ଭାରତକୁ ମିଳିଲା ପ୍ରଥମ ଡେଙ୍ଗୁ ଟିକା, ଜାପାନ ଟାକେଡା ଫାର୍ମା ପ୍ରସ୍ତୁତ ଟିକା ‘କ୍ୟୁଡେଙ୍ଗା’କୁ ମଞ୍ଜୁରୀ
ଡେଙ୍ଗୁ ବିରୋଧୀ ଅଭିଯାନରେ ଭାରତକୁ ବଡ଼ ସଫଳତା । ଭାରତକୁ ମିଳିଲା ପ୍ରଥମ ଡେଙ୍ଗୁ ଟିକା । ଜାପାନ ଟାକେଡା ଫାର୍ମା ପ୍ରସ୍ତୁତ ଟିକା ‘କ୍ୟୁଡେଙ୍ଗା’କୁ ମଞ୍ଜୁରୀ । ୪୩ ଦେଶ ପରେ ଭାରତରେ QDENGA ଟିକାକୁ ମିଳିଲା ସବୁଜ ସଙ୍କେତ । ୪ରୁ ୬୦ ବର୍ଷ ବୟସର ବ୍ୟକ୍ତି ନେଇପାରିବେ ଟିକା ।
୨୦୨୨ରେ…