୨୦୨୬ ଏସିଆନ ଗେମ୍ସରେ ମୋଟ ୮୫ଟି ପଦକ ସହ ନିଜ ଅଭିଯାନ ଶେଷ କରିଛି ଭାରତ,ତାଲିକାରେ ଚତୁର୍ଥ ସ୍ଥାନରେ ଭାରତ
୨୦୨୬ ଏସିଆନ ଗେମ୍ସରେ ମୋଟ ୮୫ଟି ପଦକ ସହ ନିଜ ଅଭିଯାନ ଶେଷ କରିଛି ଭାରତ । ଜାପାନ ଆଇଚି-ନାଗୋୟା ଠାରେ ଅନୁଷ୍ଠିତ ଏହି କ୍ରୀଡ଼ା ମହାକୁମ୍ଭରେ ଭାରତ ମୋଟ ୮୫ ପଦକ ସହ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି । ସେମଧ୍ୟରେ ୨୧ଟି ସ୍ବର୍ଣ୍ଣ ପଦକ ଥିବା ବେଳେ, ୨୭ରୁ ରୌପ୍ୟ ଓ ୩୭ଟି କାଂସ୍ୟ ପଦକ ରହିଛି…