Browsing Tag

#odisha

ରାଜ୍ୟର ୨୦୦ ଛାତ୍ରଛାତ୍ରୀଙ୍କୁ ମାଗଣା ୟୁପିଏସସି କୋଚିଂ ଯୋଗେଇ ଦେବ ଉଚ୍ଚ ଶିକ୍ଷା ବିଭାଗ,ଜୁନ୍ ୨୮ ତାରିଖରେ ହେବ…

ଦେୟମୁକ୍ତ UPSC ସିଭିଲ୍ ସର୍ଭିସ୍ ରେସିଡେନ୍ସିଆଲ୍ କୋଚିଂ ପାଇଁ ନୋଟିସ୍ । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆଶାୟୀଙ୍କ ଠାରୁ ଦରଖାସ୍ତ ଆହ୍ବାନ  ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା UPSC କୋଚିଂ । ରାଜ୍ୟର ୨୦୦ ଛାତ୍ରଛାତ୍ରୀଙ୍କୁ ମାଗଣା ୟୁପିଏସସି କୋଚିଂ ଯୋଗେଇ ଦେବ ଉଚ୍ଚ ଶିକ୍ଷା ବିଭାଗ। ୨୦୦…

ନିଜ ସାମରିକ କ୍ଷମତାକୁ ଆହୁରି ମଜଭୁତ କରିବା ପାଇଁ ମିଜାଇଲ ଫ୍ୟାକ୍ଟ୍ରିପରିଦର୍ଶନ କଲେ କିମ୍ ଜୋଙ୍ଗ ଉନ୍

ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ ଉନ ପୁଣି ଥରେ ତାଙ୍କ ସାମରିକ ଶକ୍ତିକୁ ନେଇ ବିଶ୍ୱକୁ ବାର୍ତ୍ତା ଦେଇଛନ୍ତି। ସରକାରୀ ମିଡିଆ ଦ୍ୱାରା ଜାରି ଛବିରେ କିମ ଜୋଙ୍ଗଙ୍କୁ ଏକ ମିଜାଇଲ ପ୍ରଡକ୍ସନ ଫ୍ୟାସେଲିଟି ପରିଦର୍ଶନ କରୁଥିବା ଦେଖା ଯାଇଛନ୍ତି। କୁହାଯାଉଛି ଏଠାରେ ଦେଶର ଆଡଭାନ୍ସ ମିଜାଇଲ…

‘ୱି ଦି ଲିଡର’ ଆନ୍ଦୋଳନର ଶୁଭାରମ୍ଭ କରିଛନ୍ତି କେ. ଆନ୍ନାମଲାଇ,ମାତ୍ର କେଇ ଘଣ୍ଟା ମଧ୍ୟରେ ୧୫ ଲକ୍ଷରୁ ଅଧିକ ଲୋକ…

ଭାରତୀୟ ଜନତା ପାର୍ଟି (BJP)ରୁ ଇସ୍ତଫା ଦେବାର ମାତ୍ର କିଛି ଦିନ ମଧ୍ୟରେ କେ. ଆନ୍ନାମଲାଇ ତାମିଲନାଡୁ ରାଜନୀତିରେ ଏକ ବଡ଼ ବିପ୍ଳବ ସୃଷ୍ଟି କରିଛନ୍ତି। ସେ ରାଜ୍ୟରେ ଏକ ସମ୍ପୂର୍ଣ୍ଣ ନୂତନ ରାଜନୈତିକ ଆନ୍ଦୋଳନର ଶୁଭାରମ୍ଭ କରିଛନ୍ତି, ଯାହାର ନାମ ରଖାଯାଇଛି ‘ୱି ଦି ଲିଡର’ (We The…

୨୦୪ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ସରକାରଙ୍କ ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟରେ ୨୦୪ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜଟଣୀ ନିର୍ବାଚନ ମଣ୍ଡଳୀର କୁମାର ବସ୍ତ ଲୋକନାଥ ବିଦ୍ୟାଳୟ ପ୍ରାଙ୍ଗଣରୁ ରାଜ୍ୟର…

ମଲୟାଲମ ସିନେମାର ଜଣାଶୁଣା ଅଭିନେତା, ନିର୍ଦ୍ଦେଶକ ତଥା ପ୍ରଯୋଜକ ସଲମ କୁମାରଙ୍କ ପରଲୋକ

ମଲୟାଲମ ସିନେମାର ଜଣାଶୁଣା ଅଭିନେତା, ନିର୍ଦ୍ଦେଶକ ତଥା ପ୍ରଯୋଜକ ସଲମ କୁମାରଙ୍କ ପରଲୋକ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ସଲିମଙ୍କ ନିଧନରେ ମଲୟାଲମ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି । କୋଚି ହସପିଟାଲରେ ତାଙ୍କୁ ଦେଖିବାକୁ ପାଇଁ ପ୍ରବଳ ଗ୍ରହଳି ଲାଗିଛି । ତାଙ୍କ…

ଏଲପିଜି ସିଲିଣ୍ଡର ପିଛା ପ୍ରାୟ ୨୯ଟଙ୍କା ବୃଦ୍ଧି

ରୋଷେଇ ଘରେ ମହଙ୍ଗା ମାଡ । ବଢିଲା ଗ୍ୟାସ୍ ସିଲିଣ୍ଡରର ଦାମ୍ । କେନ୍ଦ୍ର ସରକାର ଶନିବାର ଘରୋଇ ଗ୍ୟାସ୍ ସିଲିଣ୍ଡରର ଦାମ୍ ବୃଦ୍ଧି କରିଛନ୍ତି । ଏଲପିଜି ସିଲିଣ୍ଡର ପିଛା ପ୍ରାୟ ୨୯ଟଙ୍କା ବୃଦ୍ଧି ପାଇଛି । ରବିବାରଠାରୁ ନୂଆ ଦର ଲାଗୁ ହେବ । ସାରା ଦେଶରେ ଖାଉଟି ନୂଆ ଦରରେ ସିଲିଣ୍ଡର…

ମୃତ ସୌମ୍ୟଙ୍କ ମୌଜପୁର ଘରେ ଖୋଳତାଡ଼ କରୁଛନ୍ତି କ୍ରାଇମବ୍ରାଞ୍ଚ ଟିମ୍,ହାତଲେଖା ଡାଇରୀ ଜବତ କରିବା ପାଇଁ ଏହି ଟିମ୍…

ବାଲିଅନ୍ତାରେ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ହତ୍ୟା ଘଟଣାରେ ଖୋଳତାଡ଼ । କ୍ରାଇମବ୍ରାଞ୍ଚ ଟିମ୍ ଏହି ଘଟଣାରେ ଅଧିକ ଖୋଳତାଡ଼ ଜାରି ରଖିଛି । ମୃତ ସୌମ୍ୟଙ୍କ ମୌଜପୁର ଘରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିଛି । କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍ ସୌମ୍ୟଙ୍କ ଘରେ ଖୋଳତାଡ଼ କରୁଛନ୍ତି । ଭାଇରାଲ୍…

୬ ଦିନିଆ ଦିଲ୍ଲୀ ଗସ୍ତ ସାରି ଓଡ଼ିଶା ଫେରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଦିଲ୍ଲୀ ଗସ୍ତ ସାରି ଫେରିଲେ ନବୀନ ପଟ୍ଟନାୟକ । ୬ ଦିନିଆ ଦିଲ୍ଲୀ ଗସ୍ତ ସାରି ଓଡ଼ିଶା ଫେରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିମାନବନ୍ଦରରେ ଦଳୀୟ କର୍ମୀଙ୍କ ପକ୍ଷରୁ କରାଯାଇଛି ଜୋରଦାର ସ୍ୱାଗତ । ଖବର ଅନୁଯାୟୀ, ଗତ ଦୁଇ ତାରିଖରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦିଲ୍ଲୀ…

ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ପ୍ରଭାବ

ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ସାମାନ୍ୟ କମିଲା ତାତି । ରାଜଧାନୀ ସମେତ ରାଜ୍ୟର ଏକାଧିକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ମଧ୍ୟାହ୍ନରେ ଭୟଙ୍କର ତାତି ଓ ଗୁଳୁଗୁଳି ପରେ ଅପରାହ୍ଣରେ ଭୀଷଣ ବର୍ଷା । ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ପ୍ରଭାବ ଲାଗି ରହିବ ।  ବିଭିନ୍ନ ଜିଲ୍ଲାକୁ…

ଆଜିର ରାଶିଫଳ

ମେଷ : ଆଜି ଏକ ଶୁଭ ଏବଂ ଫଳପ୍ରଦ ଦିନ ହେବ । ବ୍ୟବସାୟରେ ଆର୍ଥିକ ଲାଭ ଏବଂ ଚାକିରିରେ ପଦୋନ୍ନତିର ସମ୍ଭାବନା ଅଛି । ଆପଣ ଏକ ବ୍ୟବସାୟିକ ଯାତ୍ରାରେ ଯାଇପାରନ୍ତି, ଯାହା ଲାଭଦାୟକ ହେବ । ଆପଣ ଦଲାଲି, କମିଶନ, ସୁଧ ଇତ୍ୟାଦି ମାଧ୍ୟମରେ ଟଙ୍କା ରୋଜଗାର କରିପାରନ୍ତି । ଆପଣଙ୍କୁ ନୂତନ ଦାୟିତ୍ୱ…