Browsing Tag

#odisha

ପାଟନା ସିଭିଲ କୋର୍ଟରେ ଗୁଳିକାଣ୍ଡ ମାମଲାରେ ଚର୍ଚ୍ଚିତ ଶିକ୍ଷକ ଖାନ୍ ସାର୍

ଚର୍ଚ୍ଚିତ ଶିକ୍ଷକ ଖାନ୍ ସାର୍ ଗୁଳିକାଣ୍ଡ ମାମଲାରେ ପାଟନା ସିଭିଲ କୋର୍ଟରେ ଆତ୍ମ ସମର୍ପଣ କରିବାକୁ ଯାଇଛନ୍ତି । ଖାନ୍ ସାରଙ୍କ ଗିରଫଦାରୀ ନେଇ ପୋଲିସ ଚଢାଉ କରିଛି । ତାଙ୍କ କୋଚିଂ ସେଣ୍ଟର ବାହାରେ ପୋଲିସ ଫୋର୍ସ ନିୟୋଜିତ ରହିଛି । ଗୁଳିକାଣ୍ଡ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଙ୍ଘନ କରିଥିବା…

ଭାରତୀୟ ଟି୨୦ ଦଳକୁ ମିଳିଲା ନୂଆ ଅଧିନାୟକ ଦାୟିତ୍ବ ଶ୍ରେୟସ ଆୟରଙ୍କ ମିଳିଥିବା ବେଳେ ଉପ ଅଧିନାୟକ ହେଲେ ତିଳକ ବର୍ମା

ଭାରତୀୟ ଟି୨୦ ଦଳକୁ ମିଳିଲା ନୂଆ ଅଧିନାୟକ । ଇଂଲଣ୍ଡ ଏବଂ ଆୟରଲାଣ୍ଡ ଗସ୍ତ ପାଇଁ ଟିମ୍ ଇଣ୍ଡିଆର ଘୋଷଣା କରିଛି ବିସିସିଆଇ । ଟି୨୦ ସିରିଜ ପାଇଁ ଦଳ ଘୋଷଣା ହୋଇଛି । ଟି୨୦ ଦଳର ଅଧିନାୟକ ଦାୟିତ୍ବ ଶ୍ରେୟସ ଆୟରଙ୍କ ମିଳିଛି । ତିଳକ ବର୍ମା ଉପ ଅଧିନାୟକ ହୋଇଛନ୍ତି । ଟିମରେ ସାମିଲ ହୋଇଛନ୍ତି…

ସୂର୍ଯ୍ୟମନ୍ଦିର ଜଗମୋହନ ଗର୍ଭଗୃହରୁ ବାଲି କଢ଼ା ନିମନ୍ତେ ସ୍ଥିତି ଅନୁଧ୍ୟାନ କଲେ ଏଏସଆଇ ଡିଜି

ବିଶ୍ବପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ଐତିହ୍ୟ ଓ କୀର୍ତ୍ତିରାଜି ସଂପନ୍ନ ସୂର୍ଯ୍ୟମନ୍ଦିର ଜଗମୋହନ ଗର୍ଭଗୃହରୁ ବାଲି କଢ଼ା ନିମନ୍ତେ ଏଏସଆଇ ଡିଜି ୟଦୁବୀର ସିଂ ରାଓ୍ବତ ଶନିବାର ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଏସଆଇ ମହାନିର୍ଦ୍ଦଶେକଙ୍କ…

ରାଜ୍ୟରେ ମୋଟ ୩,୭୯୩.୩୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଯାଉଥିବା ବେଳେ ୧୯,୯୨୪ ଜଣଙ୍କ ପାଇଁ ନୂଆ ନିଯୁକ୍ତି…

ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତି କ୍ଷେତ୍ରରେ ଏକ ବଡ଼ ସଫଳତା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଓଡ଼ିଶା ସରକାର ଶିଳ୍ପ ବିକାଶକୁ ଆହୁରି ତ୍ୱରାନ୍ୱିତ କରିଛନ୍ତି। ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୪୭ତମ ରାଜ୍ୟ ସ୍ତରୀୟ ସିଙ୍ଗଲ୍…

ଅନ୍ତର୍ଜାତୀୟ ରଜ ଉତ୍ସବ ଉପରେ କାଳବୈଶାଖୀ ମାଡ଼,ବ୍ୟବସାୟୀଙ୍କ ସାମଗ୍ରୀରେ ପାଣି ପଶି ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି

ଭୁବନେଶ୍ବର ଜନତା ମୈଦାନରେ ବ୍ୟାପକ ଧ୍ବଂସଲୀଳା କରିଛି କାଳବୈଶାଖୀ। ଛାରଖାର ହୋଇ ଯାଇଛି ଟ୍ରେଡ୍ ଫେୟାର ।  ଜନତା ମୈଦାନରେ ଚାଲିଥିବା ଅନ୍ତର୍ଜାତୀୟ ରଜ ଉତ୍ସବ ଉପରେ କାଳବୈଶାଖୀ ମାଡ଼। ମେଳା ପରିସରରେ ଲାଗିଥିବା ଅନେକ ଷ୍ଟଲ କ୍ଷତିଗ୍ରସ୍ତ ହୋଇଛି ।  କେତେକ ଷ୍ଟଲ ଭାଙ୍ଗିଯାଇଥିବା ବେଳେ…

ଷ୍ଟ୍ରେଟ୍ ଅଫ୍ ହର୍ମୋଜରେ ଆମେରିକା ଏବଂ ଇରାନ ପୁଣି ମୁହାଁମୁହିଁ

ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା କମିବାର ନାଁ ନେଉନାହିଁ । ଗୋଟିଏ ପଟେ ଶାନ୍ତି ପାଇଁ ଆଲୋଚନା ଚାଲିଛି । ଅନ୍ୟ ଦିଗରେ ପରସ୍ପରକୁ ଟାର୍ଗେଟ୍ କରୁଛନ୍ତି ଦୁଇଦେଶ । ଏସବୁ ଭିତରେ ଷ୍ଟ୍ରେଟ୍ ଅଫ୍ ହର୍ମୋଜରେ ଆମେରିକା ଏବଂ ଇରାନ ପୁଣି ମୁହାଁମୁହିଁ ହୋଇଛନ୍ତି । ଇରାନ ନ୍ୟୁଜ୍…

ସାହିଦ କପୁର, କୃତି ସାନନ୍ ଓ ରଶ୍ମିକା ମନ୍ଦାନା ଷ୍ଟାରର୍ ‘କକଟେଲ୍-୨’ର ଟ୍ରେଲର୍ ରିଲିଜ୍ , ଆସନ୍ତା ୧୯ରେ ଥିଏଟରକୁ…

ସାହିଦ କପୁର, କୃତି ସାନନ୍ ଓ ରଶ୍ମିକା ମନ୍ଦାନା ଷ୍ଟାରର୍ ‘କକଟେଲ୍-୨’ର ଟ୍ରେଲର୍ ରିଲିଜ୍ ହୋଇଛି। ଏଥିରେ ତିନିଜଣଙ୍କର ସମ୍ପର୍କ ପ୍ରଦର୍ଶିତ ହୋଇଛି । ଫିଲ୍ମ ଏକ ତ୍ରିକୋଣୀୟ ପ୍ରେମ କାହାଣୀ ଉପରେ ଆଧାରିତ, ଯେଉଁଥିରେ ବନ୍ଧୁତା ଓ ପ୍ରେମର ସୀମା ଝାପ୍ସା ହେଉଥିବା ଦେଖାଯାଉଛି। ଆଧୁନିକ…

ଖାଦ୍ୟ ତୈଳ କମ୍ପାନୀଙ୍କ ମନଇଛା ପ୍ୟାକେଜିଂ ଉପରେ ରୋକ ଲଗାଇଲେ ସରକାର

ସରକାର ଖାଦ୍ୟ ତୈଳ କମ୍ପାନୀଙ୍କ ମନଇଛା ପ୍ୟାକେଜିଂ ଉପରେ ରୋକ ଲଗାଇଛନ୍ତି। ଏଣିକି କମ୍ପାନୀମାନଙ୍କୁ  ୨୦୦ଗ୍ରାମରୁ ଆରମ୍ଭ କରି ୨୦ କେଜି ପ୍ୟାକ୍ ରେ ଖାଦ୍ୟ ତୈଳ ବିକ୍ରୟ କରିବାକୁ ପଡିବ। ଏଥିରେ କମ୍ପାନୀମାନଙ୍କୁ ୨୦୦ ଗ୍ରାମ, ୫୦୦ଗ୍ରାମ, ୧ କେଜି, ୨କେଜି,୩କେଜି, ୪ କେଜି, ୫ କେଜି,୧୫ କେଜି…

ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ। ଦିଲ୍ଲୀର ଯନ୍ତରମନ୍ତରରୁ ଶୁଭିଛି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି। ଯନ୍ତରମନ୍ତରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରି ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କରିଛି କକ୍ରୋଚ ଜନତା ପାର୍ଟି। ପୋଲିସର ହାଇ-ଆଲର୍ଟ ଘୋଷଣା।। …

କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା

ରାଜଧାନୀରେ ବଦଳିଲା ପାଗ । ତତଲା ଖରାରୁ ମିଳିଲା ଆଶ୍ୱସ୍ତି । କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା । ଏପିରିକି ରାଜଧାନୀରେ ୪୦ ରୁ ୫୦ କିମି ବେଗରେ ପବନ ବହୁଥିବାର ଅନୁମାନ କରାଯାଉଛି । ଗୋଟିଏ ପଟେ ମୌସୁମୀ କେରଳମ୍ ଛୁଇଁ ସାରିଲାଣି । ଏବେ ଗୋଆ ଛୁଇଁଛି …