Browsing Tag

#india

ନିଜର ଅପଡେଟେଡ୍ Elevate SUVକୁ ୬ ଅକ୍ଟୋବର ରେ ଭାରତରେ ଲଞ୍ଚ କରିବାକୁ ଯାଉଛି Honda

Honda Cars India ନିଜର ଅପଡେଟେଡ୍ Elevate SUVକୁ ୬ ଅକ୍ଟୋବର ୨୦୨୬ରେ ଭାରତରେ ଲଞ୍ଚ କରିବାକୁ ଯାଉଛି । ବିଶେଷ କଥା ହେଉଛି, ଭାରତ ଏହି ନୂଆ Elevateକୁ ପାଇବାରେ ପ୍ରଥମ ବଜାର ହେବ । କମ୍ପାନୀ ୧ ଅକ୍ଟୋବରରୁ ଏହାର ପ୍ରି-ଲଞ୍ଚ ବୁକିଂ ମଧ୍ୟ ଆରମ୍ଭ କରିଛି । ଗ୍ରାହକମାନେ ଦେଶବ୍ୟାପୀ…

୮ ବର୍ଷ ପରେ ହେବ ଛାତ୍ରସଂସଦ ନିର୍ବାଚନ: ଅକ୍ଟୋବର ୧୫ରେ ଛାତ୍ର ସଂସଦ ନିର୍ବାଚନ,୭ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି

୮ ବର୍ଷ ପରେ ହେବ ଛାତ୍ରସଂସଦ ନିର୍ବାଚନ। ଘୋଷଣା ହେଲା ତାରିଖ। ଅକ୍ଟୋବର ୧୫ରେ ଛାତ୍ର ସଂସଦ ନିର୍ବାଚନ।୧୬ରେ ଶପଥଗ୍ରହଣ ସମାରୋହ। ଗଣମାଧ୍ୟମକୁ ସୂଚନା ଦେଲେ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଦଶହରା ଛୁଟି ପୂର୍ବରୁ ସରିବ ସମସ୍ତ ପ୍ରକ୍ରିୟା। ୭ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି।୯…

ଆଗାମୀ ରଣଜୀ ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁ ଓଡ଼ିଶା ଦଳ ଘୋଷଣା

ଘୋଷଣା ହେଲା ଓଡ଼ିଶା ରଣଜୀ ଦଳ ।  ଆଗାମୀ ୨ ଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳ ଘୋଷଣା କଲା ଓସିଏ ।  ଦଳର ଅଧିନାୟକ ଦାୟିତ୍ଵ ଶୁଭ୍ରାଂଶୁ ସେନାପତି ଙ୍କୁ ମିଳିଥିବା ବେଳେ ଦଳରେ ୨ ଜଣ ରାଜ୍ୟ ବାହାରର ଖେଳାଳି ଙ୍କ ସହ ୪ ଜଣ ନୁଆ ମୁହଁକୁ ସ୍ଥାନ ମିଳିଛି । ନିନନ୍ଦା ରାଟଭ ଏବଂ ଲଳିତ ଯାଦବ…

ଖତରୋଁ କେ ଖିଲାଡ଼ି ୧୫’: ଅନେକ ସପ୍ତାହ ଧରି କଠିନ ଷ୍ଟଣ୍ଟ୍‌ର ସାମ୍ନା କରିବା ପରେ ଟ୍ରମ୍ପି ହତେଇଲେ ଟିଭି ଅଭିନେତା…

ରୋହିତ ଶେଟ୍ଟୀଙ୍କ ଦ୍ୱାରା ହୋଷ୍ଟ କରାଯାଉଥିବା ଷ୍ଟଣ୍ଟ୍-ଭିତ୍ତିକ ରିଆଲିଟି ଶୋ’ ଖତରୋଁ କେ ଖିଲାଡ଼ି ୧୫’ ଏକ ବର୍ଷର ବିରତି ପରେ ଚଳିତ ବର୍ଷ ଅଗଷ୍ଟରେ ଏହାର ୧୫ତମ ସିଜନ୍ ଆରମ୍ଭ କରିଥିଲା । ‘ଡର୍ କା ନୟା ଦୌର୍’ ଥିମ୍ ଉପରେ ଆଧାରିତ ଏହି ସିଜନ୍‌ରେ ପୁରୁଣା ଓ ନୂଆ ପ୍ରତିଯୋଗୀଙ୍କୁ ପରସ୍ପର…

ଜନ୍ତର ମନ୍ତର ବିରୋଧ ପ୍ରଦର୍ଶନ : ମହିଳା ପତ୍ରକାରଙ୍କୁ ପୋଲିସର ଅସଦାଚରଣ ଅଭିଯୋଗ, ୧୭ ପ୍ରଦର୍ଶନକାରୀ…

ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ ସଭାପତି ନେହା ବୋରା କହିଛନ୍ତି ଯେ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ପୋଲିସ ଥାନା ନିକଟରେ ପ୍ରଦର୍ଶନରତ ସାମ୍ବାଦିକଙ୍କୁ ଅଟକ କରାଯାଇଛି। ଏ ସମ୍ପର୍କରେ ସେ ତାଙ୍କ ସୋସିଆଲ ମିଡିଆ ଏକ୍ସ ରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ‘ଦିଲ୍ଲୀ…

୨୦୨୬ ଚିକିତ୍ସା ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା :କାର୍ଲ ଡିସେରୋଥ୍, ପିଟର ହେଗେମ୍ୟାନ୍ ଓ ଜର୍ଜ ନାଗେଲଙ୍କୁ ମିଳିତ…

୨୦୨୬ ଚିକିତ୍ସା ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା । ଅପ୍ଟୋଜେନେଟିକ୍ସ ଆବିଷ୍କାର ପାଇଁ ୩ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ସମ୍ମାନ । କାର୍ଲ ଡିସେରୋଥ୍, ପିଟର ହେଗେମ୍ୟାନ୍ ଓ ଜର୍ଜ ନାଗେଲଙ୍କୁ ମିଳିତ ଭାବେ ପୁରସ୍କାର ପାଇବେ । ଏହି ତିନି ଜଣ ସ୍ନାୟୁ ବିଜ୍ଞାନ ଗବେଷଣାରେ ଆଣିଛନ୍ତି…

ଓଡ଼ିଶାରୁ ଘର ବାହୁଡ଼ିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ,୧୩ କିମ୍ବା ୧୪ ଅକ୍ଟୋବରରେ ଘୂର୍ଣ୍ଣିବଳୟ ସୃଷ୍ଟି

ଓଡ଼ିଶାରୁ ବିଦାୟ ନେବ ମୌସୁମୀ । ୩ ଦିନ ଶୁଖିଲା ପାଗ ପରେ ପୁଣି ବର୍ଷା ସମ୍ଭାବନା । ଓଡ଼ିଶାରୁ ଘର ବାହୁଡ଼ିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଗାମୀ ୨ରୁ ୩ ଦିନ ମଧ୍ୟରେ ରାଜ୍ୟରୁ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ପାଇଁ ପାଗ ଅନୁକୂଳ ରହିଛି । ଦେଶର ବିଭିନ୍ନ ଅଞ୍ଚଳରୁ ମଧ୍ୟ…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ- କାମରେ ଭଲ ଗତି ରହିବ। ଅଟକିଥିବା କିଛି କାମ ଶେଷ ହୋଇପାରେ। ଟଙ୍କା ଆସିବାର ବାଟ ଖୋଲିବ। ଚାକିରିରେ ଉପରିସ୍ଥ ଲୋକଙ୍କ ସହଯୋଗ ମିଳିବ। ପରିବାରରେ ଭଲ ପରିବେଶ ରହିବ। ହଠାତ୍ କୌଣସି ଖର୍ଚ୍ଚ ଆସିପାରେ। ବୃଷ- ଆୟ ବଢ଼ିବାର ସୁଯୋଗ ମିଳିବ। ବ୍ୟବସାୟରେ ନୂଆ ଗ୍ରାହକ ମିଳିପାରନ୍ତି। କାମରେ…

ଆଜି ମାଆଙ୍କ ଷୋଡ଼ଶ ଉପଚାର ପୂଜାର ଦ୍ୱିତୀୟ ଦିନ,ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ ଗଡ଼ ଚଣ୍ଡୀ

ଶକ୍ତିପୀଠରେ ଷୋଡ଼ଶ ଉପଚାର ପୂଜା । ଶକ୍ତିସ୍ୱରୁପିଣୀଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ । ଶଙ୍ଖ, ଘଣ୍ଟ ଘଣ୍ଟାର ନିନାଦିତ ହେଉଛି ମନ୍ଦିର ପରିସର। ମନ୍ତ୍ର ଧ୍ୱନିରେ ମୁଖରିତ ହେଉଛି ଅଞ୍ଚଳ। ହୋମ ଯଜ୍ଞ, ଚଣ୍ଡୀପାଠ ଓ ପୂର୍ଣ୍ଣାହୂତିରେ ସୃଷ୍ଟି ହୋଇଛି ଅଧ୍ୟାତ୍ମିକ ପରିବେଶ। ମୂଳାଷ୍ଟମୀରେ…

ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରକୁ ଟେକା ମାଡ଼,କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ନେଇ ଏସପି ଅଫିସ ଆଗରେ…

ଯାଜପୁର ଜିଲ୍ଲା ଧର୍ମଶାଳାରେ ଉତ୍ତେଜନା। ଏସପି ଅଫିସ ଆଗରେ ବିଜେଡିର ଧାରଣା । ସେପଟେ ଜେନାପୁର ଥାନା ଆଗରେ ବିଜେପି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଏହାକୁ ନେଇ ସରଗରମ ହୋଇଛି ଧର୍ମଶାଳା ରାଜନୀତି । ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରେ ଟେକା ମାଡ଼ ପରେ କଡ଼ା…