କୋଭିଡ୍ ଟୀକା ଯୋଗୁଁ କିମ୍ବଦନ୍ତି ସ୍ପିନର୍ ସେନ୍ ଓ୍ବାର୍ଣ୍ଣଙ୍କ ମୃତ୍ୟୁ ହୋଇଥିବା ନେଇ ଦାବି କଲେ ପୁଅ ଜାକ୍ସନ୍…
କିମ୍ବଦନ୍ତି ସ୍ପିନର୍ ସେନ୍ ଓ୍ବାର୍ଣ୍ଣଙ୍କ ମୃତ୍ୟୁର ଚାରି ବର୍ଷ ପରେ ତାଙ୍କ ପୁଅ ଜାକ୍ସନ୍ ଓ୍ବାର୍ଣ୍ଣ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। କୋଭିଡ୍ ଟୀକା ଯୋଗୁଁ ତାଙ୍କ ପିତାଙ୍କର ଅସମୟ ମୃତ୍ୟୁ ହୋଇଥିବା ସେ ଦାବି କରିଛନ୍ତି।ଏକ ପଡ୍କାଷ୍ଟରେ ସେ କହିଛନ୍ତି ଯେ ତାଙ୍କ ପିତା…