ରାଜସ୍ଥାନ ରୟାଲ୍ସକୁ ୪ ୱିକେଟରେ ପରାସ୍ତ କରି IPL 2026 ରେ ପ୍ରଥମ ବିଜୟ ହାସଲ କରିଛି କୋଲକାତା ନାଇଟ୍ ରାଇଡର୍ସ
କୋଲକାତା ନାଇଟ୍ ରାଇଡର୍ସ ଇଡେନ ଗାର୍ଡେନରେ ରାଜସ୍ଥାନ ରୟାଲ୍ସକୁ ୪ ୱିକେଟରେ ପରାସ୍ତ କରି IPL 2026 ରେ ପ୍ରଥମ ବିଜୟ ହାସଲ କରିଛି। ରିଙ୍କୁ ସିଂହ ଏବଂ ଅନୁକୂଳ ରୟଙ୍କ ମଧ୍ୟରେ ଅପରାଜିତ ୭୬ ରନର ଭାଗୀଦାରି KKRରୁ ବିଜୟୀ କରିଛି । ସେପଟେ ଜିତିବା ମ୍ୟାଚରେ ପରାଜୟ ବରଣ କରିଛି ରାଜସ୍ଥାନ ।…