବିହାରର ଜମୁଇ ଜିଲ୍ଲାରୁ ସାମ୍ନାକୁ ଆସିଥିବା ଏକ ଅତ୍ୟନ୍ତ ଲଜ୍ଜାଜନକ, ଏବଂ ହୃଦୟବିଦାରକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଜନଗହଳିପୂର୍ଣ୍ଣ ରାସ୍ତାରେ ପୁଅ ଝିଅଙ୍କୁ ଅଟକାଇ ଅମାନବୀୟ ଅସଦାଚରଣ…

ଅକ୍ଟୋବର ୨୭ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଅକ୍ଟୋବର ୨୭ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅକ୍ଟୋବର ୨୭ରେ ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ ରହିଛି । ୨୮ ତାରିଖରେ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ।ରାଇରଙ୍ଗପୁରରେ ଆୟୋଜିତ ମେଗା ଚକ୍ଷୁ…

ଆଜି ଠୁ ବିଧାନସଭାର ମୌସୁମୀ ଅଧିବେଶନ : ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ ଗୃହ

ସପ୍ତଦଶ ବିଧାନସଭାର ସପ୍ତମ (ମୌସୁମୀ) ଅଧିବେଶନ ମଙ୍ଗଳବାର (ସେପ୍ଟେମ୍ବର ୨୨)ଠାରୁ ହେଉଛି। ଆସନ୍ତା ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଧାର୍ଯ୍ୟ କରାଯାଇଛି। ତା' ଭିତରେ ୯ଟି କାର୍ଯ୍ୟଦିବସ ଥିବାବେଳେ ମୋଟ ୩ଟି ଛୁଟି ରହିଛି। ଏହି ସ୍ବଳ୍ପ ଅବଧିର ଅଧିବେଶନ ବେଶ୍ ସରଗରମ ରହିବା…