Browsing Tag

#odisha

ମୁଖ୍ୟ ନିର୍ବାଚନ କମିଶନର ଜ୍ୟାନେଶ କୁମାରଙ୍କୁ ଇସ୍ତଫା ପାଇଁ ୪୮ ଘଣ୍ଟାର ଅଲ୍ଟିମେଟମ -ସିଜେପି

ନିର୍ବାଚନ କମିଶନର ଏବଂ SIRକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସିଜେପି ମୁଖ୍ୟ ନିର୍ବାଚନ କମିଶନର ଜ୍ୟାନେଶ କୁମାରଙ୍କୁ ୪୮ ଘଣ୍ଟାର ଅଲ୍ଟିମେଟମ ଦେଇଛି । କକରୋଚ ଜନତା ପାର୍ଟି କହିଛି, ଯଦି ଜ୍ଞାନେଶ କୁମାର ଆଗାମୀ ୪୮ ଘଣ୍ଟା ଭିତରେ ନିଜ ପଦରୁ ଇସ୍ତଫା ନ ଦିଅନ୍ତି ତେବେ ସମଗ୍ର ଦେଶରେ…

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଗଭୀର ଅବପାତ ପ୍ରଭାବରେ ଏବେ ସାରା ଓଡ଼ିଶାରେ ବର୍ଷା ଜାରି,ଆସନ୍ତା ୨୪ ଘଣ୍ଟା…

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଗଭୀର ଅବପାତ ପ୍ରଭାବରେ ଏବେ ସାରା ଓଡ଼ିଶାରେ ବର୍ଷା ଜାରି ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ସମୟରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିବ । ବର୍ତ୍ତମାନର ଗଭୀର ଅବପାତଟି କ୍ରମଶଃ…

ଗୋଟିଏ ମୁହୂର୍ତ୍ତର କ୍ରୋଧ କଣ କଣ କରିପାରେ ,ଏଠି ବନସ୍ମିତାଙ୍କ ଜୀବନ ଦୀପ ଲିଭିଗଲା, ସର୍ବେଶ୍ୱରଙ୍କ ଭବିଷ୍ୟତ ଅନ୍ଧକାର…

ଅନେକ ବର୍ଷର ପ୍ରେମ... ଦେଢ଼ ବର୍ଷ ତଳେ ବାହାଘର। କୋଳରେ ୩ ମାସର ଶିଶୁ । କେତେ ସୁନ୍ଦର ସ୍ୱପ୍ନ ଦେଖି ବନସ୍ମିତାଙ୍କ ହାତ ଧରିଥିଲେ ସର୍ବେଶ୍ୱର। ସେ ଭାବିଥିଲେ ଏଇଠି ହିଁ ସେ ସବୁଠୁ ସୁରକ୍ଷିତ। କିନ୍ତୁ କିଏ ଜାଣିଥିଲା, ନିୟତିର ଖେଳ ଏତେ ନିଷ୍ଠୁର! ଇଏ ସେ ସ୍ୱାମୀ... ଯିଏ ଦିନେ ଥିଲା…

କଳିଙ୍ଗପଟ୍ଟନମ୍‌ ନିକଟରେ ଲ୍ୟାଣ୍ଡଫଲ୍‌, ଆସନ୍ତା ୨୪ ଘଣ୍ଟା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ

ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ସ୍ଥଳଭାଗ ଛୁଇଁଛି। ଏହା ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ କଳିଙ୍ଗପଟ୍ଟନମ୍ ନିକଟରେ ଅତିକ୍ରମ କରିଛି। ରାତି ପ୍ରାୟ ସାଢ଼େ ୧୧ଟାରେ କଳିଙ୍ଗପଟ୍ଟନମ୍‌ର ଦକ୍ଷିଣପଶ୍ଚିମ ଦିଗରେ ଗଭୀର ଅବପାତ ରୂପେ ସ୍ଥଳ ଭାଗ ଛୁଇଁବା ପରେ ପ୍ରାୟ ୩ ଘଣ୍ଟା ଧରି ଲ୍ୟାଣ୍ଡଫଲ୍…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ ଅନୁଷ୍ଠିତ

ବୁଧବାର ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ବାମନ ଜନ୍ମ ନୀତି । ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବା ପରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବାମନ ରୂପୀ ବାଳକ ରୂପରେ ମହାପ୍ରଭୁ…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ- କାର୍ଯ୍ୟକ୍ଷେତ୍ରରେ ଉଦ୍ୟମର ପ୍ରଶଂସା ମିଳିବ। ଆର୍ଥିକ ସ୍ଥିତି ସୁଧାରିବ। ପୁରୁଣା ବନ୍ଧୁଙ୍କ ସହ ଯୋଗାଯୋଗ ଲାଭଦାୟକ ହେବ। ବ୍ୟବସାୟରେ ନୂଆ ଅର୍ଡର କିମ୍ବା ସୁଯୋଗ ମିଳିପାରେ। ପ୍ରେମ ସମ୍ପର୍କରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଅଚାନକ ଧନଲାଭର ସମ୍ଭାବନା ରହିଛି। ବୃଷ- ଚାକିରି ଓ…

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବାମନ ଜନ୍ମ ନୀତି

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବାମନ ଜନ୍ମ ନୀତି । ଶ୍ରୀନଅରରେ ହେବ ସୁନିଆଁ ଉତ୍ସବ । ଆଜି ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ। ଏହି ନୀତିକୁ ଦୃଷ୍ଟିରେ ରଖି ଅପରାହ୍ନ ୫ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ପିଇଓ କାର୍ତ୍ତିକେଶ୍ୱର ବେହେରା ଗିରଫ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପିଇଓ ଗିରଫ । ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ଭିଜିଲାନ୍ସ ଗିରଫ କରିଛି । ଗିରଫ ପିଇଓ ନାମ କାର୍ତ୍ତିକେଶ୍ୱର ବେହେରା । ଗତକାଲିଠାରୁ ତାଙ୍କର ପୈତୃକ ବାସଭବନ, ବାସସ୍ଥାନ,…

ଭାରତ ହଠାତ୍ ରୁଷରୁ ଅଶୋଧିତ ତେଲ କିଣିବା ବନ୍ଦ କରିପାରିବ ନାହିଁ କିମ୍ବା ତୁରନ୍ତ ଅନ୍ୟ ଯୋଗାଣକାରୀଙ୍କ ଉପରେ ନିର୍ଭର…

ରୁଷ ଓ ଇରାନ୍ରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ଆମେରିକାର ୧୦୦% ଟାରିଫ୍ ଲଗାଇବାର ନୂଆ ଆଇନ ପରେ ବୁଧବାର ଭାରତର ପକ୍ଷରୁ କଡ଼ା ପ୍ରତିକ୍ରିୟା ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଭାରତ ହଠାତ୍ ରୁଷରୁ ଅଶୋଧିତ ତେଲ କିଣିବା ବନ୍ଦ କରିପାରିବ ନାହିଁ…

ଆଗାମୀ ପଞ୍ଚାୟତ ନିର୍ବାଚନରେ OBC/SEBC ବର୍ଗର ପ୍ରାର୍ଥୀଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବକି…

ଆଗାମୀ ପଞ୍ଚାୟତ ନିର୍ବାଚନରେ OBC/SEBC ବର୍ଗର ପ୍ରାର୍ଥୀଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ କି ନାହିଁ, ସେ ନେଇ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଏହି ପ୍ରସଙ୍ଗ ବର୍ତ୍ତମାନ ରାଜ୍ୟ ସରକାରଙ୍କ ବିଚାରାଧୀନ ରହିଛି ଏବଂ ସୁପ୍ରିମକୋର୍ଟଙ୍କ କଡ଼ା…