Browsing Tag

#odisha

ଗେମିଂ ୟୁଜର୍ସଙ୍କ ପାଇଁ OnePlus ଆଣିଲା ବେଷ୍ଟ ଫୋନ , ଜାଣନ୍ତୁ ଏହାର ଫିଚର୍ସ

ଆଉ ଏକ ପାୱାରଫୁଲ୍ ଫୋନ୍ ଲଞ୍ଚ କରିଛି OnePlus । ଏହି ଚୀନ୍ କମ୍ପାନୀର ଫୋନ୍ ପା ୱାରଫୁଲ୍ ଫିଚର୍ସରେ ପରିପୂର୍ଣ୍ଣ । ଏହା କମ୍ପାନୀର ପ୍ରଥମ ଫୋନ୍ ଯେଉଁଥିରେ ଏକ ବିଲ୍ଟ-ଇନ୍ ଗେମିଂ କଣ୍ଟ୍ରୋଲର ଅଛି, ଯାହା ଏହାକୁ ସ୍ୱତନ୍ତ୍ର ଭାବରେ ଗେମିଂ ୟୁଜର୍ସଙ୍କ ପାଇଁ ବେଷ୍ଟ ହେବ । ତେବେ ଜାଣନ୍ତୁ…

କେନ୍ଦୁଝରକୁ ୧୩୩୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝରକୁ ୧୩୩୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ । ପ୍ରାୟ ୭୦୫ କୋଟିର ୬୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ପ୍ରାୟ ୨୫୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ୨୪ଟି ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେହିପରି ୧୦୧ଟି…

ଆଇପିଏଲ୍‌ ୨୦୨୬ର ୪୧ ତମ ମ୍ୟାଚ୍‌: ହାଇଦ୍ରାବାଦକୁ ୨୪୫ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ମୁମ୍ବାଇ ଇଣ୍ଡିଆନ୍‌ସ

ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୬ର ୪୧ ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍‌ସ ଏବଂ ସନରାଇଜର୍ସ ହାଇଦ୍ରାବାଦ୍‌ ମୁହାଁମୁହିଁ ହୋଇଛନ୍ତି। ୱାଙ୍ଖେଡେ ଷ୍ଟାଡିୟମରେ ଟସ୍‌ ଜିଣି ଆୟୋଜକ ମୁମ୍ବାଇ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ନିଜର ରଣନୀତି ଅନୁସାରେ ବ୍ୟାଟିଂ…

ହର୍ମୁଜରେ ଦୀର୍ଘକାଳୀନ ଅବରୋଧ ପାଇଁ ଯୋଜନା କରୁଛନ୍ତି ଟ୍ରମ୍ପ

ହର୍ମୁଜ ପ୍ରଣାଳୀ ହେଉଛି ବିଶ୍ୱବ୍ୟାପୀ ଇନ୍ଧନ ଯୋଗାଣ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୁଦ୍ରପଥ। ତେବେ ଗତ ୨ ମାସ ଧରି ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଏହି ମାର୍ଗ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅନେକ ଦେଶରେ ଇନ୍ଧନ ଅଭାବ ହେତୁ ପରିସ୍ଥିତି ଖରାପ ହେବାରେ ଲାଗିଛି।…

ଉତ୍ତରପ୍ରଦେଶରେ ୫୯୪ କିମି ଦୀର୍ଘ ଗଙ୍ଗା ଏକ୍ସପ୍ରେସ୍ ୱେକୁ ଉଦଘାଟନ କଲେ ମୋଦି

ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୯୪ କିମି ଦୀର୍ଘ ଗଙ୍ଗା ଏକ୍ସପ୍ରେସ୍ ୱେକୁ ଉଦଘାଟନ କରିଛନ୍ତି । ପ୍ରାୟ ୩୬୨୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଗଙ୍ଗା ଏକ୍ସପ୍ରେସ ୱେ ହେଉଛି ଉତ୍ତର ପ୍ରଦେଶର ସବୁଠାରୁ ଲମ୍ବା ଏକ୍ସପ୍ରେସ ୱେ । ପ୍ରାୟ ୧ ହଜାର ୫୦ କୋଟି ଟଙ୍କାର…

କଳାହାଣ୍ଡି ଜିଲ୍ଳାର ବିଭିନ୍ନ ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ

କଳାହାଣ୍ଡି ଜିଲ୍ଳାର ବିଭିନ୍ନ ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ । ଧର୍ମଗଡ, ଜୁନାଗଡ଼ ,କୋକସରା ,ଗୋଲାମୁଣ୍ଡା, ଜୟପାଟଣା ସମେତ ଜିଲ୍ଲାର  ବିଭିନ୍ନ ସ୍ଥାନରେ ମୃଦୁ ଭୁମିକମ୍ପ ଅନୁଭୂତ । ୪ ସେକେଣ୍ଡ ସମୟ ଧରି ଥରିଥିଲା ଅଂଚଳ । ସଂଧ୍ୟା ୭.୪୧ ରେ ଏକ କମ୍ପନ ସହ ଶବ୍ଦ ସୃଷ୍ଟି ହୋଇଛି  ।…

‘ଧୁରନ୍ଧର’ର ଜାପାନୀ ପ୍ରମୋସନାଲ୍ ପୋଷ୍ଟର ରିଲିଜ ,ଜୁଲାଇ ୧୦ରେ ଜାପାନରେ ହେବ ରିଲିଜ

ରଣବୀର ସିଂହଙ୍କ ଅଭିନୀତ ଚଳଚ୍ଚିତ୍ର 'ଧୁରନ୍ଧର'ର ଦୁଇଟି ପାର୍ଟ ସୁପରହିଟ୍ ହୋଇଛି। ଉଭୟ ୩୦୦୦ କୋଟିରୁ ଅଧିକ ଆୟ କରିଛନ୍ତି। ଭାରତରେ ଏହି ଫିଲ୍ମ ବହୁତ ଭଲ ବ୍ୟବସାୟ କରିବା ପରେ, ଏହି ଚଳଚ୍ଚିତ୍ରଟି ଏବେ ଜାପାନରେ ରିଲିଜ ହେବାକୁ ପ୍ରସ୍ତୁତ ହେଉଛି | ଏହି ଚଳଚ୍ଚିତ୍ରଟି ଜୁଲାଇ ୧୦ ତାରିଖରେ…

ପ୍ଲାଷ୍ଟିକ୍ ପରିବର୍ତେ କାଗଜ, ପେପରବୋର୍ଡ,ସେଲ୍ୟୁଲୋଜ ଓ ଅନ୍ୟ ଇକୋଫ୍ରେଣ୍ଡଲି ମେଟେରିଆଲ୍‌ରେ ପ୍ୟାକ୍ ରେ ଆସିବ ଗୁଟକା…

ଗୁଟକା କିମ୍ବା ପାନ ମସଲା ଭଳି ତମାଖୁ ପ୍ରଡକ୍ଟ ଏବେ ଆଉ ପ୍ଲାଷ୍ଟିକ୍ ପାଉଚ୍ରେ ଦେଖିବାକୁ ମିଳିବ ନାହିଁ। ଏଗୁଡ଼ିକଏବେ କାଗଜ, ପେପରବୋର୍ଡ,ସେଲ୍ୟୁଲୋଜ ଓ ଅନ୍ୟ ଇକୋଫ୍ରେଣ୍ଡଲି ମେଟେରିଆଲ୍‌ରେ ପ୍ୟାକ୍ କରାଯିବ। ଏନେଇ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ନିୟରେ ସଂଶୋଧନ…

ଆସାମର ଏକଜିଟ୍ ପୋଲ୍ ସାମ୍ନାକୁ ଆସିଛି,ବିଜେପି ପୁଣି ଥରେ ସରକାର ଗଢୁଥିବା ଅନେକ ଏକଜିଟ୍ ପୋଲରେ ପୂର୍ବାନୁମାନ

ପଶ୍ଚିମବଙ୍ଗରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ସରିବା ସହ ଆସି ଯାଇଛି ଭୋଟ୍ ବାହୁଡ଼ା ମତ ବା ଏକଜିଟ୍ ପୋଲ୍। ଏଥିରେ ଭୋଟରଙ୍କ ମୋଡ ପରଖା ଯାଇଛି। ଆସାମର ଏକଜିଟ୍ ପୋଲ୍ ସାମ୍ନାକୁ ଆସିଛି। ବିଜେପି ପୁଣି ଥରେ ସରକାର ଗଢୁଥିବା ଅନେକ ଏକଜିଟ୍ ପୋଲରେ ପୂର୍ବାନୁମାନ କରାଯାଇଛି। ଆଉ କଂଗ୍ରେସକୁ…

ଭୋଟ୍ ଦେଉଛି ପଶ୍ଚିମବଙ୍ଗ,ଦ୍ଵିତୀୟ ତଥା ଶେଷ ପର୍ଯ୍ୟାୟରେ ୧୪୨ଟି ଆସନରେ ମତଦାନ ଜାରି

ଭୋଟ୍ ଦେଉଛି ପଶ୍ଚିମବଙ୍ଗ । ଆଜି ପଶ୍ଚିମବଙ୍ଗରେ ଦ୍ଵିତୀୟ ତଥା ଶେଷ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ହେଉଛି । ଏହି ପର୍ଯ୍ୟାୟରେ ୧୪୨ଟି ଆସନରେ ମତଦାନ ହେଉଛି। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏ ଚାଲିବ । କୋଲକାତା, ଉତ୍ତର ୨୪ ପ୍ରଗଣା, ଦକ୍ଷିଣ ୨୪…