ଜିଡିପି ଅଭିବୃଦ୍ଧି ୭.୮ ପ୍ରତିଶତ,ପ୍ରଥମ ତ୍ରୈମାସିକ ଅଭିବୃଦ୍ଧି ଏକ ଅସାଧାରଣ ସଫଳତା- ପ୍ରଧାନମନ୍ତ୍ରୀ ମୋଦୀ
ଭାରତୀୟ ଅର୍ଥନୀତି ଉତ୍ସାହଜନକ ପ୍ରଦର୍ଶନ ସହ ଚଳିତ ଆର୍ଥିକ ବର୍ଷକୁ ଆରମ୍ଭ କରିଛି। ୨୦୨୬-୨୭ର ପ୍ରଥମ ତ୍ରୟମାସରେ ମୋଟ୍ ଘରୋଇ ଉତ୍ପାଦ (ଜିଡିପି)ର ବାସ୍ତବ ଅଭିବୃଦ୍ଧି ୭.୮ ପ୍ରତିଶତ ହୋଇଛି ଯାହା ପୂର୍ବବର୍ଷର ସେହି ତ୍ରୟମାସରେ ହୋଇଥିବା ୬.୯ ପ୍ରତିଶତ ଅଭିବୃଦ୍ଧିଠାରୁ ଯଥେଷ୍ଟ ଅଧିକ।…