Browsing Tag

#odisha

ଆଜିଠୁ ବଦଳିବ ପାଗ, ମେ’ ୪ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ କାଳବୈଶାଖୀ ପ୍ରଭାବ

ଗରମ ସାଙ୍ଗକୁ କାଳବୈଶାଖୀ । ଆଜିଠୁ ବଦଳିବ ପାଗ । ମେ’ ୪ ପର୍ଯ୍ୟନ୍ତ ୬ଦିନ ଧରି ରାଜ୍ୟର ବିଭିନ୍ନ ଜିଲାରେ କାଳବୈଶାଖୀ ପ୍ରଭାବ ରହିବ। ଏହି ସମୟରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ପବନ ହେବ । ପ୍ରବଳ ବିଜୁଳି ଘଡଘଡ଼ି ସହ ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ମୟୂରଭଞ୍ଜ,…

ଚନ୍ଦନ ଯାତ୍ରାର ନବମ ଦିବସରେ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଚାପ ଖେଳିଲେନି ଠାକୁର

ବିଭ୍ରାଟ ନା ମନମାନି । ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଚାପ ଖେଳିଲେନି ଠାକୁର। ଚନ୍ଦନ ଯାତ୍ରାର ନବମ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳି ପାରିଲେନି ଠାକୁର। ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଘଟିଛି ଏଭଳି ଘଟଣା। ଚାପ ନଖେଳି ଦୀର୍ଘ ସମୟ ଧରି ଚାପ ଡଙ୍ଗାରେ ବସି ରହିଲେ…

ଆଜିର ରାଶିଫଳ

ମେଷ: ଆପଣଙ୍କ ଆଚରଣରେ କ୍ରୋଧ ସ୍ପଷ୍ଟ ହୋଇପାରେ, ଯାହା କାର୍ଯ୍ୟରେ କ୍ଷତିର କାରଣ ହୋଇପାରେ । ଆପଣ ଆଧ୍ୟାତ୍ମିକତା ଆଡ଼କୁ ଆକର୍ଷିତ ହେବେ । କୋର୍ଟ ମାମଲାରେ ଅସୁବିଧା ହୋଇପାରେ। ଆପଣଙ୍କ କଥାରେ ସଂଯମ ରଖନ୍ତୁ । ବୃଷ: ଏକ ନୂତନ ପ୍ରକଳ୍ପ ଆରମ୍ଭ କରିବା ଲାଭଦାୟକ ହେବ । ପିଲାମାନଙ୍କ ସହିତ…

ଯୁବପିଢିଙ୍କ ସହିତ ଫୁଟବଲ୍ ଖେଳିଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ସିକ୍କିମ ଗସ୍ତରେ ରହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ସିକ୍କିମର ୫୦ତମ ସ୍ଥାପନା ଦିବସ ସମାରୋହରେ ସାମିଲ ହୋଇଛନ୍ତି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଗ୍ୟାଙ୍ଗଟକର ଯୁବପିଢିଙ୍କ ସହିତ ଫୁଟବଲ୍ ଖେଳିଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି…

ଭଉଣୀର ଗଳିତ ମୃତଦେହକୁ ବୋହି ବ୍ୟାଙ୍କ ସମ୍ମୁଖରେ ରଖିବା ଘଟଣା ,ମିଳିଲା ବ୍ୟାଙ୍କରେ ଜମା ଥିବା ସମସ୍ତ ଟଙ୍କା ସହ…

ଭଉଣୀର ଗଳିତ ମୃତଦେହକୁ ବୋହି ବ୍ୟାଙ୍କ ସମ୍ମୁଖରେ ରଖିବା ଘଟଣା । ବିଭିନ୍ନ ଗଣମାଧ୍ୟମ ଖବର ବାଜିବା ପରେ ଚେତିଛି ପ୍ରଶାସନ । ଜିତୁ ମୁଣ୍ଡାଙ୍କ  ଘରେ ପହଞ୍ଚିଛନ୍ତି ବ୍ୟାଙ୍କ କର୍ମଚାରୀ । ଘରେ ପହଞ୍ଚି ବ୍ୟାଙ୍କରେ ଜମା ଥିବା ସମସ୍ତ ୧୯ ହଜାର ୪୦୨ ଟଙ୍କା ସହ ରେଡକ୍ରସ ପକ୍ଷରୁ ୨୦ ହଜାର…

ଆଇପିଏଲରେ ପ୍ରଥମ ବ୍ୟାଟର୍ ଭାବେ ୯ ହଜାର ରନ୍ ପୂରଣ କଲେ କିଙ୍ଗ କୋହଲି

ଆଇପିଏଲରେ ପ୍ରଥମ ବ୍ୟାଟର୍ ଭାବେ ୯ ହଜାର ରନ୍ ପୂରଣ କରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ୨୩ ରନ୍ କରିବା ପରେ କିଙ୍ଗ କୋହଲି ରେକର୍ଡ କରିଛନ୍ତି । ଦିଲ୍ଲୀ ବିପକ୍ଷ ମ୍ୟାଚରେ ସେ ୧୫ଟି ବଲ୍ରେ ଅପରାଜିତ ୨୩ ରନ କରିଥିଲେ । ଏହି ମ୍ୟାଚ ପୂର୍ବରୁ କୋହଲି ୯ ହଜାର ରନଠୁ ମାତ୍ର ୧୧…

୯୦ ବର୍ଷରେ ପାଦ ଥାପିଛି ଓଡ଼ିଆ ସିନେମା

୯୦ ବର୍ଷରେ ପାଦ ଥାପିଛି ଓଡ଼ିଆ ସିନେମା । ୧୯୩୬ ଏପ୍ରିଲ୍ ୨୮ରେ ପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’ର ମୁକ୍ତିଲାଭ କରିଥିଲେ । ଏହି ଦିନ ହିସାବରେ ଆଜି ଓଡ଼ିଆ ଚଳଚ୍ଚିତ୍ର ଦିବସ ପାଳୁଛି। କିନ୍ତୁ ଦୁଃଖ ୯୦ ବର୍ଷରେ ଆମ ପାଖରେ ୯୦ଟି ସିନେମା ହଲ୍ ନାହିଁ । ପୂର୍ବରୁ କୁଆଡ଼େ ୩୦୦ ହଲ୍ ଥିଲା,…

ଶିଳ୍ପପତି ଅନିଲ ଅମ୍ବାନୀଙ୍କ ଆଉ ୩୦୩୪ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡ଼ି

ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଶିଳ୍ପପତି ଅନିଲ ଅମ୍ବାନୀଙ୍କ ଆଉ ୩୦୩୪ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ମୁମ୍ବାଇରେ ଥିବା ଏକ ଫ୍ଲାଟ୍‌, ଖଣ୍ଡାଲାର ଏକ ଫାର୍ମ ହାଉସ୍‌ ଓ ଅହମଦାବାଦରେ କିଛି ଜମିକୁ ଜବତ କରାଯାଇଛି। ଏହି…

ରୁଷରୁ ଭାରତ ଆସୁଛି ବହୁ ପ୍ରତୀକ୍ଷିତ ଚତୁର୍ଥ S-400

‘ଅପରେସନ ସିନ୍ଦୂର’କୁ ବର୍ଷେ ପୂରିବାକୁ ଯାଉଛି। ଆଉ ଏହାର ଠିକ୍ ପୂର୍ବରୁ ଭାରତ ବାୟୁ ସୁରକ୍ଷା ସହ ଜଡ଼ିତ ଏକ ଗୁରୁତ୍ବପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷ ବହୁ ପ୍ରତୀକ୍ଷିତ ଚତୁର୍ଥ S-400 ଏୟାର ଡିଫେନ୍ସ ସିଷ୍ଟମ ଭାରତ ପଠାଇଛି। ଏହା ମେ ମାସ ମଧ୍ୟ ଭାଗ ସୁଦ୍ଧା ଭାରତୀୟ ବନ୍ଦରରେ…

କେନ୍ଦୁଝରକୁ ପୂର୍ବ ଭାରତର ଦ୍ୱିତୀୟ ଜାମସେଦପୁର ଭାବେ ଗଢ଼ିତୋଳିବାକୁ ଘୋଷଣା- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ବିକଶିତ ସମାଜର ପରିଚୟ ହେଉଛି ଗୁଣାତ୍ମକ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା। ଏଣୁ ଖଣିଜ ସମ୍ପଦରେ ଭରା କେନ୍ଦୁଝରକୁ ସୁନାର କେନ୍ଦୁଝର କରିବା ପାଇଁ ଆମେ ପ୍ରତିବଦ୍ଧ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ବଡ଼ବିଲ ଅଂଚଳର ଉଚ୍ଚବାଲି…