ଅଷ୍ଟମ ଶ୍ରେଣୀ ବହିରେ ପ୍ରକାଶିତ ଚାପ୍ଟର ପାଇଁ ନିସର୍ତ୍ତ କ୍ଷମା ମାଗିଲା NCERT
କ୍ଷମା ମାଗିଲା ଏନସିଇଆରଟି । ଅଷ୍ଟମ ଶ୍ରେଣୀର ସାମାଜିକ ବିଜ୍ଞାନ ବହିରେ ନ୍ୟାୟପାଳିକାରେ ଦୁର୍ନୀତିକୁ ନେଇ ବିବାଦ ଘଟଣାର ଦୁଇ ସପ୍ତାହ ପରେ ସଂସ୍ଥା କ୍ଷମା ମାଗିଛି । ବିବାଦୀୟ ବିଷୟକୁ ସୁପ୍ରିମକୋର୍ଟ ଗୁରୁତର ସହ ନେଇଥିଲେ । ଏପରିକି ବହିକୁ ବ୍ୟାନ୍ କରିଥିଲେ । ଆହୁରି ମଧ୍ୟ ଏନସିଇଆରଟି…