ବିଶ୍ୱର ସବୁଠୁ ଭଲ ସହର ନ୍ୟୁୟର୍କ ଓ ପ୍ୟାରିସ୍,ଭାରତର ୩ ବଡ଼ ସହରଙ୍କୁ ମଧ୍ୟ ମିଳିଛି ସ୍ଥାନ
ବିଶ୍ୱର ସବୁଠୁ ଭଲ ସହରଙ୍କ ନୂଆ ଗ୍ଲୋବାଲ ରାଙ୍କିଙ୍ଗ ଜୋରି ହୋଇଛି। ଏହି ତାଲିକାରେ ସହରମାନଙ୍କୁ ସେମାନଙ୍କ ସଂସ୍କୃତି, ବାଣିଜ୍ୟ, ଭିତ୍ତିଭୂମି ଓ ଜୀବନ ଗୁଣବତ୍ତା ଆଧାରରେ ପରଖା ଯାଇଛି। ଖାସ କଥା ହେଉଛି ଯେ ଏହି ତାଲିକାରେ ଭାରତର ୩ ବଡ଼ ସହରଙ୍କୁ ମଧ୍ୟ ସ୍ଥାନ ମିଳିଛି, ଯାହା ଦେଶର…