Browsing Tag

#odisha

ଇମ୍ରାନ୍ ହାଶମୀଙ୍କ ‘ଆୱାରାପନ୍ ୨’ଷଷ୍ଠ ଦିନରେ ୬.୭୫ କୋଟି ଟଙ୍କାର ବ୍ୟବସାୟ କରିଛି

ବକ୍ସ ଅଫିସରେ ଶିବମ୍ ପଣ୍ଡିତଙ୍କ ଏଣ୍ଟ୍ରି ଧମାକେଦାର ହେବାକୁ ଯାଉଛି । ହୁଏତ ସେ ନିଜେ ଏ କଥା ଭାବି ନଥିବେ । ସେହି ସମୟରେ ପ୍ରଥମ ଫିଲ୍ମଟି ଭଲ ବ୍ୟବସାୟ କରିପାରିନଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ କଲ୍ଟ ଫିଲ୍ମର ମାନ୍ୟତା ମିଳିଥିଲା । ସେହିପରି ଇମ୍ରାନ୍ ହାଶମୀଙ୍କ ଏହି ଫିଲ୍ମର…

ଚୀନ୍ ଭାରତର ସୀମାରେ ପଶିନି , ଅରୁଣାଚଳ ପ୍ରଦେଶର କୌଣସି ଜାଗାକୁ ଅକ୍ତିଆର କରି ନାହିଁ -କେନ୍ଦ୍ରମନ୍ତ୍ରୀ କିରନ ରିଜି

ଚୀନ୍ ଭାରତର ସୀମାରେ ପଶିନି । ଅରୁଣାଚଳ ପ୍ରଦେଶର କୌଣସି ଜାଗାକୁ ଅକ୍ତିଆର କରି ନାହିଁ । ଆଖପାଖରେ ଚୀନର ଆକ୍ଟିଭିଟି ଥିଲେ ବି ଭାରତର ଜାଗା ମାଡିନି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁ । ଏହାସହ ଅରୁଣାଚଳ ସୀମାରେ ଚୀନ ଅନୁପ୍ରବେଶ ଦାବିକୁ ବୁଧବାର କେନ୍ଦ୍ରମନ୍ତ୍ରୀ କିରନ…

ହୀରାକୁଦ ଜଳଭଣ୍ଡାରରେ ବନ୍ୟାଜଳ ବଢୁଛି, ମୋଟ ୧୭ଟି ଗେଟ୍ ଜରିଆରେ ବନ୍ୟା ଜଳ ନିଷ୍କାସନ

ହୀରାକୁଦ ଜଳଭଣ୍ଡାରରେ ବନ୍ୟାଜଳ ବଢୁଛି । ଖୋଲିଲା ଜଳଭଣ୍ଡାରର ଆଉ ୨ଟି ଗେଟ୍ । ୧୭ଟି ଗେଟ୍ ଜରିଆରେ ହେଉଛି ଜଳ ନିଷ୍କାସନ । ଉପରମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣି ଥରେ ଅତ୍ୟଧିକ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି । ଫଳରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି…

ମାଷ୍ଟରକ୍ୟାଣ୍ଟିନରେ ହିଂସା ,ସହରରେ ଯେଉଁ କ୍ଷତି ହୋଇଛି ତାକୁ ଭରଣା କରିବେ ଅଟୋ ଚାଳକ

ମାଷ୍ଟରକ୍ୟାଣ୍ଟିନରେ ହିଂସା ପରେ ସହରରେ ଯେଉଁ କ୍ଷତି ହୋଇଛି ତାକୁ ଭରଣା କରିବେ ଅଟୋ ଚାଳକ । ଗୁଣ୍ଡାଗିରିରେ ସାମିଲ ଥିବା ଅଟୋ ଚାଳକମାନେ କରିଥିବା ବେଆଇନ ଅଟୋ ଷ୍ଟାଣ୍ଡ ଭଙ୍ଗାଯିବ । ଅରାଜକତାକୁ ପ୍ରଶ୍ରୟ ଦିଆଯିବ ନାହିଁ । ସେମାନେ ଆଇନକୁ ହାତକୁ ନେଇଛନ୍ତି । ସାଧାରଣ ଲୋକଙ୍କ ଉପରେ ଆକ୍ରମଣ…

ବୈତରଣୀରେ ୫୦ ଫୁଟର ଘାଇ ,ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ

ବୈତରଣୀରେ ୫୦ ଫୁଟର ଘାଇ । ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା କନପୁର-ଗୁଣ୍ଠଳ ରାସ୍ତାରେ ୫୦ଫୁଟ ଲମ୍ବର ଘାଇ ସୃଷ୍ଟି ହୋଇଛି । ଫଳରେ ବୈତରଣୀ ନଦୀର ପାଣି ଏବେ ଗାଁ ମୁହାଁ ହୋଇଛି । ଘାଇ ଯୋଗୁ ୪ଟି ପଞ୍ଚାୟତ ପ୍ରଭାବିତ ହେବା ଆଶଙ୍କା ରହିଛି । କନପୁର…

ଜାଣନ୍ତୁ ରାଶି ଅନୁସାରେ କିପରି କଟିବ ଆଜିର ଦିନ

ମେଷ: ଆଜି ଦିନଟି ଭଲ ରହିବ । କଠିନ ପରିଶ୍ରମ ଆପଣଙ୍କ ବ୍ୟବସାୟିକ କାର୍ଯ୍ୟକଳାପକୁ ବିସ୍ତାର କରିବ ଏବଂ ଆର୍ଥିକ ଲାଭ ଆଣିବ । କର୍ମକ୍ଷେତ୍ରରେ ଆପଣଙ୍କୁ ସହକର୍ମୀ ଏବଂ ବନ୍ଧୁମାନଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ, ଏବଂ ଆପଣଙ୍କ ନିଜସ୍ୱ ପରିଶ୍ରମ ସଫଳତା ଆଣିଦେବ । ଆପଣ ପୁରୁଣା ବନ୍ଧୁମାନଙ୍କୁ…

ଅନଲାଇନ ଟ୍ୟାକ୍ସି, ଅଟୋ ଏବଂ ବାଇକ ଚାଳକଙ୍କୁ ଭାରି ପଡ଼ିଲା ଆନ୍ଦୋଳନ,ଆନ୍ଦୋଳନରେ ସାମିଲ୍ ଥିବା ପ୍ରାୟ ୪୦୦ ଗାଡ଼ିର…

ଅନଲାଇନ ଟ୍ୟାକ୍ସି, ଅଟୋ ଏବଂ ବାଇକ ଚାଳକଙ୍କୁ ଭାରି ପଡ଼ିଲା ଆନ୍ଦୋଳନ। କାରଣ ବାତିଲ ହେବାକୁ ଯାଉଛି ଆନ୍ଦୋଳନରେ ସାମିଲ୍ ଥିବା ପ୍ରାୟ ୪୦୦ ଗାଡ଼ିର ପରମିଟ୍। ବୁଧବାର ରାଜଧାନୀର ମାଷ୍ଟରକ୍ୟାଣ୍ଟିନ୍ ଛକରେ ଘଟିଥିବା ବେଆଇନ ଘେରାଉ, ବିଶୃଙ୍ଖଳା ତଥା ରାସ୍ତାରୋକ ପରେ ଭୁବନେଶ୍ବର ଆରଟିଓ-୧…

ପାକିସ୍ତାନର ବିଶ୍ୱକପ୍ ଅଭିଯାନ ଶେଷ,ପାକିସ୍ତାନକୁ ୫-୩ ଗୋଲରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛି ଭାରତ

ନେଦରଲ୍ୟାଣ୍ଡର ଆମଷ୍ଟେଲଭିନର ୱାଗନର ଷ୍ଟାଡିୟମରେ ଭାରତ ପାକିସ୍ତାନକୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛି । ଭାରତ ପାକିସ୍ତାନକୁ ୫-୩ ଗୋଲରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛି । ସେପଟେ ଏହି ପରାଜୟ ପାକିସ୍ତାନର ବିଶ୍ୱକପ୍ ଅଭିଯାନ ଶେଷ କରିଛି । ଦଳର ବିଜୟର…

ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚାଲିଥିବା ଚର୍ଚ୍ଚାରେ ଶେଷରେ ବିରାମ,ଏବେ ଦୁହେଁ…

ବଲିଉଡର ଲୋକପ୍ରିୟ ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚାଲିଥିବା ଚର୍ଚ୍ଚାରେ ଶେଷରେ ବିରାମ ଲାଗିଛି । ଗତ କିଛିଦିନ ହେଲାଣି ଦୁହେଁ ପରସ୍ପରକୁ ନେଇ ବୟାନବାଜି କରୁଥିଲେ । ଏହାରି ଭିତରେ ସୁନୀତା ଆହୁଜା ବାନ୍ଦ୍ରା ଫ୍ୟାମିଲି କୋର୍ଟରେ ନଜର…

Tecno ଭାରତରେ ଲଞ୍ଚ୍ କରିଛି ନୂଆ Pova 8 Pro 5G,ଗେମିଂ ପରଫର୍ମାନ୍ସକୁ ଆହୁରି ଭଲ କରିବା ପାଇଁ ଏଥିରେ ରହିଛି Tecno…

Tecno ଭାରତରେ ଲଞ୍ଚ୍ କରିଛି ନୂଆ Pova 8 Pro 5G । Pova ସିରିଜରେ ଏହା ପୂର୍ବରୁ ଲଞ୍ଚ୍ ହୋଇଥିବା Pova 8 5G ସହିତ ଆଉ ଏକ ପାୱାରଫୁଲ୍ ଅପ୍ସନ୍ ଭାବେ ସାମିଲ ହୋଇଛି ।ଏହି ଫୋନରେ ମିଳୁଛି MediaTek Dimensity 7400 Ultimate ଚିପସେଟ୍ । ଏହା ସହିତ ରହିଛି 12 ଜିବି ପର୍ଯ୍ୟନ୍ତ RAM ଏବଂ…