Browsing Tag

#odisha

ଆଜି ମାଆଙ୍କ ଷୋଡ଼ଶ ଉପଚାର ପୂଜାର ଦ୍ୱିତୀୟ ଦିନ,ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ ଗଡ଼ ଚଣ୍ଡୀ

ଶକ୍ତିପୀଠରେ ଷୋଡ଼ଶ ଉପଚାର ପୂଜା । ଶକ୍ତିସ୍ୱରୁପିଣୀଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ । ଶଙ୍ଖ, ଘଣ୍ଟ ଘଣ୍ଟାର ନିନାଦିତ ହେଉଛି ମନ୍ଦିର ପରିସର। ମନ୍ତ୍ର ଧ୍ୱନିରେ ମୁଖରିତ ହେଉଛି ଅଞ୍ଚଳ। ହୋମ ଯଜ୍ଞ, ଚଣ୍ଡୀପାଠ ଓ ପୂର୍ଣ୍ଣାହୂତିରେ ସୃଷ୍ଟି ହୋଇଛି ଅଧ୍ୟାତ୍ମିକ ପରିବେଶ। ମୂଳାଷ୍ଟମୀରେ…

ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରକୁ ଟେକା ମାଡ଼,କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ନେଇ ଏସପି ଅଫିସ ଆଗରେ…

ଯାଜପୁର ଜିଲ୍ଲା ଧର୍ମଶାଳାରେ ଉତ୍ତେଜନା। ଏସପି ଅଫିସ ଆଗରେ ବିଜେଡିର ଧାରଣା । ସେପଟେ ଜେନାପୁର ଥାନା ଆଗରେ ବିଜେପି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଏହାକୁ ନେଇ ସରଗରମ ହୋଇଛି ଧର୍ମଶାଳା ରାଜନୀତି । ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରେ ଟେକା ମାଡ଼ ପରେ କଡ଼ା…

CEC ଜ୍ଞାନେଶ କୁମାରଙ୍କୁ ନେଇ ୨୦୦୬ ମାମଲାରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ

CEC ଜ୍ଞାନେଶ କୁମାରଙ୍କୁ ନେଇ ୨୦୦୬ ମାମଲାରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞନେଶ କୁମାରଙ୍କୁ ନେଇ ପ୍ରାୟ ୨୦ ବର୍ଷ ପୁରୁଣା ଏକ ମାମଲା ପୁଣି ଚର୍ଚ୍ଚାକୁ ଆସିଛି । ୨୦୦୬ର ଏହି ମାମଲାରେ ଭିଜିଲାନ୍ସ ତଦନ୍ତ ପାଇଁ କେରଳ ଗୃହମନ୍ତ୍ରୀ ରମେଶ ଚେନ୍ନିଥାଲା…

ଓଜନ ବୃଦ୍ଧିର ଆଶଙ୍କାକୁ ହ୍ରାସ କରିଥାଏ ତେନ୍ତୁଳି

ଉତ୍ତମ ସ୍ବାସ୍ଥ୍ୟ ପାଇଁ ସବୁ ପ୍ରକାର ଖାଦ୍ୟ ଆମ ଶରୀର ପାଇଁ ଉପଯୋଗୀ ହୋଇଥାଏ । ପନିପରିବା, ଫଳମୂଳ ଭଳି ଖଟା ଜିନିଷ ମଧ୍ୟ ଆମର ଅନେକ ସ୍ବାସ୍ଥ୍ୟ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।ଅଧିକାଂଶ ଲୋକଙ୍କର ଖଟା ଖାଇବା ଖୁବ ପସନ୍ଦ । ଏମିତିକି ସେମାନେ ଜୁସ୍ ହେଉ କିମ୍ବା ଚଟନି ଆକାରରେ ବି…

ଜେନ୍ ଜି’ ଶବ୍ଦ ପରିବର୍ତ୍ତେ ‘ତରୁଣ ଭାରତ’ ଶବ୍ଦ ବ୍ୟବହାର କରିବାକୁ ଆହ୍ୱାନ ଦେଲେ ପୂର୍ବତନ…

ମଧ୍ୟପ୍ରଦେଶ ବିଧାନସଭା ବାଚସ୍ପତି ନରେନ୍ଦ୍ର ସିଂହ ତୋମାର ଯୁବପିଢ଼ିଙ୍କ ପାଇଁ 'ଜେନ୍ ଜି' ଶବ୍ଦ ପରିବର୍ତ୍ତେ 'ତରୁଣ ଭାରତ' ଶବ୍ଦ ବ୍ୟବହାର କରିବାକୁ ଆହ୍ୱାନ ଦେଇଛନ୍ତି। ଇନ୍ଦୋରଠାରେ ଷ୍ଟେଟ୍ ପ୍ରେସ୍ କ୍ଲବ୍ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରି ସେ କହିଛନ୍ତି ଯେ,…

ମା’ ବିରଜାଙ୍କ ବିଜୟା ରଥଯାତ୍ରା ପାଇଁ ଚଳଚଞ୍ଚଳ ବିରଜା କ୍ଷେତ୍ର,୮୯୮ ଖଣ୍ଡ କାଠରେ ରଥ ନିର୍ମାଣ ଚାଲିଛି

ଆଉ କିଛି ଦିନ ପରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ବିଜୟା ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଚଳଚଞ୍ଚଳ ବିରଜା କ୍ଷେତ୍ର। ସେପଟେ ବିରଜା ରଥଯାତ୍ରାକୁ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି ଶ୍ରଦ୍ଧାଳୁ। ଅନ୍ୟପଟେ ରଥଯାତ୍ରା କମ୍ ଦିନ ଥିବାରୁ ଜୋରସୋରରେ ଚାଲିଛି ମା'ଙ୍କ ରଥ…

Vivo T5 Lite ଓ Vivo T5 Proର ନୂଆ ଭାରିଆଣ୍ଟ ଲଞ୍ଚ,ତେବେ ଏହାର ସେଲ୍‌ ଆଗାମୀ Big Billion Days Saleରେ ଆୟୋଜିତ…

Vivo ଚଳିତ ବର୍ଷ ଜୁଲାଇ ଏବଂ ଏପ୍ରିଲରେ ଲଞ୍ଚ ହୋଇଥିବା Vivo T5 Lite ଓ Vivo T5 Proର ନୂଆ ଭାରିଆଣ୍ଟ ଲଞ୍ଚ କରିଛି । Vivoର ଏହି ଦୁଇଟି ଫୋନ୍ ମିଡ୍‌-ବଜେଟ୍‌ ସେଗମେଣ୍ଟରେ ଆସୁଛି । ନୂଆ ଭାରିଆଣ୍ଟଗୁଡ଼ିକୁ ଉଭୟ ଫୋନର ସବୁଠାରୁ କମ୍ ଷ୍ଟୋରେଜ୍‌ ଅପ୍ସନ୍‌ ଭାବେ ବଜାରକୁ ଅଣାଯାଇଛି ।…

ଏଭରେଷ୍ଟର ଜିରାଗୁଣ୍ଡ ପ୍ୟାକେଟ୍କୁ ରେ ନିର୍ଦ୍ଧାରିତ ସୀମାଠାରୁ ଅଧିକ କୀଟନାଶକ ଅବଶିଷ୍ଟ୍ୟ ଠାବ, ପ୍ରି-ପ୍ୟାକ୍…

ଦେଶରେ ବିକ୍ରି ହେଉଥିବା ପକେଟ୍ ଖାଦ୍ୟ ଠାରୁ ଆରମ୍ଭ କରି ମସଲା ସାମଗ୍ରୀ ପର୍ଯ୍ୟନ୍ତ, ପ୍ରାୟ ଅନେକ ପ୍ରଡକ୍ଟ ଏବେ ସୁରକ୍ଷା ଯାଞ୍ଚରେ ଫେଲ୍ ମାରୁଛି। ତେଣୁ କମ୍ପାନୀଗୁଡ଼ିକ କିଭଳି ଲାଭଖୋର ମାନସିକତା ରଖି ବର୍ଷ ବର୍ଷ ଧରି ଲୋକଙ୍କ ଜୀବନ ସହ ଖେଳ ଖେଳୁଥିଲେ ତାର ବିକଳ ଚିତ୍ର ସାମ୍ନାକୁ ଆସୁଛି।…

ବକ୍ସ ଅଫିସ୍‌ରେ ଧମାଲ କରୁଛି ‘ଦୃଶ୍ୟମ୍ ୩’,ମାତ୍ର ଦୁଇ ଦିନରେ ୧୦୦ କୋଟି କ୍ଲବରେ ସାମିଲ ହୋଇଛି ଫିଲ୍ମ

ଅଜୟ ଦେବଗନ ଏବେ ‘ଦୃଶ୍ୟମ୍ ୩’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳୁଛି । ଦର୍ଶକମାନେ ଏହାର ରିଲିଜକୁ ଅତ୍ୟନ୍ତ ଉତ୍ସୁକତାର ସହ ଅପେକ୍ଷା କରିଥିଲେ, ଯାହା ଅକ୍ଟୋବର ୨ ତାରିଖରେ ଶେଷ ହୋଇଛି । ଶୁକ୍ରବାର ଫିଲ୍ମଟି ସିନେମା…

ବିଜେପି ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ଵରୀଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ଶେଷ,ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ…

ବିଜେପି ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ଵରୀଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ଶେଷ ହୋଇଛି । ଏହି ଗସ୍ତ ସମୟରେ ସେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ସହ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଜ୍ୟ ସଭାପତି ଓ ମନ୍ତ୍ରୀ ମଣ୍ଡଳର ସଦସ୍ୟଙ୍କ ସହିତ ବିସ୍ତାର ଭାବରେ…