ଆଜି ମାଆଙ୍କ ଷୋଡ଼ଶ ଉପଚାର ପୂଜାର ଦ୍ୱିତୀୟ ଦିନ,ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ ଗଡ଼ ଚଣ୍ଡୀ
ଶକ୍ତିପୀଠରେ ଷୋଡ଼ଶ ଉପଚାର ପୂଜା । ଶକ୍ତିସ୍ୱରୁପିଣୀଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ । ଶଙ୍ଖ, ଘଣ୍ଟ ଘଣ୍ଟାର ନିନାଦିତ ହେଉଛି ମନ୍ଦିର ପରିସର। ମନ୍ତ୍ର ଧ୍ୱନିରେ ମୁଖରିତ ହେଉଛି ଅଞ୍ଚଳ। ହୋମ ଯଜ୍ଞ, ଚଣ୍ଡୀପାଠ ଓ ପୂର୍ଣ୍ଣାହୂତିରେ ସୃଷ୍ଟି ହୋଇଛି ଅଧ୍ୟାତ୍ମିକ ପରିବେଶ। ମୂଳାଷ୍ଟମୀରେ…