ହୋଟେଲ ସୁଇମିଂ ପୁଲରେ ବଡ଼ ଅଘଟଣ,ବିଷାକ୍ତ ଗ୍ୟାସ୍ ନିର୍ଗତ ହୋଇ ୬୦ ଜଣ ପର୍ଯ୍ୟଟକ ଅସୁସ୍ଥ
ସ୍ପେନର 'କୋଷ୍ଟା ଡେଲ୍ ସୋଲ୍' ନିକଟସ୍ଥ ବେନାହାଭିସ୍ ଅଞ୍ଚଳର ଏକ ହୋଟେଲ ସୁଇମିଂ ପୁଲରେ ବଡ଼ ଅଘଟଣ ଘଟିଛି । ବିଷାକ୍ତ ଗ୍ୟାସ୍ ନିର୍ଗତ ହୋଇ ଅତି କମରେ ୬୦ ଜଣ ପର୍ଯ୍ୟଟକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥମାନଙ୍କ ମଧ୍ୟରେ ଶିଶୁ ଓ ବୟସ୍କ ମଧ୍ୟ ସାମିଲ ଅଛନ୍ତି ।…