ଏସୀୟ କ୍ରୀଡ଼ା : ମହିଳା ୪୦୦ ମିଟର ଦୌଡ଼ରେ କାଂସ୍ୟ ପଦକ ହାସଲ କଲେ ଭାରତର ପ୍ରାଚୀ ଚୌଧୁରୀ
ଏସୀୟ କ୍ରୀଡ଼ାରେ ମହିଳା ୪୦୦ ମିଟର ଦୌଡ଼ରେ କାଂସ୍ୟ ପଦକ ଜିତିଛନ୍ତି ଭାରତର ପ୍ରାଚୀ ଚୌଧୁରୀ। ଶନିବାର ଫାଇନାଲରେ ପ୍ରାଚୀ ୫୩.୨୧ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନ ହାସଲ କରିବା ସହ ଦେଶ ପାଇଁ ପଦକ ଜିତି ପାରିଛନ୍ତି। ଏହି ଇଭେଣ୍ଟରେ ବାହାରିନର ସାଲୱା ନାସେର ୪୯.୨୦ ସେକେଣ୍ଡର ଏସୀୟ…