Browsing Tag

#india

ଆଜି ମହିଳାଙ୍କ ଖାତାକୁ ଯିବ ସୁଭଦ୍ରା କିସ୍ତି

ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ମିଳିବ ସୁଭଦ୍ରା ଟଙ୍କା। ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କ ଖାତାକୁ ଯିବ ସୁଭଦ୍ରା କିସ୍ତି। ସୁଭଦ୍ରା ଯୋଜନାର ୪ର୍ଥ କିସ୍ତିରେ ୫ ହଜାର ଟଙ୍କା ଲେଖାଏ ପଠାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକକାଳୀନ ୫ହଜାର କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା…

ଆଜି ଅନ୍ତର୍ଜାତୀୟ ମହିଳା ଦିବସ ,ଥିମ୍ ରହିଛି ‘ଗିଭ୍ ଟୁ ଗେନ୍’

ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ସାରା ବିଶ୍ବରେ ପାଳିତ ହେଉଛି । ଏହି ଅବସରରେ କଳିଙ୍ଗ ଟିଭି ପରିବାର ତରଫରୁ ପ୍ରତ୍ୟେକ ମହିଳାଙ୍କୁ ଆମର ଅନେକ ଅନେକ ଶୁଭେଚ୍ଛା । ବିଶ୍ବସ୍ତରରେ ମହିଳାଙ୍କ ସଶକ୍ତିକରଣ ପାଇଁ ଦୁଇଟି ବଡ଼ ଅଭିଯାନ ଆରମ୍ଭ କରାଯାଉଛି । ଚଳିତ ବର୍ଷ ଦୁଇଟି ଭିନ୍ନ କିନ୍ତୁ…

ରାଶି ଅନୁସାରେ କିପରି କଟିବ ଆଜିର ଦିନ

ମେଷ: ଆଜି ଆପଣ ମନୋରଞ୍ଜନ ଏବଂ ଭ୍ରମଣରେ ବିତାଇ ପାରିବେ । ଆପଣଙ୍କ ଜୀବନସାଥୀଙ୍କ ଠାରୁ ସମର୍ଥନ ପାଇବେ । ବ୍ୟବସାୟରେ ନୂତନ ସୁଯୋଗ ମିଳିବ । ଆପଣ ଆପଣଙ୍କର ଶିକ୍ଷାରେ ଉନ୍ନତି କରିବେ । କାର୍ଯ୍ୟାଳୟରେ ବହୁତ କାମ ହେବ । ଆପଣ ସାର୍ବଜନୀନ ଏବଂ ସାମାଜିକ ଜୀବନରେ ସଫଳତା ପାଇବେ । ମାନସିକ ଚାପରୁ…

ଆତ୍ମସମର୍ପଣ କଲେ ୧୨୪ଜଣ ମାଓବାଦୀ

ମାର୍ଚ୍ଚ ୩୧ ପୂର୍ବର ସମାପ୍ତ ହେବ ଲାଲଗଡ଼ । ଆତ୍ମସମର୍ପଣ କଲେ ୧୨୪ଜଣ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦଣ୍ଡକାରଣ୍ଯ ସ୍ପେଶାଲ ଜୋନାଲ କମିଟିର ୧୨୪ଜଣ ମାଓବାଦୀ ତେଲେଙ୍ଗାନାରେ ଆତ୍ମସମର୍ପଣ କରିଛନ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କ ଉପସ୍ଥିତିରେ…

କୋଲାବ ଜଳଭଣ୍ଡାରରେ ଗାଧୋଇବାକୁ ଯାଇ ବୁଡ଼ିଗଲେ ତିନି ଛାତ୍ର

କୋରାପୁଟରୁ ଆସିଛି ଦୁଃଖଦ ଖବର। ଜବାହାର ନବୋଦୟ ବିଦ୍ୟାଳୟର ଦଶମ ଶ୍ରେଣୀର ତିନି ଛାତ୍ର ପାଣିରେ ବୁଡ଼ି ମୃତ। ତିନି ମୃତକ ହେଉଛନ୍ତି ନବୋଦୟ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର। ତିନି ଛାତ୍ରଙ୍କ ମୃତ୍ୟୁରେ ବିଦ୍ୟାଳୟ ଏବଂ ପରିଜନଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି। ଏହି ଘଟଣା ପାଇଁ…

ଏଣିକି QR କୋଡ୍ ସ୍କାନ କରି ATMରୁ ଟଙ୍କା ଉଠାଇପାରିବେ

ଆଜିର ଡିଜିଟାଲ୍ ଯୁଗରେ ବ୍ୟାଙ୍କିଂ ସିଷ୍ଟମ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି । ଏବେ ଆପଣ ATM କାର୍ଡ ବିନା ବି ATM ମେସିନରୁ ଟଙ୍କା ଉଠାଇପାରିବେ । ହଁ ଆଜ୍ଞା ଆପଣଙ୍କ ଫୋନ୍ ବ୍ୟବହାର କରି ଆପଣ ଟଙ୍କା ଉଠାଇ ପାରିବେ । ଏହା ଅନଲାଇନ୍ ପେମେଣ୍ଟ କରିବା ପରି ସହଜ । ଯଦି ଆପଣଙ୍କ ଫୋନ୍‌ରେ UPI…

ଆଜି ରାତିରେ ଇରାନ ଉପରେ ହୋଇପାରେ ସବୁଠୁ ବଡ ଆକ୍ରମଣ, ଆମେରିକାର ଏହି ବୟାନ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଆମେରିକା   ଇରାନ୍ ବିରୋଧରେ ସମ୍ପୂର୍ଣ୍ଣ ଯୁଦ୍ଧ ଘୋଷଣା କରିଛି । ଆଜି ରାତିରେ ଇରାନ ଉପରେ ହୋଇପାରେ ସବୁଠୁ ବଡ ଆକ୍ରମଣ । ଆମେରିକାର ଏହି ବୟାନ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଏହାକୁ ସବୁଠାରୁ ବଡ଼ ସାମରିକ ଅଭିଯାନ ଭାବରେ ବର୍ଣ୍ଣନା…

ଜମୁଛି ପଞ୍ଚୁଦୋଳ ଯାତ୍ରା

ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ ସନ୍ଧ୍ୟାରୁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି l ହୁମା ଗ୍ରାମର ବିଭିନ୍ନ ସାହି ସମେତ କଣ୍ଟିଆଗଡ଼, ଖଟୁଆକୁଦା, ଝାଡକୁଦା, କଳାଯମୁନା, ଲୁଂଘୁରି,…

‘ଧୁରନ୍ଧର ୨’ ର ଟ୍ରେଲର ରିଲିଜ

ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ‘ଧୁରନ୍ଧର ୨’ ର ଟ୍ରେଲର ଆଜି ରିଲିଜ ହୋଇଛି । ଯାହା ଖୁବ୍ ଦମଦାର ହୋଇଛି । ପ୍ରଥମ ପାର୍ଟ ଅପେକ୍ଷା ‘ଧୁରନ୍ଧର ୨’ ଦମଦାର ହେବା ସହିତ ଅଧିକ ଆଗ୍ରହପୂର୍ଣ୍ଣ ରହିଛି । ଯାହା ଏହି ଟ୍ରେଲରରୁ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । ଚମତ୍କାର ଭିଜୁଆଲ୍ସ, ହାଇ-ଷ୍ଟେକ୍ସ…

ଅଷ୍ଟ୍ରେଲିଆ ଓ କାନାଡ଼ାରୁ ଭାରତ ପ୍ରାକୃତିକ ଗ୍ୟାସ୍‌ ଆମଦାନି କରିବା ପାଇଁ ପ୍ରସ୍ତୁତ ହେଉଛି

ଆମେରିକା-ଇରାନ ଯୁଦ୍ଧ ପରିପ୍ରେକ୍ଷୀରେ ଭାରତକୁ ଅଶୋଧିତ ତୈଳ ଓ ଗ୍ୟାସ୍‌ ଆମଦାନି ପ୍ରଭାବିତ ହୋଇଛି। ଫଳରେ ମଧ୍ୟପ୍ରାଚ୍ୟରୁ ଭାରତକୁ ତୈଳ ଆସି ପାରୁନାହିଁ। ତେବେ ଏଭଳି ସ୍ଥିତିରେ ବିକଳ୍ପ ଯୋଜନା କରିଛି ଭାରତ। ବିଶେଷକରି ଅଷ୍ଟ୍ରେଲିଆ ଓ କାନାଡ଼ାରୁ ଭାରତ ପ୍ରାକୃତିକ ଗ୍ୟାସ୍‌ ଆମଦାନି…