Browsing Tag

#odisha

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ : ଆଜି ମେଷ ରାଶି ପାଇଁ ଦିନଟି ଶୁଭ ରହିବ । କଠିନ ପରିଶ୍ରମର ଭଲ ଫଳ ମିଳିବ । ବ୍ୟବସାୟୀମାନେ ବ୍ୟବସାୟ ବଢ଼ାଇବାର ସୁଯୋଗ ପାଇବେ । କର୍ମକ୍ଷେତ୍ରରେ ସହଯୋଗ ମିଳିବ । ପରିବାର ଓ ବନ୍ଧୁଙ୍କଠାରୁ ସମର୍ଥନ ପାଇବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ପରିବାର ସହ ଭଲ ସମୟ କାଟିବେ ।…

ଓଡ଼ିଶାରେ ଅଙ୍ଗନୱାଡିରେ ପଢ଼ୁଥିବା ୧୮ ଲକ୍ଷ ଶିଶୁଙ୍କ ପୋଷଣକୁ ତଦାରଖ କରିବ ଏଆଇ

ଶିଶୁଙ୍କ ପୋଷଣ ଜଗିବ ଏଆଇ। ଓଡ଼ିଶାରେ ଅଙ୍ଗନୱାଡିରେ ପଢ଼ୁଥିବା ୧୮ ଲକ୍ଷ ଶିଶୁଙ୍କ ପୋଷଣକୁ ତଦାରଖ କରିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା।  ପୁଷ୍ଟିହୀନତା ସବୁବେଳେ ସବୁ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଥାଏ, ଆଉ ଏଥିପାଇଁ ସରକାର  ବିଭିନ୍ନ ପନ୍ଥା ଆପଣାଇଥାନ୍ତି ।…

ପରଦାକୁ ଆସୁଛି ରାଜନୀତି ଉପରେ ପରିବେଶିତ ଚଳଚ୍ଚିତ୍ର ‘ପଶାପାଲି’,ମୁଖ୍ୟ ଭୂମିକାରେ ନଜର ଆସିବେ ଚର୍ଚ୍ଚିତ ନେତ୍ରୀ ତଥା…

ଓଡ଼ିଆ ସିନେମା ପରଦାକୁ ଆସୁଛି ରାଜନୀତି ଉପରେ ପରିବେଶିତ ଏକ ଭିନ୍ନ ସ୍ବାଦର ଚଳଚ୍ଚିତ୍ର ‘ପଶାପାଲି’। ଆକ୍ସନ୍, ରୋମାନ୍ସ, ଆଉ ଥ୍ରୀଲରର ପାରମ୍ପରିକ ପରିସରରୁ ଅଲଗା ଏହି ଚଳଚ୍ଚିତ୍ରରେ ରହିଛି ରାଜନୈତିକ କୂଟନୀତି, କ୍ଷମତା ଆଉ କିଛି ଅକୁହା କାହାଣୀ। ମଙ୍ଗଳବାର ଭୁବନେଶ୍ୱର ପ୍ରେସ୍ କ୍ଲବରେ…

ଆସନ୍ତା ବର୍ଷ ଦର ବୃଦ୍ଧିର ବନ୍ୟା ଆସିବ ବୋଲି ଚେତାବନୀ ,ଭାରତ ସରକାରଙ୍କ ଉପରେ ୩ ଲକ୍ଷ କୋଟିର ସବ୍‌ସିଡି ବୋଝ ବଢ଼ିବ

ଭାରତରେ ଦରମା ବଢ଼ୁନି ହେଲେ ଦରଦାମ ବଢ଼ି ଚାଲିଛି। ଏଥିପାଇଁ ଭାରତୀୟ ଜନତା କଷ୍ଟରେ ଥିବା ବେଳେ ଆସନ୍ତା ବର୍ଷ ଦର ବୃଦ୍ଧିର ବନ୍ୟା ଆସିବ ବୋଲି ଚେତାବନୀ ମିଳିଲାଣି। ଏହି ହାଇ ଆଲର୍ଟ ଜାରି କରିଛି ମଲ୍ଟିନ୍ୟାସନାଲ ଫାଇନାନ୍ସିଆଲ୍ ସର୍ଭିସେଜ୍ ଫାର୍ମ ଜେପି ମୋର୍ଗାନ। ଭାରତ ସରକାରଙ୍କ ଉପରେ ୨୦୨୭…

ହର୍ମୁଜ ପ୍ରଣାଳୀକୁ ସିଧାସଳଖ ଆମେରିକାର ଅଞ୍ଚଳ ବୋଲି ଏକ ନକ୍ସା ପୋଷ୍ଟ କଲେ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଟ୍ରୁଥ୍ ସୋସିଆଲ୍ ଏକ ନକ୍ସା ପୋଷ୍ଟ ପରି ସାରା ଦୁନିଆରେ ହଇଚଇ ସୃଷ୍ଟି କରିଛନ୍ତି । ଟ୍ରମ୍ପ ନୂଆ ନକ୍ସରେ ହର୍ମୁଜ ପ୍ରଣାଳୀକୁ ସିଧାସଳଖ ଆମେରିକାର ଅଞ୍ଚଳ ବୋଲି ଘୋଷଣା କରିଛନ୍ତି । ପୋଷ୍ଟ କରାଯାଇଥିବା ନକ୍ସାରେ ଇରାନ ଏବଂ ଓମାନ ମଧ୍ୟରେ…

ଟ୍ୱିନ୍ ସିଟି ସହରଦ୍ୱୟର ସୌନ୍ଦର୍ଯ୍ୟକରଣ ପାଇଁ ଗମ୍ଭୀର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ,ଟ୍ରାଫିକ୍ ଡିକଞ୍ଜେସନ୍…

 ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ଦିନକୁ ଦିନ ବୃଦ୍ଧି ପାଉଥିବା ଯାତାୟାତ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ସହରଦ୍ୱୟର ସୌନ୍ଦର୍ଯ୍ୟକରଣ ପାଇଁ ଗମ୍ଭୀର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏ ନେଇ ମଙ୍ଗଳବାର ଲୋକସେବା ଭବନଠାରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଅନୁଷ୍ଠିତ ବୈଠକରେ ଟ୍ୱିନ୍ ସିଟିର…

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କଙ୍କ ହେଲା ଏଞ୍ଜିଓପ୍ଲାଷ୍ଟି,ସ୍ଥିର ରହିଛି ସ୍ୱାସ୍ଥ୍ୟାବସ୍ଥା

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ବିଜେପି ନେତା ଜେପି ନଡ୍ଡାଙ୍କ ଦିଲ୍ଲୀ ଏମ୍ସରେ ଏଞ୍ଜିଓପ୍ଲାଷ୍ଟି କରାଯାଇଛି । ନଡ୍ଡାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି । ତାଙ୍କୁ କାର୍ଡିଓଲୋଜି ବିଭାଗରେ ଡାକ୍ତରଙ୍କ ନିରୀକ୍ଷଣରେ ରଖାଯାଇଛି । ଅଗଷ୍ଟ ୧୭ ତାରିଖରେ ଏହି…

ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟର ୪ର୍ଥ ଦିନରେ ଶ୍ରୀଲଙ୍କାକୁ ୩୭୨ ରନର ଟାର୍ଗେଟ ଦେଇଛି ଭାରତ

ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ୪ର୍ଥ ଦିନରେ ଶ୍ରୀଲଙ୍କାକୁ ୩୭୨ ରନର ଟାର୍ଗେଟ ଦେଇଛି ଭାରତ । ପ୍ରଥମ ଇନିଂସରେ ୪୫୦ରୁ ଅଧିକ ରନ୍ କରିଥିବା ଭାରତୀୟ ଟିମ୍ ଦ୍ବିତୀୟ ଇନିଂସରେ ମାତ୍ର ୧୯୩ ରନ୍ କରିପାରିଥିଲା । ଗିଲ୍ ବ୍ରିଗେଡ ଦ୍ବିତୀୟ ଇନିଂସରେ ମାତ୍ର ୧୯୩ ରନରେ…

‘ଆୱାରାପନ୍ ୨’କୁ ବକ୍ସ ଅଫିସରେ ଭଲ ସଫଳତା ମିଳିବା ପରେ ପୁଣି ଥରେ ଜନ୍ନତ-୩’ରେ ନଜର ଆସିବେ ଇମ୍ରାନ ହାସମି

ବଲିଉଡ୍ ଅଭିନେତା ଇମ୍ରାନ ହାସମି ଏବେ ଚର୍ଚ୍ଚାରେ। ନିକଟରେ ରିଲିଜ୍ ହୋଇଥିବା ତାଙ୍କ ଅଭିନୀତ ‘ଆୱାରାପନ୍ ୨’କୁ ବକ୍ସ ଅଫିସରେ ଭଲ ସଫଳତା ମିଳିଛି। ଫିଲ୍ମଟି ମାତ୍ର ଦୁଇ ଦିନ ମଧ୍ୟରେ ୫୦ କୋଟିରୁ ଅଧିକ ନେଟ୍ ଆୟ କରିଥିବା ଜଣାପଡ଼ିଛି। ଏହାରି ମଧ୍ୟରେ ଇମ୍ରାନଙ୍କ ଆଉ ଏକ ଲୋକପ୍ରିୟ ଫିଲ୍ମ…

ଅଯୋଧ୍ୟା ଶ୍ରୀ ରାମ ମନ୍ଦିର ଦାନ ଅର୍ଥ ଦୁର୍ନୀତି ମାମଲା: ଚମ୍ପତ ରାୟ ଏବଂ ଟ୍ରଷ୍ଟର ସଦସ୍ୟ ଅନିଲ ମିଶ୍ରଙ୍କୁ କ୍ଲିନ…

ଅଯୋଧ୍ୟା ଶ୍ରୀ ରାମ ମନ୍ଦିର ଦାନ ଅର୍ଥ ଦୁର୍ନୀତି ମାମଲାରେ ଏସଆଇଟି ନିଜର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଛି । ଏହି ରିପୋର୍ଟରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପୂର୍ବତନ ମହାସଚିବ ଚମ୍ପତ ରାୟ ଏବଂ ଟ୍ରଷ୍ଟର ସଦସ୍ୟ ଅନିଲ ମିଶ୍ରଙ୍କୁ କ୍ଲିନ ଚିଟ୍ ପ୍ରଦାନ କରିଛି SIT ।…